Movie prime

ବେକର ଚେନ୍ ଖୋଲିଦେଲା ସ୍ବାମୀର ଗୁମର ଦେଖନ୍ତୁ ପୁରା ଭିଡିଓ

 
Hh
ଏବେକା ସମୟରେ ଏକ ବଡ଼ ଖବର ଆସି ପହଞ୍ଚି ଯାଇଛି। ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଆଜ୍ଞା ହଁ ଆମେ ଆପଣଙ୍କୁ ଏଭଳି ଘଟଣା ସମ୍ପର୍କରେ କହିବାକୁ ଯାଉଛୁ ଯାହାକୁ କି ଆପଣ ମାନେ ବିଶ୍ବାସ କରି ପାରିବେ ନାହିଁ।ହ-ତ୍ୟା-କା-ରୀ ସ୍ବାମୀଙ୍କୁ ଧରା ପକାଇ ଦେଲା ସୌମ୍ୟା ଙ୍କ ବେକରେ ଥିବା ସୁନା ଚେନ। ସୌମ୍ୟା ବେକରେ ଏକ ସୁନା ଚେନ ପିନ୍ଧି ଥିଲେ। ଆଉ ଆଶ୍ଚର୍ଯ୍ୟର କଥା ଏହା କି ,
Bh
ଯେତେବେଳେ ସୌମ୍ୟା ଙ୍କ ହ-ତ୍ୟା ପରେ ପୋଲିସ ସ୍ୱାମୀକୁ ଗିରଫ କଲା ସେତିକି ବେଳେ ସୌମ୍ୟା ବେକରେ ଥିବା ସୁନା ଚେନ ସ୍ୱାମୀ ଦେବେନ ର ପକେଟ୍ ରୁ ବାହାରି ଥିଲା। ଯାହାକୁ ଦେଖି ସବୁକିଛି ଜଣା ପଡି ଯାଇଥିଲା। କାହିଁ କେତେ ଦିନରୁ ସୌମ୍ୟା ସେହି ସୁନା ଚେନ ଟିକୁ ପିନ୍ଧି ଥିଲେ। ହେଲେ ଯେତେବେଳେ ସୌମ୍ୟା ଙ୍କ ଛାତିକୁ ବନ୍ଧୁକରେ ଫୁଟା ଯାଇଥିଲା ଆଉ ସୌମ୍ୟା ଙ୍କ ଶବ ଘର ବାରଣ୍ଡାରେ ପଡିଥିଲା ସେତେବେଳେ ସୌମ୍ୟା ଙ୍କ ବେକରୁ ଏହି ସୁନା ଚେନ ଟି ଗାଏବ ଥିଲା।
Gg
ପରେ ଏହାକୁ ପୋଲିସ ସ୍ୱାମୀ ପକେଟ୍ ରୁ ବାହାରି କରିଥିଲା। ହେଲେ ତା ପୂର୍ବରୁ ସୌମ୍ୟା ଏକ ପ୍ରକାରର ମିଛ କାହାଣୀ ନନେଇ ଥିଲେ। କହିଥିଲେ କି ଚୋର ଆସିଥିଲା ଆଉ ତାଙ୍କର ସ୍ତ୍ରୀ କୁ ସେଠାରେ ଗୁଳି ମାରି ଜୀବନରୁ ମାରି ଦେଇ ଚାଲି ଯାଇଥିଲା ଯାହା ସହ ସ୍ତ୍ରୀ ପେଟରେ ଥିବା ସାତ ମାସର ପିଲା ମଧ୍ୟ ଏହି ଦୁନିଆ ଛାଡି ଚାଲି ଯାଇଥିଲା।ତାହାକୁ ଅତି ସହଜରେ ଗାଁ ଲୋକ ଆଉ ପୋଲିସ ମଧ୍ୟ ଗ୍ରହଣ କରି ନେଇଥିଲେ।
ହେଲେ ଯେତେବେଳେ ସ୍ବାମୀ ଦେବେନ ଘରକୁ ସର୍ଚ୍ଚ କରାଯାଇ ଥିଲା ସେତେବେଳେ ଘର ଭିତରୁ ସୌମ୍ୟା ଙ୍କୁ ଗୁଳି କରାଯାଇଥିବା ବନ୍ଧୁକ ପୋଲିସ କୁ ସେଠାରୁ ମିଳିଥିଲା।ଯାହାଫଳରେ କି ବନ୍ଧୁକ ମିଳିବା ପରେ ପୋଲିସ ଦେବେନ କୁ ତାଙ୍କ ଘରୁ ଗିରଫ କରି ନେଇଥିଲା। ଆଉ ଯେତେବେଳେ ଦେବେନ ଙ୍କୁ ମଧ୍ୟ ସର୍ଚ୍ଚ କରାଯାଇଥିଲା ସେତେବେଳେ ଶୁଣିବାକୁ ମିଳିଛି କି ଦେବେନ ର ପକେଟ୍ ରୁ ସୌମ୍ୟା ଙ୍କ ଏହି ସୁନା ଚେନ ମିଳିଥିଲା। ଯାହାକି ଦେବେନ ଙ୍କୁ ସମସ୍ତଙ୍କ ସାମ୍ନା ରେ ଧରା ପକାଇ ଦେଇଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.