Movie prime

ଅଧିକ ଚିନ୍ତା କରୁଥିଲେ ସାବଧାନ ଦେଖନ୍ତୁ ଏହି ଗୋଟିଏ କଥା ଆପଣଙ୍କ ଜୀବନ ବଦଳି ଯିବ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଭିଡିଓ ଦେଖିଥିବେ ।
ଆପଣ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପରିବେ । ଆପଣମାନେ ସମସ୍ତେ ତ ଏହି ୟୁଟ୍ୟୁବରେ ସବୁ ପ୍ରକାରର ଅର୍ଥାତ୍ ମାନସିକ ଚିନ୍ତା ଥିଲେ ମଧ୍ୟ ତାକୁ ଦୂର କରିବା ପାଇଁ ଏବଂ ଏହାସହ ଅନେକ ପ୍ରକାରର ଖବର ପାଇପାରିବେ ।
ଏବେ ଏହି ଭିଡିଓରେ ଆପଣମାନେ ଯଦି ଅଧିକ ଚିନ୍ତା କରୁଛନ୍ତି ତାହେଲେ ଏହି କାହାଣୀ ଶୁଣନ୍ତୁ । ଆଉ ଏହି କାହାଣୀ ମାଧ୍ୟମରେ ଆପଣ ଚିନ୍ତା କରିଲେ କିଛି ମୂଲ୍ୟ ନାହିଁ । ଏହି ଦୁନିଆରେ ଯାହା ହେବା କଥା ତାହାହିଁ ହେବ ଏହିସବୁ ବିଷୟରେ ଅନେକ କଥା ଜାଣିପାରିବେ ।
ଏହି ଭିଡିଓରେ ଆପଣ ଏହି କାହାଣୀ ଶୁଣିପାରିବେ । ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କିଛି ଘଟଣାକୁ ଭୁଲି ପାରନ୍ତି ନାହିଁ । ଆଉ କିଛି ଘଟଣା ପାଇଁ ନିଜକୁ ଦାୟୀ କରନ୍ତି । ସେ ସବୁବେଳେ ସେହି ଘଟଣାକୁ ନେଇ ଚିନ୍ତା କରିଥାଏ ।
ଆଉ ଯେଉଁ ବ୍ୟକ୍ତି କିଛି କହିଲେ ସେ ସବୁବେଳେ ତାହା ଦେହକୁ ନିଏ । ଆଉ ସବୁବେଳେ ସେ ମାନସିକ ଚାପରେ ରହିଥାଏ । ଏହି ଘଟଣା ଆଜିକା ଦୁନିଆରେ ବହୁତ ଘଟୁଛି । ଏହି ଭିଡିଓରେ କୁହାଯାଇଥିବା କାହାଣୀ ହେଉଛି,
ଏମିତି ଜଣେ ବ୍ୟକ୍ତି ଅଧିକ ମାନସିକ ଚିନ୍ତାରେ ରହୁଥିଲେ । ସେ ଜଣେ ବାବାଙ୍କ ପାଖକୁ ଗଲେ । ଆଉ ବାବା ତାଙ୍କୁ ଏକ ଗ୍ଲାସ୍ ଦେଇ କହିଲେ ଏହାର ଓଜନ କେତେ ? ଯୁବକ ଜଣକ କହିଲେ ସେ ସଠିକରେ କହିପାରିବେ ନାହିଁ । କିନ୍ତୁ ଏହାର ଓଜନ କମ ଅଛି । 
ଆଉ ଏହି ଗ୍ଲାସକୁ ଯଦି ଗୋଟେ ଦିନ ଧରିକି ବସିବ ତାହେଲେ କଣ ହେବ । ଏହାପରେ ବ୍ୟକ୍ତି ଜଣକ କହିଲେ କି ହାତ ଝିମଝିମ୍ ହେବ । କିନ୍ତୁ ଏତେ ସମୟ ଏହାକୁ ଧରିଥିବାରୁ ଏହା ହେଲା । ଠିକ୍ ସେମିତି ଜୀବନରେ ଅନେକ ଘଟଣା ଘଟୁଛି । ଆଉ ତାକୁ ନେଇ ଯଦି ଅନେକ କଥା ଭାବିବେ ତାହେଲେ ମାନସିକ ଚାପ ପଡ଼ିବ ।
ସେଥିପାଇଁ ଯେତେବେଳେ କିଛି କଥା ଆପଣଙ୍କୁ ଚିନ୍ତା ଦେଉଛି ତାହାକୁ ଅଳ୍ପ ସମୟ ପାଇଁ ଭାବି ତାକୁ ଭୁଲି ଯାଆନ୍ତୁ । ଏଭଳି ଉପାୟରେ ଏହି ଭିଡିଓ ମାଧ୍ୟମରେ ଆପଣ ମାନସିକ ଚାପକୁ ଦୂରେଇବା ପାଇଁ ଅନେକ ଉପାୟ ଦେଖିପାରିବେ ।