Movie prime

ମିଳିବ ଗରମ ଦାଉରୁ ରକ୍ଷା ଦେଖନ୍ତୁ ଏହିସବୁ ଜିଲ୍ଲାରେ ପ୍ରବଳ କାଚିବ ଘଡ଼ଘଡ଼ି ସହ ବର୍ଷା

 
Gh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ପାଣିପାଗକୁ ନେଇ ଆସିଥିବା ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ପାଣିପାଗ ବିଷୟରେ ସବୁ ସୂଚନା ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଅସମ୍ଭାଳ ତାତି ଆଉ ଅସହ୍ୟ ଗରମ ଅନୁଭୂତ ହେଉଛି । ପ୍ରବଳ ଗୁଳୁଗୁଳି ମଧ୍ୟ ହେଉଛି । ଲୋକମାନେ ଏବେ ତ୍ରାହି ତ୍ରାହି ଡାକୁଛନ୍ତି । 
Hh
ଲୋକମାନେ ଏବେ ଏହି ଗରମରୁ ମୁକ୍ତି ପାଇବେ । ଆଉ ବର୍ଷା ଏବେ ହେବାକୁ ଯାଉଛି । ଅସହ୍ୟ ତାତି ଆଉ ଗରମରୁ ମୁକ୍ତି ପାଇବେ ଲୋକମାନେ । ଆଜି ଉପକୂଳ ଓଡ଼ିଶାରେ କାଚିବ ବର୍ଷା । ବର୍ଷା ସହିତ ତୁହା କୁ ତୁହା ବିଜୁଳି ଘଡଘଡି ମାରିବ । କାଳବୈଶାଖୀ ପ୍ରଭାବରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଜଣାପଡିଛି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି କି ବର୍ଷା ହେବା ସହ ପବନ ବହିବ । ବାଲେଶ୍ଵର, ଭଦ୍ରକ, ଜଗତସିଂହପୁର, କଟକ, ପୁରୀ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ବୌଦ୍ଧ, ନୟାଗଡ଼, ସମ୍ବଲପୁର ଏବଂ ନୂଆପଡାରେ ବର୍ଷା ହେବାର ସମ୍ଭାବନା ରହିଛି ।
Bb
ଆଜି ଉପକୂଳ ଓଡ଼ିଶାର କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ସନ୍ଧ୍ୟାରେ ମାଡ଼ି ଆସିବ କାଳବୈଶାଖୀ । ଅସହ୍ୟ ତାତି ଆଉ ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିବ । ଏବେ ପାଣିପାଗ ବିଭାଗ ଏହା ପୂର୍ବାନୁମାନ କରିଛି । ବର୍ତ୍ତମାନ ସମୟରେ ପାଗ କେତେବେଳେ ଖରା ତ କେତେବେଳେ ମେଘୁଆ ହୋଇ ରହିଛି । ଖରାରେ ଲୋକମାନେ ହନ୍ତସନ୍ତ ହେଉଥିବା ବେଳେ ଏବେ ଆଶ୍ୱସ୍ତି ମିଳିବାକୁ ଯାଉଛି । ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାକୁ ଥିବା ବେଳେ ପଶ୍ଚିମ ଓଡ଼ିଶାରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । 
ପଶ୍ଚିମ ଓଡ଼ିଶାରେ ଆହୁରି ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗାମୀ ୨୪ ଘଣ୍ଟା ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଗରମ ହେଉଥିବା ବେଳେ କିଛି ଜିଲ୍ଲାରେ ବର୍ଷା ସହ ଘଡଘଡି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏବେ ଏହାକୁ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଆଉ କଳାହାଣ୍ଡିଆ ମେଘ ହେବ ବୋଲି ସୂଚନା ମିଳିଛି । ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହେବ ବୋଲି ଜଣାପଡିଛି । ଆଗାମୀ ୪ ରୁ ୫ ଦିନ ଭିତରେ ଦକ୍ଷିଣ ଓଡ଼ିଶା ଦେଇ ମୌସୁମୀ ଦ୍ଵାରା ବର୍ଷା ହେବ ବୋଲି ସୂଚନା ମିଳିଛି ।