ଭଉଣୀ ଦେହ ରେ ପଶି ଭୁତ କହିଲା ହ-ତ୍ୟା ର କଥା..ଭଉଣୀ ସେ ମାନସ ମୋ ତଣ୍ଟି ଚିପି ମା-ରିଦେଲା...
Nov 6, 2024, 15:08 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି ଏକ ଘଟଣା ବିଷୟରେ ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଘଟଣାକୁ ନେଇ ଆସିଛି କିଛି ଖବର । ଆପଣମାନେ ନିକଟରେ ଗୋଟିଏ ଘଟଣା ଶୁଣିଥିବେ କି ଜଣେ ଯୁବକ ଯାହାଙ୍କ ନାମ ସିଲୁ ତାଙ୍କର ମୃ-ତ୍ୟୁ ହୋଇଛି । ତାଙ୍କର ମୃ-ତ୍ୟୁ ଆ-ତ୍ମ-ହ-ତ୍ୟା ନୁହେଁ ବରଂ ହ-ତ୍ୟା ବୋଲି ତାଙ୍କର ପରିବାର ଅଭିଯୋଗ ଆଣିଛନ୍ତି ।
ଏବେ ଏହି ଘଟଣାକୁ ନେଇ କିଛି କହିଛନ୍ତି ମୃତ ସିଲୁର ଆତ୍ମା । ଶିଲୁର ଆତ୍ମା ତାର ଭଉଣୀ ଦେହରେ ପ୍ରବେଶ କରିଛି ଆଉ ଏବେ ଏହି ଘଟଣାକୁ ନେଇ ସେ ସବୁ କଥା କାନ୍ଦି କାନ୍ଦି କହିଛି । ଭଉଣୀ ଦେହରେ ଭାଇର ପ୍ରେତାତ୍ମା ପ୍ରବେଶ କରିଲା । ଏବେ ସେହି ଭାଇର ଆତ୍ମା କାନ୍ଦି କାନ୍ଦି ତାକୁ ହ-ତ୍ୟା କରାଯାଇଥିଲା ସେହି ବିଷୟରେ କହିଲେ । ଭୋକ ଓପାସରେ ଡହଳ ବିକଳ ହୋଇ ଏହି ଯୁବକ ଜଣକ ମରି ଯାଇଛନ୍ତି । ଶେଷ ସମୟରେ ତାଙ୍କୁ ପାଣି ଟୋପାଏ ବି ଦେଲେ ନାହିଁ । ତାଙ୍କୁ ବାନ୍ଧି କରି ରଖାଯାଇଥିଲା । ଆଉ ଏବେ ଏହି ଭୂତ ସବୁ କଥା କହିଛି ।
ବେଳ ବୁଡ଼ିଗଲେ କଇଁ କଇଁ ହୋଇ କାନ୍ଦୁଛି ଭୂତ । ଜେସିପି ଦ୍ଵାରା ତାଙ୍କୁ ପୋତି ଦେଇଛନ୍ତି ବୋଲି ସେ କହିଛନ୍ତି । ଏବେ ଏହି ଭୂତ ଚିତ୍କାର କରି ଗଡି ଯାଉଛି ତାଙ୍କୁ ମାର ନାହିଁ । ଏଭଳି ଅନେକ କଥା ଏବେ ଭୂତ କହୁଛି । ହତ୍ୟାକାରୀଙ୍କୁ ଭୋକରେ ଡହଳ ବିକଳ ହୋଇ ଖାଇବାକୁ ମାଗିଥିଲା ଶିଲୁ । କିନ୍ତୁ ତାଙ୍କୁ ସେମାନେ ଖାଇବାକୁ ଦେଇନଥିଲେ । ଯାହାକୁ ସେ ନିଜ ଜୀବନରୁ ଅଧିକ ଭଲ ପାଉଥିଲେ ସାଙ୍ଗ ବୋଲି ଭାବୁଥିଲେ ସେ ତାଙ୍କୁ ମାରି ଦେଇଛନ୍ତି । ଏହି ନୃଶଂସ ସାଙ୍ଗ ଏଭଳି କେମିତି କରିପାରିଲା । ଭାଇର ଭୂତ ଭଉଣୀ ଦେହରେ ଲାଗିଛି ।
ସନ୍ଧ୍ୟା ହେଲା ମାତ୍ରକେ ଭଉଣୀ ଭାଇ ରୁମକୁ ଚାଲି ଯାଉଛି ସେ ଚାହିଁଲେ ବି ନିଜକୁ ଅଟକାଇ ପାରୁନାହିଁ । ଏବେ ଏହି ଭଉଣୀ ଭାଇ ରୁମକୁ ଯାଇ କାନ୍ଦି କାନ୍ଦି ଗଡି ଯାଉଛି । ସେ କହୁଛି ତାଙ୍କୁ ଛାଡି ଦିଅ ମାର ନାହିଁ ବୋଲି କହୁଛି । ଘରଲୋକଙ୍କୁ ଦେଖି ସେ କାନ୍ଦି କାନ୍ଦି ରହୁଛି ଆଉ କୁଣ୍ଢାଇ ପକାଉଛି । ଆଉ ଏହି ଘଟଣା କଳିଙ୍ଗ ନଗର ଶିଳ୍ପାଞ୍ଚଳ ଅଞ୍ଚଳରେ ଘଟିଥିଲା । ଅକ୍ଟୋବର ୩୦ ତାରିଖରେ ଏହି ଘଟଣା ଘଟିଥିଲା । ଢେଙ୍କାନାଳ ଜିଲ୍ଲା ଗାନ୍ଦିଆ ଥାନା ବ୍ରାହ୍ମଣବଟି ଗାଁର ଶିଲୁ ପ୍ରଧାନଙ୍କ ମୃତଦେହ ସେହି କମ୍ପାନୀରୁ ଗଳିତ ଶବ ମିଳିଥିଲା । ଏବେ ଏହି ଘଟଣାର ତଦନ୍ତ ଚାଲିଛି । ପୋଲିସ ଏହି ଘଟଣାକୁ ଗୁରୁତର ନେଇ ଏବେ ଘଟଣାର ଯାଞ୍ଚ କରୁଛି । ଦୋଷୀକୁ ଦଣ୍ଡ ଦେବ ବୋଲି ଏବେ ପରିବାର ଲୋକେ ଦାବି କରିଛନ୍ତି ।