Movie prime

ଭୁବନେଶ୍ବରରେ ଭାସିଲା ରକ୍ତ ଖଣ୍ଡଖଣ୍ତ ହୋଇଗଲା କାର ଗଡିଲା ୫ ଯୁବକଙ୍କ ମୁଣ୍ଡ

 
Vg
ପୁଣି ଥରେ ଭୁବନେଶ୍ୱରରେ ଭାସିଲା ରକ୍ତର ସୁଅ। ପଡ଼ି ରହିଛି ପୁଳା ପୁଳା ମାଂସ। ଆଉ ପାଞ୍ଚ ଜଣକ ରକ୍ତ ଭାଶିଲା ଭୁବନେଶ୍ୱରରେ। ରାଜଧାନୀରେ ଘଟି ଯାଇଛି ଭୟଙ୍କର ଓ ଛାତି ଥରାଇ ଦେବା ଭଳି ଦୁର୍ଘଟଣା। ଯିଏ ଏହି ଦୁର୍ଘଟଣା ଦେଖୁଛି ସେ ହେଇ ଯାଉଛି ଭୟଭୀତ। ପୁଣି ରକ୍ତରେ ଭିଯିଛି ରାଜଧାନୀ। ଯେ କେହି ମଧ୍ଯ ସେହି ବାଟ ଦେଇ ଯାଉଛି ସେ ହିଁ ସେଠାରେ କିଛି ସମୟ ପାଇଁ ଅଟକି ମଧ୍ୟ ଯାଉଛି।
Bb
ଏହି ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି। ରାସ୍ତା ସାରା ହିଁ କାର ର ସବୁ ପାର୍ଟ ପଡ଼ି ରହିଛି। ସମ୍ପୂର୍ଣ୍ଣ ଭାବରେ ଖଣ୍ଡବିଖଣ୍ଡିତ ହୋଇ ଯାଇଛି କାର ଟି। ଜଣେ ନୁହେଁ ଏକାଥରେ ୫ ଜଣ ଯୁବକଙ୍କ ରକ୍ତରେ ଭିଜି ଯାଇଛି ରାଜଧାନୀ। ଯୁଆଡେ ଦେଖିବେ ସିଆଡେ ପଡି ରହିଛି ରକ୍ତ। ଏହି ଦୃଶ୍ୟ ଦେଖିବା ପରେ ଯାତାୟାତ କରୁଥିବା ଲୋକମାନେ ସମ୍ପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି।
Bb
ଏହି ଭୟଙ୍କର ଦୁର୍ଘଟଣା ରେ କାର ଡ଼୍ରାଇଭରଙ୍କ ମୃ-ତ୍ୟୁ ହୋଇ ଯାଇଥିବା ଜଣା ପଡ଼ିଛି। କାର ଭିତରେ ଥିବା ଅନ୍ୟ ଚାରିଜଣ ଯୁବକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏବେ ମଧ୍ୟ ତାଙ୍କର ଅବସ୍ଥା ଗୁରୁତର ରହିଛି। ଏହି ପାଞ୍ଚ ଜଣ ଯୁବକ ଭୁବନେଶ୍ବର ର ମଞ୍ଚେଶ୍ବର ରେ ଏକ ମିସ୍କଚର କମ୍ପାନୀରେ କାମ କରୁଥିବା ଜଣା ପଡ଼ି ଥିଲା। ସେମାନଙ୍କ ଭିତରୁ ଡ଼୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଡ଼୍ରାଇଭର ଗୁରୁତର ହୋଇ ଯାଇଛନ୍ତି।
ଏଭଳି ଦୁର୍ଘଟଣା ଘଟି ଯାଇଛି। ଭୁବନେଶ୍ଵରର ଲିଙ୍ଗିପୂର ନିକଟସ୍ଥ ଦୟା ବ୍ରିଜ ନିକଟରେ। ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଗଲା କାର। ଯାହା ଫଳରେ ଗଛଟି ଦୁଇ ଫାଳ ହୋଇ ଯାଉଛି। ଆଉ ଏହା ସହ କାର ଟି ଏଭଳି ଭାବରେ ଧକ୍କା ଦେଇଛି କି ବିଦ୍ୟୁତ ଖୁଣ୍ଡ ଓପଡ଼ି ପକାଇ ଦେଇଛି। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହି ଦୃଶ୍ୟ ଦେଖି ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.