Movie prime

ଭୁଲ୍ ମାଗି ସବୁ କହିଲେ ସେଦିନ କାହିଁକି ଦେଖାଇଥିଲେ ଦେହ

 
Gt
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଯାତ୍ରା ଷ୍ଟେଜରେ କମାଲ କଲେ ସାହୁ ଭେରାଇଟି ଷ୍ଟୋରର ପପୁଲାର ଚେହେରା ଭାଉଜ। ଯାତ୍ରା ଷ୍ଟେଜରେ ଏମିତି ରୂପରେ ନଜର ଆସିଲେ ସାହୁ ଭେରାଇଟି ଷ୍ଟୋରର ଭାଉଜ, ତାଜୁବ ହେଲେ ଫ୍ୟାନ୍ସ। ବାସ୍ତବରେ କମେଡି ସୋ ସାହୁ ଭେରାଇଟି ଷ୍ଟୋରରୁ ପପୁଲାର ହୋଇଥିବା ସାହୁ ଭାଉଜ ଏବେ ବେଶ୍ ଚର୍ଚ୍ଚାରେ । କାରଣ କିଛିଦିନ ତଳେ ସାହୁ ବାବୁଙ୍କ ଅନ୍ୟ କୌଣସି କମେଡି ଭିଡିଓରେ ସେ ନଜର ଆସୁନଥିଲେ। ଏନେଇ ଅନେକ ମିଡିଆ ବି ତାଙ୍କର ପ୍ରତିକ୍ରିୟା ନେଇଥିଲେ। 
Vv
ତେବେ ୟୁଟ୍ୟୁବ କମେଡି ଭିଡିଓ ଛାଡ଼ି ଏବେ ଯାତ୍ରା ଷ୍ଟେଜରେ କମାଲ କରୁଛନ୍ତି ଆଞ୍ଜେଲ ଶ୍ରୀ ବା ସାହୁ ଭେରାଇଟି ଷ୍ଟୋରର ଭାଉଜ। ଡ୍ରେସ ପିନ୍ଧି ଟିପ ଟିପ ବର୍ଷା ପାନି ଗୀତରେ ମସ୍ତ ଲୁକ୍ ରେ ଭାଇରାଲ ହେଉଛନ୍ତି ଭାଉଜ ବା ଆଞ୍ଜେଲ ଶ୍ରୀ। ତେବେ ଦୁଇ ଦିନ ତଳେ ଢେଙ୍କାନାଳ ଜିଲ୍ଳାର ପରଜଙ୍ଗ ଅଞ୍ଚଳ ରେ ଏକ ପ୍ରତିଷ୍ଠିତ ଯାତ୍ରା ଅନୁଷ୍ଠାନ ଯାତ୍ରା କରୁଥିଲା। ସେଠାକୁ ଜଣେ ନିମନ୍ତ୍ରିତ ଅତିଥି କଳାକାର ଆସିଥିଲେ। 
Gg
ଯିଏକି ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଯାଇ ସବୁ ସୀମା ଟପି ଯାଇଥିଲେ। ତେବେ ଗତ ୧୮ ତାରିଖରେ ମିଲୋଡ଼ିରେ ଜଣେ ଆଇଟମ୍ ଗାଲ ଅଞ୍ଜେଲ ଶ୍ରୀଙ୍କୁ ନୃତ୍ୟ ପରିବେଷଣ କରିବାକୁ ଯାତ୍ରା କମିଟି ପକ୍ଷରୁ ଡାକା ଯାଇଥିଲା। ଆଉ ସେହି ରାତି ହାଉସ ଫୁଲ ହୋଇଥିଲା। ଫଳରେ ପୁଣି ୨୦ ତାରିଖରେ ତାଙ୍କୁ ନିମନ୍ତ୍ରଣ କରାଗଲା। କିନ୍ତୁ ୨୦ ତାରିଖ ରାତିରେ ସେ ଯାହା କଲେ ତାହା ଯାତ୍ରାକୁ ନିନ୍ଦିତ କରିଛି। 
ଆଉ ଏବେ ସେହି ଆଇଟମ୍ ଗାଲ ଅଞ୍ଜେଲ୍ ସୋସିଆଲ ମିଡ଼ିଆରେ ସମ୍ନାକୁ ଆସି କ୍ଷମା ପ୍ରାର୍ଥନା କରିଛନ୍ତି। କ୍ଷମା ମାଗି ସେ କହିଛନ୍ତି, ଆଗକୁ ଡାନ୍ସ କରିବି କିନ୍ତୁ ସେମିତି ଡାନ୍ସ କରିବି ନାହିଁ ଯାହା ଆପଣଙ୍କୁ ଖରାପ୍ ଲାଗୁଛି। ଏକ କ୍ଷମା ପ୍ରାର୍ଥନା ଭିଡିଓ ସେୟାର କରିବା ପରେ ସେ ଏକଥା କହିଥିଲେ କି , ଯାତ୍ରା ଷ୍ଟେଜରେ କରିଥିବା ସେଇ ଛୋଟ ଭୁଲ ପାଇଁ ମୁଁ ସାଢେ ୪କୋଟି ଲୋକଙ୍କୁ କ୍ଷମା ମାଗିଛନ୍ତି। ତେବେ ବନ୍ଧୁଗଣ ସେ ବୁଝି ପାରି ଅନୁତାପ କରିଛନ୍ତି ସେଦିନ କରିଥିବା କାମ ବିଷୟରେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.