Movie prime

ବିଜୁ ବାବୁ ଙ୍କ ର ଅବସ୍ଥା ଏବେ ନବୀନ ଙ୍କ ର..ମୁଁ ଏବେ ପରମ ଆନନ୍ଦ ଅବସ୍ଥା ରେ ଅଛି... ବୁଝିଲ..

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ବିଜେପି ନେତା ପ୍ରଶାନ୍ତ ଜଗଦେବ ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ସେ କହିଥିଲେ କି ଯେତେବେଳେ ୧୯୯୫ ମସିହାରେ ବିଜୁ ବାବୁ ସରକାର କରିବା ବେଳେ ତାଙ୍କର ବହୁତ ଆତ୍ମବିଶ୍ବାସ ଥିଲା କି ସେ ପୁଣି ଦ୍ଵିତୀୟ ଥର ସରକାର ଗଢିବେ। ଏହାପରେ ଏବେ ବିଜେପିର ସେହି ଅବସ୍ଥା ହୋଇଛି।
Hb
କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କହିଥିଲେ କି ବିଜେପି ର ମୁଖ୍ୟମନ୍ତ୍ରୀ ଶପଥ ନେବେ ଆଉ ସେ ମଧ୍ୟ ସେହି ଶପଥ ସମାରୋହ କୁ ଆସିବେ ବୋଲି। ଗଣତନ୍ତ୍ର ରେ ଭୋଟର ଭାଇ ମାନେ ସବୁଠାରୁ ଶକ୍ତିଶାଳୀ ବୋଲି ସେ କହିଥିଲେ। କାରଣ ଭୋଟର ମାନେ ହିଁ ସବୁକିଛି ବିଚାର କରି ଥାଆନ୍ତି। ତାଙ୍କର କାର୍ଯ୍ୟକଳାପ କୁ ଲୋକମାନେ ଦେଖିଲେ ଅନୁଭବ କଲେ ଆଉ ତାହାର ପ୍ରତି ଫଳନ ହେଲା ଭାରତୀୟ ଜନତା ପାର୍ଟି।
Hh
ପ୍ରଶାନ୍ତ ଜଗଦେବ ଏହା ମଧ୍ୟ କହିଛନ୍ତି କି ସେ କହିଥିଲେ ୧୯୯୦ ମସିହାରେ ଏଭଳି ଏକ ଅବସ୍ଥା ଆସିଥିଲା ଜନତା ଦଳ ପାଇଁ। ବିଜୁ ବାବୁ ସେ ସମୟରେ ନେତା ଥିଲେ। ସେ ସମୟରେ ତାଙ୍କ ପାଖରେ ପଇସା ନଥିଲା। କି ତାଙ୍କ ପାଖରେ ପ୍ରାର୍ଥୀ ଦେବାକୁ ନଥିଲା। ହେଲେ ଓଡ଼ିଶାବାସୀ ତାଙ୍କୁ ୧୨୭ ସିଟ ରେ ଜୀତାଇ ଥିଲେ। ଆଜି ମଧ୍ଯ ସେହି ଅବସ୍ଥା ଭାରତୀୟ ଜନତା ପାର୍ଟି କୁ ଆସିଛି। ଏହା ବ୍ୟତିତ ୧୯୯୫ ମସିହାରେ ବିଜୁବାବୁ ସରକାର କଲା ବେଳେ,
ତାଙ୍କର ବିଶ୍ବାସ ମଧ୍ୟ ଥିଲା କି ସେ ଦ୍ଵିତୀୟ ଥର ପାଇଁ ସରକାର କରିବେ ବୋଲି। କିନ୍ତୁ ଏହା ଏବେ ୧୨୭ ରୁ ୧୪୦ କୁ ପହଞ୍ଚି ଯାଇଥିଲା। ଏବେ ୧୯୯୫ ମସିହାର ପୁନରାବୃତ୍ତି ଘଟିଛି ବୋଲି ଏହା ପ୍ରଶାନ୍ତ ଜଗଦେବ କହିଛନ୍ତି। ଜନ ସାଧାରଣ ମାନେ ମଧ୍ଯ ବହୁ ଆଶା ଓ ଆକାଂକ୍ଷା ରଖି ମୋଦୀ ଜି ଙ୍କ ଉପରେ ଆଜି ପଦ୍ମ କୁ ଭୋଟ ଦେଇଛନ୍ତି। ସେ କହିଥିଲେ କି ଯେଉଁ ମାନେ ସବୁ ପଇସା ଲୁଟି ଖାଇଛନ୍ତି ଏବେ ସେ ପଇସା ରଜକୋଷ କୁ ଆସିବ।