Movie prime

୫ ବର୍ଷ ପାଣ୍ଡିଆନଙ୍କୁ ସୁରକ୍ଷା ଦେବ ବିଜେଡି ଦେଖନ୍ତୁ କାହିଁକି !!

 
Yy
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ବିଜେଡି ଦଳକୁ ନେଇ ଆସିଛି ଖବର । ବିଜେଡି ଦଳରେ ଭି କେ ପାଣ୍ଡିଆନ ଥିଲେ । ଆଉ ସେ ଅନେକ ସେବା କରୁଥିଲେ । ଲୋକମାନଙ୍କର ଭଲମନ୍ଦ ବୁଝୁଥିଲେ । ଆଉ ଏବେ ତାଙ୍କୁ ନେଇ କିଛି ଖବର ଆସିଛି ।
Hh
ଭି କେ ପାଣ୍ଡିଆନ ଓଡ଼ିଶାର ସବୁ ଲୋକଙ୍କ କଥା ବୁଝିଥାନ୍ତି । ଏବେ ଓଡ଼ିଶାରେ ବିଜେଡି ଦଳ ହାରିଯିବା ପରେ ଲୋକମାନେ ତାଙ୍କୁ ଦାୟୀ କରୁଛନ୍ତି । ଆଉ ଏବେ ଏନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ସେ ଦଳରେ ନଥିଲେ କି କୌଣସି ପଦବୀ ତାଙ୍କୁ ଦିଆଯାଇ ନଥିଲା । ସେ ଭଲ କାମ କରୁଥିଲେ , ତାଙ୍କୁ ଏଭଳି ଦାୟୀ କରିବା ଠିକ୍ ନୁହେଁ । ନିର୍ବାଚନରେ ପ୍ରଚାର ସମୟରେ ସବୁଠାରୁ ଅଧିକ ପ୍ରଚାର ପାଣ୍ଡିଆନ କରିଥିଲେ । ବିଜେଡି ପରାଜୟର କାରଣ ଅନେକ ରହିଛି । କେଉଁଠି ନା କେଉଁଠି ନେତାମାନଙ୍କର ଭୁଲ ରହିଛି ।
Tt
ଅନେକ କିଛି କାରଣ ରହିଛି ବିଜେଡି ଦଳ ହାରିବାର । ବିଜେଡି ଦଳର ସବୁକିଛି ପାଣ୍ଡିଆନଙ୍କ ପାଖରେ ଅଛି । ଦଳର ପାଣ୍ଠି ମଧ୍ୟ ତାଙ୍କ ପାଖରେ ରହିଛି । ୧୦୦୦ କୋଟି ଟଙ୍କାର ପାଣ୍ଠି ତାଙ୍କ ପାଖରେ ଅଛି । ସଙ୍ଗଠନ ସ୍ତରରେ, ପାଣ୍ଠି ସ୍ତରରେ ଏବଂ ସବୁ ପ୍ରକାରର କାମରେ ପାଣ୍ଡିଆନ ଦରକାର । ଆଉ ସେଥିପାଇଁ ସେ ନିହାତି ଦରକାର । ଦଳ କିଭଳି ଜିତିବ ସବୁ ପ୍ରକାରର କାମ ତାଙ୍କ ଯୋଗୁଁ ହୋଇଛି । ନବୀନ ପଟ୍ଟନାୟକଙ୍କ ସବୁ କାମ ପାଣ୍ଡିଆନ ଦେଖନ୍ତି । କଣ କରିଲେ ଭଲ ଆଉ କେଉଁଟା ଠିକ୍ ଏହିସବୁ କଥା ସେ ବୁଝୁଥିଲେ ।
ନବୀନ ପଟ୍ଟନାୟକ ସବୁ ପ୍ରକାରର କଥା ଜାଣିଛନ୍ତି । ଯଦି ପାଣ୍ଡିଆନ ପାଇଁ ଦଳ ହାରିଲା ତାହେଲେ ଯେତିକି ଦଳ ଭୋଟ ପାଇଛି ସବୁ ତାଙ୍କ ପାଇଁ । ନିର୍ବାଚନ ଫଳାଫଳକୁ ବିଜେପି ସହଜରେ ଗ୍ରହଣ କରିପାରୁ ନାହିଁ । ଏବେ ବିଜେଡି ଦଳ ପାଣ୍ଡିଆନଙ୍କୁ ସୁରକ୍ଷା ଦେବା ଉଚିତ୍ । ପାଣ୍ଡିଆନ ସବୁ ପ୍ରକାରର କାମ କରୁଥିଲେ । ନବୀନ ପଟ୍ଟନାୟକ ତାଙ୍କୁ କେବେ ବି ଭୁଲ ବୁଝିପାରିବେ ନାହଁ । ପାଣ୍ଡିଆନଙ୍କ ପାଇଁ ଦଳ ହାରି ନାହିଁ । ଦଳ ହରିବାର ଆଉ ଅନେକ କାରଣ ରହିଛି । ପାଣ୍ଡିଆନ ସବୁ ପ୍ରକାରର କଥା ବୁଝୁଥିଲେ ଆଉ ସବୁକିଛି ତଦାରଖ କରୁଥିଲେ ସେଥିପାଇଁ ତାଙ୍କୁ ବିଜେଡି ଦଳ ସୁରକ୍ଷା ଦେବା ଉଚିତ୍ ।