Movie prime

ଆସିଲା ବୋହୂର ପରକୀୟା ପ୍ରୀତିର ସାଙ୍ଘାତିକ ରୂପ ଦେଖନ୍ତୁ ଶାଶୂଙ୍କୁ ଆକ୍ରମଣ କରି ବୋହୂ କଲା ଏମିତି

 
Yg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ଯୁଗରେ ଏଭଳି କିଛି ଲୋକ ଅଛନ୍ତି ଯେଉଁମାନେ ଏଭଳି କାମ କରୁଛନ୍ତି ତାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ପରିବାରରେ ଅନେକ ପ୍ରକାରର ଘଟଣା ଘଟିଥାଏ ।
Hh
ଗୋଟିଏ ପରିବାରରେ ଝଗଡ଼ା ହୋଇଥିଲା । ଆଉ ଏହି ଝଗଡ଼ା ହେବା ପରେ ବୋହୂ ଜଣକ କରିଥିଲା ଏଭଳି ନିର୍ଲଜ୍ଜ କାମ । ଏହି ବୋହୂ ଜଣକ ନିଜ ଶାଶୁକୁ ଲୁହା ରଡରେ ମାଡ ମାରି ଲହୁ ଲୁହାଣ କରି ଦେଉଛନ୍ତି । ଏହି ବୋହୂ ଜଣକ ଶାଶୁକୁ ମାଡ ମାରିବା ଘଟଣା ଏବେ ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଶାଶୁ ଜଣଙ୍କର ହାତ ମଧ୍ୟ ଭାଙ୍ଗି ଯାଇଛି । ଏହି ଶାଶୁ ଜଣକ ଗୃହ ବିଭାଗରେ କାର୍ଯ୍ୟ କରନ୍ତି । ଏହି ଶାଶୁ ଜଣଙ୍କର ନାଁ ହେଉଛି ଶାନ୍ତିଲତା ଆଚାର୍ଯ୍ୟ । ସେ ଗେଷ୍ଟ ହାଉସରେ କାମ କରନ୍ତି ।
Hh
ଏହି ବୋହୂ ଜଣକ ଶାଶୁ ଜଣଙ୍କୁ ମାଡ ମାରିଛନ୍ତି । ଏହି ବୋହୂ ଜଣକ ତିନି ଚାରି ଥର ଶାଶୂଙ୍କ ଉପରେ ଆକ୍ରମଣ କରି ସାରିଲେଣି । ଏବେ ଏହି ଶାଶୁ ଜଣକ ବହୁତ ଦୁଃଖରେ ଅଛନ୍ତି । ଏବେ ଏହି ଶାଶୁ ଜଣକ ବୋହୂ ସହିତ ରହିବାକୁ ଚାହୁଁ ନାହାନ୍ତି । ବୋହୂ ଜଣକ ଅନେକ ଲୋକଙ୍କ ସହିତ ପ୍ରେମ ସଂପର୍କରେ ଥିଲେ । ଏହି ଶାଶୁ ଜଣକ ଠାରୁ ଟଙ୍କା ନେଇଥିଲେ ବୋହୂ ଆଉ ସେ ତାଙ୍କ ଟଙ୍କା ମାଗିବା ପରେ ଏଭଳି କାମ କରିଥିଲେ ବୋହୂ । ଏହି ଶାଶୁ ଜଣକ ଅନେକ କଥା କହିଛନ୍ତି । ଏହି ମହିଳାଙ୍କ ପୁଅ ମଦ ପିଅନ୍ତି । 
ଏହି ଶାଶୁ ଜଣକ ପୂର୍ବରୁ ଅନେକ ଥର ଦେଖିଥିଲେ ତାଙ୍କ ବୋହୂ ଖରାପ ସମ୍ପର୍କ ରଖିଛନ୍ତି । ଆଉ ତାଙ୍କ ନାତୁଣୀ ତାଙ୍କ ସହିତ ରହିଥାନ୍ତି । ସେହି ଶାଶୁ ଜଣକ ପୂର୍ବରୁ ଥାନାରେ ଅଭିଯୋଗ କରିଥିଲେ । ଆଉ ତାଙ୍କ ବୋହୂଙ୍କୁ ଯିଏ ଭଲ ପାଉଥିଲେ ତାଙ୍କୁ ସେ ଥାନାରୁ ବାହାର କରି ଦେଇଥିଲେ । ଡୁମୁଡୁମା ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି । ଏହି ମହିଳା ଜଣକ ଏବେ ନ୍ୟାୟ ଦାବି କରିଛନ୍ତି । ବୋହୂ ଜଣକ ଏଭଳି କାମ କରିବା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ସମାଜରେ ଏଭଳି କାମ କରିବା ଏହି ସମାଜ ପାଇଁ ବହୁତ ଖରାପ ଅଟେ । ଏଭଳି କାମ କରିବା ଉଚିତ୍ ନୁହେଁ ।