Movie prime

ବୋଉ ମୋତେ ଖୋଜିବୁନି ମୁଁ ମୋ ପ୍ରେମିକ ସହ ଫେରାର ହେଇ ବାହା ହେଇଯାଉଛି

 
Gg
ଏବେ ସୋସିଆଲ ମିଡ଼ିଆ ରେ ପୁଅକୁ ଧରି ଫେରାର ହୋଇଥିବା ଝିଅର ଏକ ଭିଡ଼ିଓ ଖୁବ ଭାଇରାଲ୍ ହେବାରେ ଲାଗିଛି। ଏ ହେଉଛି ସେହି ଖଣ୍ଡାୟତ ଝିଅ ଯେଉଁ ଖଣ୍ଡାୟତ ଝିଅ +୩ ରେ ପାଠ ପଢ଼ୁଥିଲା। ଆଉ କଲେଜ୍ ରେ +୩ ରେ ପାଠ ପଢିବା ସମୟରେ ଏକ ପୁଅକୁ ଭଲପାଇ ବସିଥିଲା। ପୁଅର ଜାତି ଝିଅର ଜାତି ଠାରୁ ଛୋଟ ଥିଲା। ତଥାପି ଦୁଇ ପୁଅଝିଅଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇ ଯାଇଥିଲା। ଏହାରି ମଧ୍ୟରେ ସେମାନେ ,
Gg
+୩ ପରୀକ୍ଷା ଦେଉ ଦେଉ ଦୁହେଁ ଫେରାର ହୋଇ ବାହା ହେବା ପାଇଁ ଯୋଜନା କରିଥିଲେ। ଶେଷରେ ପୁଅ ଘରେ ପରୀକ୍ଷା ଦେବାକୁ କହି କଲେଜ୍ କୁ ଆସିଥିଲା। ଆଉ ଝିଅ ମଧ୍ୟ ପରୀକ୍ଷା ଦେବ ବୋଲି କହି କଲେଜ୍ କୁ ଆସିଥିଲା। ହେଲେ ସେମାନେ ଦୁଇଜଣ କଲେଜ୍ ରୁ ହିଁ ଫେରାର ହୋଇ ଯାଇଥିଲେ। ଆଉ ଏଭଳି ଭାବରେ ସେମାନେ ମନ୍ଦିରରେ ବସି ବିବାହ କରି ନେଇଥିଲେ। ବାହାଘର ପରେ ଝିଅ ଏକ ଭିଡିଓ କରି ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଥିଲା।
Vg
ଏହି ଝିଅ ହେଉଛି ଜଟଣୀ ଅଞ୍ଚଳର ଝିଅ ଯେଉଁ ଝିଅକୁ କି ଖଣ୍ଡାୟତ ଝିଅ ବୋଲି କୁହା ଯାଉଛି। ଝିଅ ଏକ ଛୋଟ ଜାତିର ପୁଅକୁ ବାହା ହୋଇ ଯାଇ ଥିବାରୁ ଝିଅ ଘର ଲୋକ ପୁଅ ଘର ର ଲୋକଙ୍କୁ ମାଡ଼ ମାରିଥିବା ଜଣା ପଡ଼ିଛି। ଝିଅର ଭାଇ ମାନେ ରାତି ଅଧରେ ଝିଅର ଶାଶୁ ଘରେ ପଶି ପୁଅର ମାଆ ଓ ଭଉଣୀକୁ ଖୁବ୍ ଜୋରେ ମାଡ଼ ମାରିଥିଲେ। ଏଭଳି କି ତାଙ୍କୁ ମାଡ଼ ମାରି ପୂରା ସମ୍ପୂର୍ଣ୍ଣ ଭାବରେ ଲହୁ ଲୁହାଣ କରି ଦେଇଛନ୍ତି।
ଏହାକୁ ନେଇ ଝିଅ କହିଥିଲା କି ସେ ତାର ନିଜ ଇଛା ରେ ବାହା ହୋଇଛି। ଆଉ ତାକୁ ଖୋଜାଖୋଜି କରିବା ପାଇଁ ମଧ୍ୟ ବାରଣ କରି ଦେଇଥିଲା ଝିଅ ଆଉ କେବେ ହେଲେ ମଧ୍ୟ ସେ ଶାଶୁ ଘର ଛାଡ଼ି ଯିବ ନାହିଁ ବୋଲି କହିଥିଲା। ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହାକୁ ଶୁଣି ଆପଣଙ୍କୁ କଣ ଲାଗୁଛି ଆଉ ଏହା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଯେମିତି ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.