ସମସ୍ତଙ୍କୁ ଏକାଠି କଲେ ଭାରତର ପ୍ରଧାନମନ୍ତ୍ରୀ ମୋଦୀ ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର
Updated: Sep 22, 2024, 19:27 IST
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଖବର ପାଇପାରିବେ । ଏବେ କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମୋଦୀ ଏବେ କିଛି କାମ କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏବେ ମୋଦୀଙ୍କ ଏହି ନିଷ୍ପତ୍ତି ଶୁଣି ସମସ୍ତେ ଛାନିଆ ହୋଇ ଯାଇଛନ୍ତି ଆଉ ଏବେ ଏହି ବିଷୟରେ ଆପଣମାନେ ଏହି ଭିଡିଓରେ ଜାଣିପାରିବେ । ସମସ୍ତଙ୍କୁ ଏକାଠି କରିଦେଲେ ମୋଦୀ । ଆମେରିକାରେ ସବୁ ଶକ୍ତିଶାଳୀ ରାଷ୍ଟ୍ର ଗୋଟିଏ ସ୍ଥାନରେ ।
ଆତଙ୍କବାଦକୁ ନିପାତ କରିବା ପାଇଁ ବଡ ନିଷ୍ପତ୍ତି । ସମସ୍ତ ଶକ୍ତିଶାଳୀ ରାଷ୍ଟ୍ର ଗୋଟିଏ ସ୍ଥାନରେ ଏକାଠି ହୋଇଛନ୍ତି । ଆଜି ମୋଦୀ ଏହି ସବୁ ରାଷ୍ଟ୍ରକୁ ନେଇ କରିଛନ୍ତି ବୈଠକ । ଏହା ପୁଣି ଗୁରୁତ୍ୱପୂର୍ଣ୍ଣ ବୈଠକ ଅଟେ । ଏବେ ଆତଙ୍କବାଦୀମାନେ ଛାନିଆ ହୋଇ ଯାଇଛନ୍ତି । ଆଉ ଏବେ ଆତଙ୍କବାଦ ଧ୍ଵଂସ ହେବ ଆଉ ତାଙ୍କର ନିପାତ ହେବ । ତିନିଦିନିଆ ସରକାରୀ ଗସ୍ତରେ ଆମେରିକା ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ୱାଡ ସମ୍ମିଳନୀ ପୂର୍ବରୁ ଆମେରିକାରେ ପହଞ୍ଚିଛନ୍ତି ।
ଆମେରିକାର ରାଷ୍ଟ୍ରପତି ଯୋ ବାଇଡେନଙ୍କ ସହିତ ମୋଦୀ ଦେଖା କରିଥିଲେ । ସେ ସେଠାରେ ରହି ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଭାରତ ଆଉ ଆମେରିକାର ସଂପର୍କ ସୁଦୃଢ କରିବା ପାଇଁ ବିଭିନ୍ନ ପ୍ରକାରର ବୈଠକ କରାଯାଇଥିଲା । ଇସ୍ରାଏଲ ଯୁଦ୍ଧ ଏବଂ ଋଷ ସହ ୟୁକ୍ରେନ ଯୁଦ୍ଧ ବିଷୟରେ ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ ଥିଲା । ବୈଷୟିକ ବିଷୟରେ ମଧ୍ଯ ଏନେଇ ଚର୍ଚ୍ଚା କରାଯାଇଥିଲା । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।
ଭାରତ ଏବଂ ଆମେରିକା ଉଭୟ ମିଳିତ ଭାବରେ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅନ୍ୟ ପକ୍ଷରେ ଆମେରିକା ଭାରତ ଉପରେ ଆକ୍ରମଣ କରୁଥିବା ଦେଶକୁ ସୁରକ୍ଷା ଦେଉଛି ବୋଲି ଚର୍ଚ୍ଚା ହେଉଥିବା ବେଳେ ଏହି କଥାକୁ ନେଇ ସେଠାରେ ମଧ୍ୟ ଚର୍ଚ୍ଚା କରାଯାଇଛି । ଏବେ ଏହି ୱାଡ଼ ସମ୍ମିଳନୀରେ ଅନେକ ବିଷୟରେ କଥା ହୋଇଛି । ଆତଙ୍କବାଦ ସମେତ କିଭଳି ଦେଶ ଉନ୍ନତି କରିବ ଏବଂ ୟୁକ୍ରେନ ଯୁଦ୍ଧ ବିଷୟରେ କଥା ହୋଇଥିଲା । ଏବେ ଏହି ଖବର ସାମ୍ନାକୁ ଆସୁଛି ।