Movie prime

BSKY କାର୍ଡକୁ ନେଇ ଆସିଲା ବଡ଼ ଖବର ଦେଖନ୍ତୁ କେମିତି ଏବଂ କେବେଠୁ କାମ କରିବ ଆୟୁଷ୍ମାନ କାର୍ଡ

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜାଣିବା ସହିତ ଅନେକ କିଛି କଥା ଜାଣିପାରିବେ । ଆପଣମାନେ ସମସ୍ତେ ଓଡ଼ିଶାରେ ବିଜେଡି ଦଳ ପରାଜିତ ହୋଇଛି ଆଉ ଏବେ ବିଜେପି ଦଳ ବହୁମତ ସମର୍ଥନ ପାଇଥିବା କଥା ଜାଣିଥିବେ । ଏବେ ବିଜେପି ଦଳ ଓଡ଼ିଶାରେ ଶାସନ କରିବ । 
Yy
ନବୀନ ସରକାର ୨୪ ବର୍ଷ ହେଲା ଶାସନ କରୁଥିଲେ । ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କ ପାଇଁ ଅନେକ ପ୍ରକାରର ଯୋଜନା କରିଥିଲେ । ସେ ଲୋକମାନଙ୍କର ସ୍ବାସ୍ଥ୍ୟ ସେବା ପାଇଁ ଅର୍ଥାତ୍ ଚିକିତ୍ସିତ ହେବା ପାଇଁ ମାଗଣା ସେବା ଯୋଗାଇ ଦେଇଥିଲେ । ନବୀନ ପଟ୍ଟନାୟକ ବିଜୁ ସ୍ବାସ୍ଥ୍ୟ କାର୍ଡ ଯୋଗାଇ ଦେଇଥିଲେ । ଆଉ ଏହି କାର୍ଡ ଦ୍ଵାରା ଅନେକ ଲୋକ ଅର୍ଥ ସମସ୍ୟା ଥିଲେ ମଧ୍ୟ ମାଗଣାରେ ମେଡିକାଲ ସେବା ପାଇ ସୁସ୍ଥ ହେଉଥିଲେ । ଏବେ ଓଡ଼ିଶାରେ ଆଉ ନବୀନ ସରକାର ନାହିଁ । ସେଥିପାଇଁ ଲୋକମାନେ ଅନେକ କଥା ଭାବୁଛନ୍ତି ।
Hy
ଏହି ବିଜୁ ସ୍ବାସ୍ଥ୍ୟ କାର୍ଡ ଆଉ କାମ କରିବ ତ ? ଏଭଳି ଅନେକ ପ୍ରଶ୍ନ ଏବେ ଲୋକମାନଙ୍କ ମନରେ ଆସୁଥିବା ବେଳେ ଏହାକୁ ନେଇ ଆଉ ଏକ ଯୋଜନା କରିଛନ୍ତି ନରେନ୍ଦ୍ର ମୋଦୀ । ଓଡ଼ିଶାବାସୀଙ୍କ ପାଇଁ ଆସିଲା ବଡ ଖବର । ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ ବୋଲି ସୂଚନା ମିଳିଛି । ବିଜୁ ସ୍ବାସ୍ଥ୍ୟ କାର୍ଡ ଭଳି ଆୟୁଷ୍ମାନ ଯୋଜନା କାମ କରିବ । ଏହି କାର୍ଡ କାହାକୁ ମିଳିବ ଆଉ ଏହାର ଲାଗୁ କେବେ ହେବ ସେହି ବିଷୟରେ ଆପଣମାନେ ଜନିରଖନ୍ତୁ । ମେଡ଼ିକାଲରେ ଏବେ ବିଜୁ ସ୍ବାସ୍ଥ୍ୟ କାର୍ଡକୁ ନେଇ ସମସ୍ୟା ମଧ୍ୟ ଦେଖାଯାଇଛି ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ସଂଗନ ନୀତି ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସମସ୍ତ ଲାଭାର୍ଥିମାନେ ଏହି ଆୟୁଷ୍ମାନ ଭାରତ ଯୋଜନାର ଲାଭ ପାଇପାରିବେ । ଏନେଇ ନିର୍ବାଚନ ପୂର୍ବରୁ ରାଜ୍ୟ ଭାଜପା ସଭାପତି ଘୋଷଣା କରିଥିଲେ । ପାଖାପାଖି ୯୬.୫ ଲକ୍ଷ ଲୋକ ଏହି ବିଜୁ ସ୍ବାସ୍ଥ୍ୟ ଯୋଜନାର ଲାଭ ପାଉଥିଲେ । ଏବେ ଠିକ୍ ସେମିତି ଏହି ଆୟୁଷ୍ମାନ ଭାରତ ଯୋଜନାର ଲାଭ ସେତିକି ଲୋକମାନେ ପାଇପାରିବେ । ଏବେ ଭାଜପା ସରକାରକୁ ଆସିଲେ ଅନେକ କିଛି ପରିବର୍ତ୍ତନ ସହିତ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ ବୋଲି ଜଣାପଡିଛି ।