Movie prime

ବନ୍ଦ ହୋଇଯିବ BSKY କାର୍ଡ ଦେଖନ୍ତୁ ଏବେ ଏବେ ଆସିଲା ବହୁତ୍ ବଡ଼ ଖବର

 
Uu
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ରାଜନୀତି ବିଷୟରେ କିଛି ଖବର ଜାଣିପାରିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ବିଜେପି ଦଳ ଜିତିବା ପରେ କିଛି ବଦଳି ଯିବ କି ? ବିଜେଡି ଦଳ ଏବେ ପରାଜୟ ଲାଭ କରିଛି । ବିଜେପି ଦଳ ଓଡ଼ିଶାରେ ଶାସନ କରିବ । ନିର୍ବାଚନରେ ଏବେ ବିଜେପି ଦଳ ଜିତି ଯାଇଛି । ଆଉ ବିଜେଡି ଦଳ ହାରି ଯାଇଛି । 
Bhh
ଏବେ ଲୋକମାନଙ୍କ ମନରେ ଅନେକ ପ୍ରଶ୍ନ ଆସୁଛି କି ନବୀନ କରିଥିବା ଯୋଜନା କଣ ସବୁ ବନ୍ଦ୍ ହୋଇଯିବ କି ? ନବୀନ ଯେଉଁ ବିଜୁ ସ୍ବାସ୍ଥ୍ୟ କାର୍ଡ ଯୋଜନା କରିଥିଲେ ତାହା କଣ ବନ୍ଦ ହୋଇଯିବ କି ଏବେ ଏଭଳି ଅନେକ ପ୍ରଶ୍ନ ଲୋକମାନଙ୍କ ମନରେ ଆସୁଛି । ଭୁବନେଶ୍ବରରେ ମୋ ବସ ସେବା ଚାଲିବା ଦ୍ଵାରା ଅନେକ ଲୋକ ଉପକୃତ ହୋଇଥାନ୍ତି । ଏବେ ଏହି ସେବା ବନ୍ଦ ହୋଇଯିବ କି ? ମୋ ସରକାର ଯୋଜନା ହେବ ନାହିଁ କି ମେଡ଼ିକାଲରେ ମାଗଣା ସେବା ମିଳିବ ନାହିଁ ବୋଲି ଏବେ ଖବର ଆସୁଛି । 
Gg
ବିଜେପି ଦଳ ଏବେ ଶାସନ କରିବାକୁ ଯାଉଛି । ଆଉ ଏବେ ବିଜେପି ସରକାର ନୂଆ ନୂଆ ଯୋଜନା ସବୁ ଲାଗୁ କରିବେ ବୋଲି ଜଣାପଡିଛି । ରାଜ୍ୟରେ ନବୀନ ପଟ୍ଟନାୟକ ଅନେକ ଯୋଜନା କରିବା ଦ୍ୱାରା ଅନେକ ଲୋକ ଉପକୃତ ହେଉଥିଲେ । ନବୀନ ପଟ୍ଟନାୟକ ଲୋକଙ୍କ ପାଇଁ ମୋ ବସ୍ ସେବା ଏବଂ ବିଜୁ ସ୍ବାସ୍ଥ୍ୟ କାର୍ଡ ଏବଂ ଏହାସହ ଅନେକ ଯୋଜନା ସେ କରିଛନ୍ତି । ଆଉ ଏହି ଯୋଜନା ଏବେ ସବୁ ବନ୍ଦ୍ ହୋଇ ନୂଆ ଯୋଜନା ହେବ ବୋଲି ଆସିଛି ଖବର । ଲୋକମାନଙ୍କ ଭିତରେ ଏହି ସବୁ ଚର୍ଚ୍ଚା ହେଉଛି । 
ବିଜେପି ଦଳ ବହୁ ପରିମାଣରେ ଭୋଟ ପାଇ ବିଜେତା ହୋଇଛନ୍ତି । ସ୍ବାସ୍ଥ୍ୟ ଠାରୁ ଆରମ୍ଭ କରି ଶିକ୍ଷା ପର୍ଯ୍ୟନ୍ତ ଅନେକ ଯୋଜନା ନବୀନ ପଟ୍ଟନାୟକ କରିଥିଲେ ଆଉ ଏବେ ବିଜେପି ସରକାର ଆସିବା ପରେ ଅନେକ ନୂଆ ନୂଆ ଯୋଜନା କରିବେ ବୋଲି ଚର୍ଚ୍ଚା ହେଉଛି । ଏବେ ଆଗକୁ ବିଜେପି ଦଳର ନେତା ମୁଖ୍ୟମନ୍ତ୍ରୀ ହେବେ । ଏବେ ଓଡ଼ିଶାରେ ବଡ ପରିବର୍ତ୍ତନ ହେବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଥିବା ବେଳେ ଅନେକ କଥା ଏବେ ସାମ୍ନାକୁ ଆସୁଛି । ଦେଖାଯାଉ ଏହି ସବୁ ସେବା ବନ୍ଦ ହେଉଛି ନା ଆଉ କିଛି ନୂଆ ସେବା ହେଉଛି ।