Movie prime

ଆସିଗଲା BSNL ର ଦମଦାର ପ୍ଲାନ୍ ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

 
Gy
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପୁଣି ଧମାକା କଲା ବିଏସଏନଏଲ। ମାତ୍ର ୭ଟଙ୍କାରେ ମିଳିବ ଜବରଦସ୍ତ ବେନିଫିଟ। ବଢିଲା ଜିଓ , ଏୟାରଟେଲର ଚିନ୍ତା। ଘରୋଇ ଟେଲିକମ କମ୍ପାନୀ ଗୁଡ଼ିକ ନିଜର ରିଚାର୍ଜା ପ୍ଲାନ୍ ବୃଦ୍ଧି କରିବା କାରଣରୁ ଏହା ବର୍ତ୍ତମାନ ସମୟରେ ଏକ ପ୍ରକାର ବିଷୟ ପାଲଟିଛି। ଦେଶରେ ରିଚାର୍ଜା ପ୍ଲାନ୍ ବୃଦ୍ଧି ଭିତରେ ବିଏସଏନଏଲ ତରଫରୁ ସମୟ ସମୟରେ ନୂଆ ନୂଆ ନିଷ୍ପତି ମଧ୍ୟ ନିଆଯାଉଛି। 
Ui
ସରକାରୀ କମ୍ପାନୀ ନିଜ ୟୁଜରଙ୍କୁ ଫାଷ୍ଟ ଇଣ୍ଟ୍ରୋନେଟ ଦେବା ପାଇଁ ମଧ୍ୟ ନିଷ୍ପତି ନିଆଯାଇଛି। ଜିଓ ଏୟାରଟେଲ ଏବଂ ଭଡ଼ା ଫୋନର ଦାମ ବୃଦ୍ଧି ପାଇବା କାରଣରୁ ୟୁଜରସ୍ ବର୍ତ୍ତମାନ ବିଏସଏନଏଲ ମୁହାଁ ହେଇଛନ୍ତି। ଯଦି ବିଏସଏନଏଲର ପ୍ଲାନ୍ କଥା କହିବା ତେବେ ଗୋଟେ ହେଉଛି ୫୯୯ ଟଙ୍କିଆ ପ୍ଲାନ। ଏହି ପ୍ଲାନର ଭାଲିଟିଡି ଆପଣ ମାନେ ପାଇବେ ୮୪ ଦିନ ପାଇଁ। ଏଥିରେ ଆପଣଙ୍କୁ ଅଲଲିମିଟେଡ କଲିଂ ସହିତ ୧୦୦ ଏସେମେସର ସୁବିଧା ପାଇ ପାରିବେ। 
Vg
କିନ୍ତୁ ସବୁଠାରୁ ବଡ଼କଥା ହେଉଛି ଏହି ପ୍ଲାନ୍ ୟୁଜରଙ୍କୁ ଦୈନିକ ମିଳିବ ୩ ଜିବି ଡାଟା। ଏହି ହିସାବରେ ଦେଖିବାକୁ ଗଲେ ଦିନକୁ ୟୁଜରଙ୍କୁ ମାତ୍ର ୭ ଟଙ୍କା ୧୩ ପଇସା ଲାଗିବ। ଏହି ପ୍ଲାନ ସବୁଠାରୁ ଶସ୍ତା ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। କହିବାକୁ ଗଲେ ଗ୍ରାହକ ମାନଙ୍କୁ ଏହି ପ୍ଲାନ ଦେଉଛି ଖାସ ଫାଇଦା। ଏହି ପ୍ଲାନରେ ଆପଣ ମାନଙ୍କୁ କମ ଟଙ୍କାରେ ଦମଦାର ଫାଇଦା ମିଳିବ। 
ସେଲ୍ଫ କେୟାର ପାଇଁ ଏହା ସବୁଠାରୁ ଭଲ ଅପସନ ବୋଲି କୁହାଯାଉଛି। ବିଏସଏନଏଲକୁ ନେଇ ସରକାରଙ୍କ ପକ୍ଷରୁ ଦ୍ରୁତ ବେଗରେ କାର୍ଯ୍ୟ ଜାରି ରହିଛି। ୪ଜି ପାଇଁ ଡାଟା ସେଣ୍ଟର୍ ଡାଟା ସାହାର୍ଯ୍ୟରେ ତିଆରି କରାଯାଉଛି। ଏହାଦ୍ୱାରା କମ ପଇସାରେ ଲୋକଙ୍କୁ ଭଲ ଇଣ୍ଟ୍ରୋନେଟ ସୁବିଧା ମିଳିପାରିବ। ତେବେ କମ୍ପାନୀ ୨୦୨୫ ମେ ମାସ ମଧ୍ୟରେ ୫ଜି ସର୍ଭିସ୍ ରୋଲଆଉଟ୍ କରିବା ନେଇ ସୂଚନା ମିଳିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.