ଚାହିଁଚି ସ୍ତ୍ରୀର କଟାମୁଣ୍ତ ମୁହଁପୋତି କାଦୁଛି ସ୍ବାମୀ ଡରରେ ପାଖକୁ ଯାଉନି ଆଉ ତାପରେ
Dec 29, 2024, 17:55 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ଅନେକ ପ୍ରକାରର ଖବର ପାଇପାରିବେ । ଏବେ ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ କିଛି ଖବର ପାଇବା ସହ ଜଣେ ସ୍ତ୍ରୀଙ୍କ ବିଷୟରେ ଜାଣିପାରିବେ ଯିଏ ଏହି ଦୁନିଆରେ ନାହିଁ । ଦୁନିଆରେ ଏହି ମହିଳା ଜଣକ ଆଉ ନାହାଁନ୍ତି । ତାଙ୍କ ପାଖରେ ତାଙ୍କ ସ୍ଵାମୀ ଏବେ ବସି କାନ୍ଦୁଛି । ଆଉ ମନରେ ଅନେକ କଥା ଭାବୁଛି । ସ୍ଵାମୀ ସ୍ତ୍ରୀର କଟା ମୁଣ୍ଡ ଦେଖି ଏବେ କାନ୍ଦି ପକାଉଛି ।
ସ୍ତ୍ରୀ ଜଣକ ରେଳ ଧାରଣାରେ ପଡିଛନ୍ତି । ତାଙ୍କର ହାତ, ଗୋଡ ସବୁ ଅଲଗା ଅଲଗା ସ୍ଥାନରେ ପଡ଼ିଥିବା ବେଳେ ତାଙ୍କର କଟା ମୁଣ୍ଡ ଅଲଗା ସ୍ଥାନରେ ପଡ଼ିଛି । ଆଉ ଏହିସବୁ ଦେଖି କାନ୍ଦ ରୋକି ପାରୁ ନାହାନ୍ତି ସ୍ଵାମୀ । ଯାହା ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ଏବେ ସ୍ତ୍ରୀ ଜଣଙ୍କର ଦେହ ଛିନବିନ ହୋଇଯାଇଛି । ଟ୍ରାକ ସାରା ସ୍ତ୍ରୀର ରକ୍ତ ଦେଖି ସ୍ଵାମୀ କିଛି ବୁଝି ପାରୁନାହାନ୍ତି । ସ୍ଵାମୀ ଜଣକ ଏହିସବୁ ଦେଖି ବିଶ୍ୱାସ କରି ପାରିନାହାଁନ୍ତି କି ତାଙ୍କ ସ୍ତ୍ରୀର ଏଭଳି ଅବସ୍ଥା ହୋଇଛି ।
ଏବେ ଏହି ଦୃଶ୍ୟ ଦେଖି ସ୍ଵାମୀ ଜଣକ ଏଭଳି ଅବସ୍ଥାରେ ଅଛନ୍ତି । ଏବେ ଏହି ଘଟଣାକୁ ନେଇ ଝିଅର ବାପା କହିଛନ୍ତି ଏହା ହ-ତ୍ୟା ଅଟେ । ତାଙ୍କ ଝିଅକୁ ମାରି ଦେଇ ଏଭଳି କରିଛନ୍ତି ତାଙ୍କ ଜ୍ବାଇଁ ବୋଲି ସେ କହିଛନ୍ତି । ଜ୍ବାଇଁ ଜଣକ ଏଭଳି କରିବେ ବୋଲି କେବେ ସେ ଭାବି ନଥିଲେ । ଏବେ ଏହି ସ୍ଵାମୀ ଜଣକ ସ୍ତ୍ରୀର ଏଭଳି ଅବସ୍ଥା ଦେଖି ଅନେକ କିଛି କହିବା ସହ ଝଗଡ଼ା ହୋଇଥାଏ କିନ୍ତୁ ଝଗଡ଼ା ହେଲେ ଏଭଳି ହେବ ବା ଏଭଳି ସ୍ତ୍ରୀ ଜଣକ କରିଦେବ ଏକଥା କିଏ ବା ଜାଣିଥିଲେ ।
ଏବେ ସ୍ଵାମୀ ଜଣକ କହିଛନ୍ତି ତାଙ୍କ ସ୍ତ୍ରୀ ସହ ଝଗଡ଼ା ହୋଇଥିଲା । ଏହିସବୁ କଥାକୁ ନେଇ ପୋଲିସ ସନ୍ଦେହ କରୁଛି । ଝଗଡ଼ା ହୋଇଥିଲା ଆଉ ସେତେବେଳେ ମହିଳା ଜଣକ ମାରିବାକୁ ଭାବିଥିଲେ ଆଉ ଏଭଳି କାମ କରିଥିଲେ । ଏହି ଘଟଣା ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଅଞ୍ଚଳର ଶିରେଲା ରେଲୱେ ଟ୍ରାକରେ ଦେଖିବାକୁ ମିଳିଛି । ତାଙ୍କର ଦୁଇଟି ଛୋଟ ଛୋଟ ଛୁଆ ଥିଲେ । ଏବେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ କରିବା ସହ ଅନେକ କିଛି ତଥ୍ୟ ସାମ୍ନାକୁ ଆସିବ ବୋଲି ସୂଚନା ମିଳିଛି ।

