Movie prime

ଚମଡା ବ୍ୟାଗ୍...କୁ ନେଇ କ୍ରୋଧରେ ମୁହଁ ଖୋଲିଲେ ଜୟା କିଶୋରୀ

 
Hh
ନିକଟରେ ପ୍ରସିଦ୍ଧ ଆଧ୍ୟାତ୍ମିକ ବକ୍ତା ତଥା ଗାୟକ ଜୟା କିଶୋରୀ ଏକ ବିବାଦର ବିଷୟ ପାଲଟି ଥିଲେ। କାରଣ ସେ ବାରମ୍ବାର କୁହନ୍ତି ଯେ ସେ ଏକ ସାଧାରଣ ଝିଅ ବୋଲି ମାତ୍ର ସେ ଦୁଇ ଲକ୍ଷ ରୁ ଅଧିକ ଟଙ୍କା ର ବ୍ୟାଗ୍ ନେଇ ବିମାନ ବନ୍ଦରରୁ ଫେରୁଥିବା ଭିଡିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ୍ ହେବାରେ ଲାଗିଥିଲେ। ଯାହା ପରେ କି ତାଙ୍କୁ ଖୁବ୍ ସମାଲୋଚନା ର ଶିକାର ମଧ୍ୟ ହେବା ପାଇଁ ପଡ଼ିଥିଲା। କାରଣ ଲୋକମାନେ କହିଥିଲେ କି,
Bb
ଏହି ବ୍ୟାଗ୍ ଚମଡା ରେ ତିଆରି ବୋଲି ଯାହାକୁ ନେଇ ଏହା ଚର୍ଚ୍ଚା ର ବିଷୟ ପାଲଟି ଥିଲା। ହେଲେ ଲୋକପ୍ରିୟ ଆଧ୍ୟାତ୍ମିକ ବକ୍ତା ଏହି ବିବାଦର ସମାଧାନ କରି ସାରିଛନ୍ତି। ସେ କହିଥିଲେ "ଏହି ବ୍ୟାଗଟି ଏକ କଷ୍ଟୋମାଇଜ ଅଟେ। ଏଥିରେ କୌଣସି ଚମଡ଼ା ନାହିଁ, ଏବଂ କଷ୍ଟୋମାଇଜେସନ୍ ଅର୍ଥ ଏହା ବ୍ୟକ୍ତିଗତ ଇଚ୍ଛା ଅନୁଯାୟୀ ତିଆରି କରାଯାଇପାରିବ ବୋଲି ନିଜ ମତ ଦେଇଥିଲେ। ଆଉ ଏଥିରେ ତାଙ୍କର ନାମ ମଧ୍ୟ ରହିଛି।
Gg
ସେ କେବେ ହେଲେ ମଧ୍ୟ ଚମଡା ବ୍ୟାଗ୍ ବ୍ଯବହାର କରି ନାହାଁନ୍ତି ବୋଲି ମଧ୍ୟ କହିଥିଲେ। ଆଉ ଆଗକୁ ମଧ୍ୟ କେବେ ଚମଡା ବ୍ୟାଗ୍ ବ୍ୟବହାର କରିବେ ନାହିଁ ବୋଲି କହିଥିଲେ। ଆହୁରି ମଧ୍ୟ କହିଛନ୍ତି କି ସେ କୌଣସି ଜିନିଷ କେବେ ହେଲେ ମଧ୍ୟ କାହାରିକୁ ଛାଡ଼ିବା ପାଇଁ ପରାମର୍ଶ ଦେଇ ନାହାଁନ୍ତି। ପ୍ରଥମରୁ ସେ ଏହା କହି ଆସିଛନ୍ତି କି ସେ କୌଣସି ପ୍ରକାର ର ସାଧୁ ସନ୍ଥ ନୁହଁନ୍ତି।ସେ ହେଉଛନ୍ତି ଜଣେ ସାଧାରଣ ଝିଅ।
ତାଙ୍କର ଏହି ପ୍ରତିକ୍ରିୟା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ କି ବର୍ତ୍ତମାନ ସମୟରେ ଅନେକ ଲୋକମାନେ ମଧ୍ୟ ଦେଖି ସାରିଛନ୍ତି। ଆଉ ସମସ୍ତେ ମଧ୍ୟ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି। ତେବେ ଜୟା କିଶୋରୀ ଙ୍କ ଏହି ପ୍ରତିକ୍ରିୟା ପ୍ରତି ଆପଣଙ୍କ ମତାମତ କଣ ଆପଣ କଣ କହିବାକୁ ଚାହୁଁଛନ୍ତି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.