Movie prime

ଚଉଠି ରାତିରେ ରଡ଼ି ଛାଡ଼ି କାନ୍ଦୁଥିଲା ସ୍ବୀ ସ୍ବାମୀ କରୁଥିଲା ଏମିତି ଆଉ ଆଉ ତାପରେ

 
Gg
ଚଉଠି ରାତିରେ ପୁଅ ବୋହୂଙ୍କ ବେଡରୁମ ଭିତରୁ କାନ୍ଦିବା ଶବ୍ଦ ଶୁଣା ଯାଇଥିଲା। ଘରେ ସମସ୍ତେ ଥିଲେ ଆଉ ଅନ୍ୟ ପକ୍ଷରେ ପୁଅ ବୋହୂ ଚଉଠି ମନାଉ ଥିଲେ। ହେଲେ ଚଉଠି ରାତିରେ ପୁଅ ବୋହୂ କାହିଁକି ବେଡରୁମ ଭିତରେ କାନ୍ଦୁ ଥିଲେ ତାହାକୁ ଦେଖିବା ପାଇଁ ସମସ୍ତେ ଧାଇଁ ଯାଇଥିଲେ। ପରେ ଘର ଲୋକ ସେହି ବେଡରୁମ ଭିତରକୁ ଯାଇ ଯାହା କିଛି ଦେଖିଥିଲେ ସମସ୍ତଙ୍କ ହୋସ ଯେମିତି ସେଠାରେ ହିଁ ଉଡ଼ି ଯାଇଥିଲା।
Hh
ନୂଆ ନୂଆ ବାହା ହୋଇଥିବା ଘରର ବଡ଼ ପୁଅର ନାମ ହେଉଛି ପ୍ରଦୀପ। ଯିଏକି ବାହା ହେବା ପରେ ସ୍ତ୍ରୀ ସହ ଚଉଠି ମନାଉ ଥିଲା। ଚଉଠି ରାତିରେ ସ୍ତ୍ରୀ ଆଗରେ ବସି ଭୋ ଭୋ ହୋଇ କାନ୍ଦୁ ଥିଲା। ଘରର ସେହି ନୂଆ ବୋହୂର ନାମ ହେଉଛି ଶିବାନୀ। ଶିବାନୀ ମଧ୍ଯ ବେଡରୁମ ରେ ଥିଲା ହେଲେ ସେ ସ୍ୱାମୀ ସହ ମିଶି ଚଉଠି ଖଟ ଉପରେ କାନ୍ଦିବାରେ ଲାଗିଥିଲା। ପ୍ରଦୀପ ଆଉ ଶିବାନୀ ର ଆରେଞ୍ଜ ମ୍ୟାରେଜ୍ ହୋଇଥିଲା।
Gg
ଦୁଇଜଣ ବାହାଘରରେ ବେଶ ଖୁସୀ ମଧ୍ୟ ଥିଲେ।ଘରେ ସମସ୍ତେ କୁଣିଆ ମୈତ୍ର ଥିଲା। ହେଲେ ତାଙ୍କର ଚଉଠି ଦିନ କୌଣସି କଥାକୁ ନେଇ ଦୁହିଁଙ୍କ ଭିତରେ ଝଗଡ଼ା ଲାଗିଥିଲା ଦୁହେଁ ସେହି ଚଉଠି ଖଟ ଉପରେ ବସି ଖୁବ୍ ଜୋରେ କାନ୍ଦିବାରେ ଲାଗିଥିଲେ। ଯେତେବେଳେ ଦୁଇଜଣ କାହିଁକି କାନ୍ଦୁଛନ୍ତି ବୋଲି ଭାବି ପରିବାର ଲୋକ ଯାଇ ଦେଖି ଦେଇଥିଲେ ସେତେବେଳେ ଦେଖିବା ବେଳକୁ ଘରର ବୋହୁ ଶିବାନୀ ଖଟ ଉପରେ ମରିକି ପଡ଼ିଥିଲା।
ଆଉ ପୁଅ ମଧ୍ୟ ବେଡରୁମ ଭିତରେ ବେକରେ ଦୌଡି ଲଗାଇ ଝୁଲି ପଡିଥିଲା। ଏହାପରେ ପରିବାର ଲୋକଙ୍କ ହୋସ ଉଡ଼ି ଯାଇଥିଲା। ଏହାପରେ ପୋଲିସ କୁ ଡକା ଯାଇଥିଲା। ପୋଲିସ ଶବ କୁ ଉଦ୍ଧାର କରି ପୋଷ୍ଟ ମର୍ଟମ ପାଇଁ ପଠାଇ ଥିଲା। ଆଉ ଏଭଳି ଏକ ଘଟଣା ଉତ୍ତରପ୍ରଦେଶର ଅଯୋଧ୍ୟାରେ ଘଟି ଯାଇଥିବା ବେଳେ ଏହି ଘଟଣାକୁ ନେଇ ଏବେ ଖୁବ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି।ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.