Movie prime

ଚାକିରୀ କରିବାକୁ ଚାହୁଁଥିବା ଆଶାୟୀ ମାନଙ୍କ ପାଇଁ ଆସିଲା ଖୁସି ଖବର ଦେଖନ୍ତୁ ଆଉ କରନ୍ତୁ ଏହି ପଦବୀରେ ଆବେଦନ

 
Vgh
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ୧୦ ପାସ କରିଥିବା ପିଲାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆଇଟିବିପି ଆଣିଛି ଏକ ବଡ଼ ନିଯୁକ୍ତି।ଆଇଟିବିପି କନେଷ୍ଟବଳ ଟ୍ରେସ ମ୍ୟାନ ପଦରେ ଆବେଦନ ପାଇଁ ରେଜିଷ୍ଟ୍ରେସନ୍ ଲିଙ୍କ ରହିଛି। ଯେଉଁ ମାନେ ଏହି ପଦବୀ ପାଇଁ ଇଛୁକ ସେମାନେ ଶେଷ ତାରିଖ ଶୁଣିବା ପୂର୍ବରୁ ଫର୍ମ ପକେଇ ପାରିବେ। ଆବେଦନ ଜୁଲାଇ ୨୦ ତାରିଖରୁ ଆରମ୍ଭ ହେଇଯାଇଛି। ଯାହା ଅଗଷ୍ଟ ୧୮ ତାରିଖ ୨୦୨୪ ପର୍ଯ୍ୟନ୍ତ ଜାରି ରହିବ। ନିଯୁକ୍ତି ଜରିଆରେ ମୋଟ ୫୧ଟି ପଦବୀ ପୂରଣ କରାଯିବ। ଆଉ ଏହି ପଦବୀ ଗୁଡିକୁ ହେଲା କନେଷ୍ଟବଳ ଏବଂ ଟ୍ରେସ ମ୍ୟାନ। ଏଥିପାଇଁ କେବଳ ଅନଲାଇନରେ ଆବେଦନ କରାଯାଇପାରିବ। 
Vv
ତେବେ ଆପଣଙ୍କୁ ଆବେଦନ କରିବାକୁ ହେଲେ ଇଣ୍ଡୋ ତିବତ ବଡର ପୋଲିସର ଅଫିସିଆଲ୍ ୱେବସାଇଡକୁ ଯିବାକୁ ପଡ଼ିବ। ସେହି ୱେବସାଇଡ ଜରିଆରେ ଆପଣ ଖାଲି ଆବେଦନ କରିବେ ନାହିଁ ବରଂ ଏହାର ସବିଶେଷ ତଥ୍ୟ ବି ଜାଣିପାରିବେ। ପରବର୍ତ୍ତୀ ଅପଡେଟ ମଧ୍ୟ ଜାଣି ପାରିବେ। ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ମାନ୍ୟତା ପ୍ରାପ୍ତ ବୋର୍ଡ଼ରୁ ଦଶମ ପାସ ସହିତ ସମ୍ବନ୍ଧିତ ଟ୍ରେଡରେ ଆଇଟିଆଇ ଡିପ୍ଲୋମା କରିଥିବା ଜରୁରୀ। 
Vb
ତେବେ ଭାକାନ୍ସି ପାଇଁ ୧୮ ରୁ ୨୩ ଭିତରେ ଥିବା ଆଶାଇ ଆବେଦନ କରିପାରିବେ। ଏମିତିକି ଯଦି ଏକ୍ସପିରିୟନ୍ସ ଥିବ ତାହାଲେ ଆହୁରି ଭଲ କଥା ଅଟେ। ସିଲେକ୍ସନ୍ ଲିଖିତ ପରୀକ୍ଷାରେ ପାସ କଲା ପରେ ହିଁ ହେବ। ଏଥିରେ ସର୍ବପ୍ରଥମେ ଫିଜିକାଲ ମେଜର୍ମେଣ୍ଟ ଟେଷ୍ଟ ଏବଂ ଫିଜିକାଲ୍ ଷ୍ଟାଡାଆଡ୍ ଟେଷ୍ଟ ହେବ ଯେଉଁ ମାନେ ଏହାକୁ ପାସ କରିଥିବେ ସେମାନଙ୍କୁ ଲିଖିତ ପରୀକ୍ଷା ପାଇଁ ମିଳିବ ନିମନ୍ତ୍ରଣ। 
ଏହାପରେ ଚୟନରେ ଶେଷ ରାଉଣ୍ଡ ଡକମେଣ୍ଟ ଭେରିଫିକେସନ ପାଇଁ ହେବ। ଆଉ ଏହି ସବୁ ରାଉଣ୍ଡରେ ପାସ କରିବା ପରେ ଯାଇଁ ହିଁ ହେବ ସିଲେକ୍ସନ। ତେବେ ଜେନେରାଲ ପିଲାଙ୍କୁ ଆବେଦନ କରିବା ପାଇଁ ୧୦୦ ଟଙ୍କା ଦେଉଥିବା ବେଳେ ଏସିଏସିଟି ପିଲାଙ୍କ ପାଇଁ କୌଣସି ଟଙ୍କା ଦେବାକୁ ପଡ଼ିବ ନାହିଁ। ଚାକିରୀ ହେବା ପରେ ଜଣେ ୨୧,୭୦୦ ଶହ ଟଙ୍କାରୁ ୬୯,୧୦୦ ଟଙ୍କା ପର୍ଯ୍ୟନ୍ତ ଦରମା ପାଇ ପାରିବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.