Movie prime

Airtel ତରଫରୁ ଆସିଲା ବଡ଼ ନିଯୁକ୍ତି ସୁଯୋଗ ଦେଖନ୍ତୁ ଘରେ ବସି କରିପାରିବେ ଚାକିରୀ ଦରମା ୨୦୦୦୦/- ଆରମ୍ଭରୁ

 
Bb
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏୟାରଟେଲ ତରଫରୁ ଆସିଛି ବଡ ଖବର । ଏବେ ଲୋକମାନେ ଘରକାମ କରିବା ସହିତ କିଛି ନା କିଛି କାମ କରିବାକୁ ଚାହାଁନ୍ତି । ଆଉ ଏବେ ତାଙ୍କମାନଙ୍କ ପାଇଁ ଆସିଛି ଖୁସି ଖବର । ଏବେ ସେମାନଙ୍କୁ କାମ ମିଳିବ । ଘରେ ବସି ସେମାନେ କାମ କରିପାରିବେ । ନିଜ ମୋବାଇଲରେ ଆପଣ କାମ କରିପାରିବେ ।
Gg
ଅନଲାଇନ୍ ମାଧ୍ୟମରେ ଆପଣ ଏହି କାମ କରିପାରିବେ । ଆପଣ ମୋବାଇଲରେ ଏହା ଆବେଦନ କରିପାରିବେ । ଆପଣମାନେ ନିଜ ମୋବାଇଲରେ ଏହା ଆବେଦନ କରିପାରିବେ । ଆପଣମାନଙ୍କୁ ଏନେଇ ପରୀକ୍ଷା ଦେବାକୁ ପଡ଼ିବ ନାହିଁ । ଘରେ ବସି ଆପଣମାନେ ମାସକୁ ୨୦ ହଜାର ଟଙ୍କା ପାଇପାରିବେ । ଆପଣମାନେ କେଉଁ ପୋଷ୍ଟ ପାଇଁ ଆବେଦନ କରିବେ ଆଉ କଣ ସବୁ ଦରକାର ଏନେଇ ଏବେ ଖବର ଆସିଛି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ସମ୍ପୂର୍ଣ୍ଣ ଖବର ଜାଣିପାରିବେ ।
Bb
ଏୟାରଟେଲ ଅଫିସ୍ ତରଫରୁ ଆସିଛି ଖବର । ଓଡ଼ିଶାର ସମସ୍ତେ ଏହି ଫର୍ମରେ ଆବେଦନ କରିପାରିବେ । ଉଭୟ ପୁରୁଷ ଆଉ ମହିଳା ଅନେଦନ କରିପାରିବେ । ଆଉ ଏହି ଚାକିରୀର ଦରମା ହେଉଛି ୨୦ ହଜାର ରୁ ୩୦ ହଜାର । ଏହା ହେଉଛି ସ୍ଥାୟୀ ଯୋଜନା । ଅନେକ ପ୍ରକାରର ପୋଷ୍ଟ ବାହାରିଛି । ଗୋଟିଏ ପୋଷ୍ଟ ହେଉଛି, କଷ୍ଟୋମର ସର୍ଭିସ୍ ଏକ୍ଜକ୍ୟୁଟିଭ, ସେଲ୍ସ ଡିପାର୍ଟମେଣ୍ଟ, ଆକାଉଣ୍ଟାଣ୍ଟ, ସେକ୍ୟୁରିଟି ଅଫିସର, ଫାଇନାନ୍ସ ମ୍ୟାନେଜର, ଟ୍ରେନି, ମ୍ୟାନେଜର । 
ଏହି ଚାକିରୀ ପାଇଁ ଶିକ୍ଷାଗତ ଯୋଗ୍ୟତା । ଆପଣମାନେ ଦଶମ , ଯୁକ୍ତ ୨ ପାସ କରିଥିବା ଦରକାର , ଆପଣମାନେ ସମସ୍ତେ ଯୁକ୍ତ ୩ ବି ପାସ କରିଥିବା ଦରକାର । ଆପଣମାନେ ପୋଷ୍ଟ ଅନୁଯାୟୀ ପାଠ ବା ସାର୍ଟିଫିକେଟ ଦରକାର । ଆବେଦନ ତାରିଖ ବାହାରି ସାରିଲାଣି । ଆପଣମାନେ ଆବେଦନ କରିପାରିବେ ।
ଆପଣମାନେ ଏହି ଭିଡିଓ ଦେଖିଲେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଭିଡିଓ ମାଧ୍ୟମରେ ସବୁ ପ୍ରକାରର ପୋଷ୍ଟ ଆଉ କଣ ସବୁ ଡକ୍ୟୁମେଣ୍ଟ ଦରକାର ତାହା ଜାଣିପାରିବେ । ଏବେ ଏହାକୁ ନେଇ ଅନେକ କାମ ଆସିବ । କିଭଳି ଆଉ କେମିତି ଆବେଦନ କରିବେ ଏନେଇ ସବୁ ଖବର ଆପଣମାନେ ପାଇପାରିବେ ।