Movie prime

ଜିଓ ଆଣିଲା ଦମଦାର ଅଫର ଦେଖନ୍ତୁ ଏଥର ସମସ୍ତେ ପାଇବେ ଏହି ଲାଭ

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭାରତରେ ରିଲାଏନ୍ସ ଜିଓର ୪୪ କୋଟିରୁ ଅଧିକ ସକ୍ରିୟ ଉପଭୋକ୍ତା ଅଛନ୍ତି। କମ୍ପାନୀ ଏହାର ଅନେକ ପ୍ରିପେଡ୍ ରିଚାର୍ଜ ଯୋଜନାଗୁଡିକର ହାରକୁ ବୃଦ୍ଧି କରିଛି । ଏହା ବ୍ୟତୀତ କମ୍ପାନୀ ବଜାରରେ ଅନେକ ନୂତନ ଯୋଜନା ମଧ୍ୟ ଆରମ୍ଭ କରୁଛି। ଆସନ୍ତୁ ଜାଣିବା ଜିଓର ଏହି ନୂତନ ପ୍ରିପେଡ୍ ରିଚାର୍ଜ ଯୋଜନା ବିଷୟରେ। ତେବେ ବନ୍ଧୁଗଣ ରିଲାଏନ୍ସ ଜିଓ ପୁଣି ଥରେ କିଛି ନୂଆ ପ୍ଲାନ୍ସ ଲଞ୍ଚ କରିଛି । 
Hh
ଏହି ସବୁ ପ୍ଲାନ୍ସରେ ୟୁଜର୍ସଙ୍କୁ କଲିଂ, ଡାଟା, ଏସଏମଏସ ଓ ଭାଲିଡିଟୀ ସୁବିଧା ମିଳିବ। ତେବେ ଏହି ସବୁ ପ୍ଲାନ୍ସକୁ ଜିଓ ଇଣ୍ଟରନ୍ୟାସନାଲ ରୋମିଂ ପ୍ୟାକ ପାଇଁ ଅଲଗା ଅଲଗା ଦେଶ ପାଇଁ ଲଞ୍ଚ କରିଛି । କମ୍ପାନୀ ରିଚାର୍ଜ ପ୍ଲାନ ୮୯୮ ଟଙ୍କାରୁ ଆରମ୍ଭ ହୋଇଥିବା ବେଳ ତାହା ୩୮୫୧ ଟଙ୍କା ପର୍ଯ୍ୟନ୍ତ ରହିଛି । ୟୁଏଇ ପାଇଁ ୮୯୮ ଟଙ୍କାରୁ ପ୍ଲାନ ଆରମ୍ଭ ହୋଇଥିବା ସେଥିରେ କଲିଂ, ଡେଟା ଓ ଏସଏମଏସ ଆଦି ୩ଟି ସୁବିଧା ମିଳୁଛି । ଏହି ପ୍ଲାନ ୭ ଦିନର ଭାଲିଡିଟୀ ସହିତ ଆସୁଛି । 
Bb
କମ୍ପାନୀ ୧୫୯୮ ଓ ୨୯୯୮ ଟଙ୍କିଆ ପ୍ଲାନକୁ ଯଥାକ୍ରମେ ୧୪ ଦିନ ଓ ୨୧ ଦିନର ଭାଲିଡିଟୀ ସହ ଲଞ୍ଚ କରିଛି। ସେହିପରି ଥାଇଲାଣ୍ଡ ପାଇଁ କମ୍ପାନୀ ୧୪ ଦିନର ଭାଲିଡିଟୀ ଥିବା ୧୫୫୧ ଟଙ୍କିଆ ପ୍ଲାନ ଓ ୩୦ ଦିନିଆ ଭାଲିଡିଟୀ ଥିବା ୨୮୫୧ ଟଙ୍କିଆ ପ୍ଲାନ ଲଞ୍ଚ କରିଛି । କାନାଡ଼ା ପାଇଁ କମ୍ପାନୀ ୧୬୯୧ ଓ ୨୮୮୧ ଟଙ୍କିଆ ପ୍ଲାନ ଲଞ୍ଚ କରିଥିବା ବେଳେ ସେଗୁଡ଼ିକର ବୈଧତା ଯଥାକ୍ରମେ ୧୪ ଦିନ ଓ ୩୦ ଦିନ ରହିଛି । 
ସାଉଦୀ ଅରବ ପାଇଁ କମ୍ପାନୀ ୮୯୧, ୧୨୯୧ ଓ ୨୮୯୧ ଟଙ୍କିଆ ପ୍ଲାନ ଲଞ୍ଚ କରିଥିବା ବେଳେ ସେଥିରେ ଯଥାକ୍ରମେ ୭, ୧୪ ଓ ଦିନର ବୈଧତା ରହିଛି। ୟୁରୋପ ପାଇଁ କମ୍ପାନୀ ଗୋଟିଏ ପ୍ଲାନ ଲଞ୍ଚ କରିଥିବା ବେଳେ ତାହାର ଦାମ୍ ୨୮୯୯ ଟଙ୍କା ରହିଛି ଓ ତା’ର ବୈଧତା ୩୦ ଦିନ ପାଇଁ ରହିଛି । ସେହିପରି କ୍ୟାରେବିୟନ ରିଜନ ପାଇଁ କମ୍ପାନୀ ୧୬୭୧ ଓ ୩୮୫୧ ଟଙ୍କିଆ ପ୍ଲାନ ଲଞ୍ଚ କରିଥିବା ବେଳେ ସେହି ଦୁଇ ପ୍ଲାନର ବୈଧତା ଯଥାକ୍ରମେ ୧୪ ଦିନ ଓ ୩୦ ଦିନ ପାଇଁ ରହିଛି ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.