Movie prime

LIC ରେ ଆସିଲା ଦମଦାର ସ୍କିମ୍ ଦେଖନ୍ତୁ ୪୫ ଟଙ୍କା ବିନିଯୋଗରେ ପାଇ ପାରିବେ ୨୫ ଲକ୍ଷ ଟଙ୍କା ଜାଣନ୍ତୁ କେମିତି

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ବନ୍ଧୁଗଣ ଲାଇଫ ଇନସୁରାନ୍ସ କର୍ପରେସନ୍ ଅଫ ଇଣ୍ଡିଆ ବୀମା କମ୍ପାନୀକୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ। ଯାହାକୁ ଏଲଆଇସି ବୋଲି କୁହାଯାଏ। 
Bh
ଅନେକ ଲୋକ ମଧ୍ୟ ଏଲଆଇସିରୁ ଲାଭ ଉଠାଉଛନ୍ତି। ଯେଉଁ ମାନେ ଏଲଆଇସିରେ ଜଡିତ ରହିଛନ୍ତି ସେମାନଙ୍କର ଯଦି ମୃ-ତ୍ୟୁ ହେଇଯାଏ ତାହାଲେ ନବୀନରେ ଥିବା ବ୍ୟକ୍ତିଙ୍କୁ ସଂପୂର୍ଣ୍ଣ ଲାଭ ପ୍ରଦାନ କରାଯାଇଥାଏ।
ଅନେକ ଲୋକ ମଧ୍ୟ ଏଲଆଇସିରେ ପଲିସି କରିଥାନ୍ତି। ଦୀର୍ଘବର୍ଷ ଧରି ଗ୍ରାହକ ମାନଙ୍କୁ ସେବା ଯୋଗାଇ ଆସୁଛି ଏଲଆଇସି। ହେଲେ ଏହି ଏଲଆଇସିରେ ମାସକୁ ମାତ୍ର ୪୫ ଟଙ୍କା ବିନିଯୋଗ କଲେ ବର୍ଷକୁ ମିଳିବ ୨୫ ଲକ୍ଷ ଟଙ୍କା। 
ବନ୍ଧୁଗଣ ଲାଇଫ ଇନସୁରାନ୍ସ କର୍ପରେସନ୍ ଅଫ ଇଣ୍ଡିଆ ଦେଶର ସର୍ବବୃହତ ବୀମା କମ୍ପାନୀ ଅଟେ। ଏହି ଏଲଆଇସି ଗ୍ରାହକ ମାନଙ୍କ ପାଇଁ ପ୍ରତିଦିନ କିଛି ନା କିଛି ପଲିସି ଆଣିବାରେ ଲାଗିଛି। ଯାହାଦ୍ବାରା ଗ୍ରାହକ ମାନେ ଉପକୃତ ହେଇପାରୁଛନ୍ତି।
Gh
କଂପାନୀ ଏବେ ଏକ ସ୍ବତନ୍ତ୍ର ପଲିସି ଆରମ୍ଭ କରିଛି ଯାହା ଲୋକଙ୍କୁ ବହୁତ ଲାଭ ଦାୟକ ହେବ ବୋଲି କୁହାଯାଉଛି।ଏଲଆଇସି ଜୀବନ ଆନନ୍ଦ ପଲିସି ଏକ ଉତ୍ତମ ପଲିସି ବୋଲି କୁହାଯାଏ। 
ଯଦି ଆପଣ ଏହି ଏଲଆଇସିରେ ପ୍ରତିଦିନ ମାତ୍ର ୪୫ ଟଙ୍କା ବିନିଯୋଗ କରୁଛନ୍ତି ତାହାଲେ ୩୫ ବର୍ଷରେ ଆପଣଙ୍କ ଦ୍ଵାରା ବିନିଯୋଗ ହେଇଥିବା ଅର୍ଥ ହେଉଛି ମାତ୍ର ୫ ଲକ୍ଷ ୭୦ ହଜାର ଟଙ୍କା।
ଭାରତର ଜୀବନ ବୀମା ନିଗମର ଏହି ପଲିସିରେ ଆପଣ ମୋଟ ୨୫ ଲକ୍ଷ ଟଙ୍କାର ଲାଭ ପାଇ ପାରିବେ। ତେବେ ଆପଣ ଯଦି ପ୍ରତିଦିନ ୪୫ ଟଙ୍କା ବିନିଯୋଗ କରିବାରେ ସକ୍ଷମ ତାହାଲେ ଏହି ପଲିସି ଆପଣଙ୍କ ପାଇଁ ବେଶ ଲାଭ ଦାୟକ ହେବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.