Movie prime

ଆସିଲା ରିପୋର୍ଟ ଦେଖନ୍ତୁ ନର୍କ ଯନ୍ତ୍ରଣା ଠାରୁ ଅଧିକ କଷ୍ଟ ଡାକ୍ତର Moumita Debnath ଙ୍କୁ ଦେଇଥିଲା ସଞ୍ଜୟ

 
Nn
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ତେବେ ବନ୍ଧୁଗଣ ଆପଣ ମାନେ ତ ମହିଳା ଡାକ୍ତର ଟ୍ରେନିଙ୍କ ଦୁ-ଷ୍କ-ର୍ମ ଓ ହ-ତ୍ୟା ଘଟଣା ବିଷୟରେ ଜାଣିଥିବେ। କିନ୍ତୁ ଏବେ ଧିରେ ଧିରେ ସବୁ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି।
Bn
ବନ୍ଧୁଗଣ କୋଲକାତା ଆରଜିକର ମେଡିକାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁ-ଷ୍କ-ର୍ମ ଓ ହ-ତ୍ୟା ଘଟଣାରେ ଆସିଲା ଅଟୋପ୍ସି ରିପୋର୍ଟ। ମହିଳା ଡାକ୍ତରଙ୍କୁ ବର୍ବର୍ ଆ-କ୍ର-ମ-ଣ ହେଇଥିବା ରିପୋର୍ଟରେ ଉଲ୍ଲେଖ ହେଇଛି। ଟ୍ରେନିଙ୍କୁ ଶ୍ୱାସ ରୁଦ୍ଧ କରି ହ-ତ୍ୟା କରାଯାଇଛି। ମୃ-ତ୍ୟୁ ପୂର୍ବରୁ ଟ୍ରେନିଙ୍କୁ ଶାରୀରିକ ନି-ର୍ଯା-ତ-ନା ସହ ସଂଘାତିକ ଯୌନ ଉତ୍ପୀଡ଼ନ ଦିଆଯାଇଥିଲା। ମୃ-ତ ଡ଼ାକ୍ତରଙ୍କ ଦେହରେ ୧୪ଟି ସ୍ଥାନରେ କ୍ଷତ ରହିଛି। ଟ୍ରେନିଙ୍କ ଗୁପ୍ତାଙ୍ଗ ଭିତରୁ ଧଳା ରଙ୍ଗର ବହଳ ପଦାର୍ଥ ମିଳିଛି। ଏବଂ ତାଙ୍କ ଫୁସଫୁସରେ ରକ୍ତ ଜମାଟ ବାନ୍ଧିଛି। ତେବେ କୌଣସି ସ୍ଥାନରେ ହାଡ଼ ଭାଙ୍ଗି ନାହିଁ। 
Bb
ଅଧିକ ତଥ୍ୟ ପାଇଁ ରକ୍ତ ଓ ଶରୀରର ଅନ୍ୟ ପଦାର୍ଥ ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ମୁତାବକ, ମୃ-ତ ଡାକ୍ତରଙ୍କ ଦେହରେ ୧୪ଟି ସ୍ଥାନରେ କ୍ଷତ ରହିଛି। ପୂର୍ବରୁ ତାଙ୍କ ବେକ୍ ହାଡ ଭାଙ୍ଗିଥିବା କୁହାଯାଉଥିବା ବେଳେ ଅଟୋପ୍ସି ରିପୋର୍ଟରେ କୌଣସି ହାଡ଼ ଭାଙ୍ଗି ନାହିଁ ବୋଲି କୁହାଯାଇଛି। ସୂଚନଯୋଗ୍ୟ, ଗତ ୯ ତାରିଖରେ ଆରଜିକର ମେଡିକାଲ କଲେଜ ଡାକ୍ତରଖାନାରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁ-ଷ୍କ-ର୍ମ ପରେ ହ-ତ୍ୟା କରାଯାଇଥିଲା। 
ଏହାକୁ ନେଇ ସାରା ଦେଶରେ ଡାକ୍ତର ମାନେ ଆନ୍ଦୋଳନ କରୁଛନ୍ତି। ସବୁଠି ଆନ୍ଦୋଳନ ଜୋର୍ ଧରିବା ପରେ କୋଲକାତା ଆରଜିକର ମେଡିକାଲ କଲେଜର ପ୍ରିନ୍ସପାଲ ଡାକ୍ତର ସନ୍ଦୀପ ଘୋଷ ନିଜ ପଦରୁ ଇସ୍ତଫା ଦେଇଥିଲେ। କୋଲକାତା ପୋଲିସ ପ୍ରଥମେ ସନ୍ଦେହ କରି ତାଙ୍କୁ ଅଟକ ରଖିଥିଲା। ପରେ ଅଭିଯୁକ୍ତ ସଞ୍ଜୟ ରାୟକୁ ଗିରଫ କରାଯାଇଥିଲା। ପୋଲିସ ପଚରାଉଚରା କରିବା ପରେ ଅଭିଯୁକ୍ତ ସଞ୍ଜୟ ସବୁ ସତ ମାନିଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.