Movie prime

ଆସିଲା ସତର୍କ ସୂଚନା ଦେଖନ୍ତୁ ଏହିସବୁ ଜିଲ୍ଲାରେ ଛେଚିବ ପ୍ରବଳ ବର୍ଷା - ସାବଧାନ !!

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ପାଣିପାଗକୁ ନେଇ ଆସୁଥିବା ଖବର ସବୁ ପାଇ ପାରୁଥିବେ ।
ଆପଣମାନେ ଏହି ଭିଡିଓ ମାଧ୍ୟମରେ ପାଣିପାଗ ବିଷୟରେ ଜାଣିପାରିବେ । ଆହୁରି ୬ ଦିନ କଲବଲ କରିବ କାଳବୈଶାଖୀ । ଉତ୍ତର ଉପକୂଳ ଓଡ଼ିଶାରେ ବଢିବ କାଳବୈଶାଖୀ । ଘଡଘଡି ସହ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି ।
Hh
ଉତ୍ତର ଉପକୂଳ ଓଡ଼ିଶାର ପ୍ରାୟ ସବୁ ସ୍ଥାନ ଏବଂ ଦକ୍ଷିଣ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ସହ ଘଡଘଡି ହେବ ବୋଲି ଖବର ଆସିଛି । ଏହାସହ ଆଭ୍ୟନ୍ତର ଓଡ଼ିଶାର ମଧ୍ୟ ଅନେକ ସ୍ଥାନରେ ବର୍ଷା ହେବ ବୋଲି ସୂଚନା ମିଳିଛି ।
ଏବେ ପୁଣି ତାଣ୍ଡବ ରଚିବ କାଳବୈଶାଖୀ । ଆହୁରି ୬ ଦିନ ଯାଏଁ କାଳବୈଶାଖୀ ତାର ତାଣ୍ଡବ ଦେଖାଇବ । ଆହୁରି ୬ ଦିନ ଏଭଳି କଲବଲ କରାଇବ କାଳବୈଶାଖୀ । ଆଗାମୀ ୬ ଦିନ ଯାଏଁ ସତର୍କ କରାଇଲା ଆଞ୍ଚଳିକ ପାଣିପାଗ ବିଭାଗ ।
କିଛି ଜିଲ୍ଲାରେ କାଳବୈଶାଖୀ କିଛିଦିନ ହେବ ତାଣ୍ଡବ ରଚୁଥିବା ବେଳେ ଆଗାମୀ ୬ ଦିନ ଯାଏଁ କାଳବୈଶାଖୀର ପ୍ରଭାବ ରହିବା ନେଇ ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
Hh
ଆଜି ପାଇଁ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ଗଞ୍ଜାମ, କୋରାପୁଟ, ମାଲକାନଗିରି, ଏବଂ ରାୟଗଡ଼ାରେ କାଳବୈଶାଖୀ ସହ ପବନ ବହିପାରେ ବୋଲି ସୂଚନା ମିଳିଛି । 
ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି । ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବ ବୋଲି ସୂଚନା ମିଳିଛି । ଆସନ୍ତା ୧୫ ଏବଂ ୧୬ ତାରିଖରେ ବଡ ଧରଣର କାଳବୈଶାଖୀ ବର୍ଷା ହେବ ବୋଲି ସୂଚନା ମିଳିଛି ।
ଆସନ୍ତା ୪ ରୁ ୫ ଦିନ ଯାଏଁ ତାପମାତ୍ରା ବିଶେଷ କମିବ ନାହିଁ ବୋଲି ଜଣାପଡିଛି । କାଳବୈଶାଖୀ ବର୍ଷା ସହ ତାପମାତ୍ରା ହ୍ରାସ ପାଇଛି । ବିଜୁଳି ଘଡଘଡି ପାଇଁ ୧୬ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ।