Movie prime

୬୦ ବର୍ଷୀୟାଙ୍କୁ ୩୫୦୦ ଭତ୍ତା ନହେଲେ ପୁଣି ପରିବର୍ତ୍ତନ ହେଇଯିବ

 
Bv
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ତ ଜାଣିଥିବେ ବିଜେପି ଦଳ ଏବେ ଓଡ଼ିଶାରେ ଶାସନ ଭାର ସମ୍ଭାଳୁଛି । ବିଜେପି ଶାସନ ଗାଦିକୁ ଆସିବା ପୂର୍ବରୁ ଏଭଳି ଅନେକ ପ୍ରତିଶ୍ରୁତି ଦେଇଥିଲା । ସେ ଦେଇଥିବା ପ୍ରତିଶ୍ରୁତି ଏବେ ସେ ପୂରଣ କରୁଛନ୍ତି । ବିଜେପି ଦଳ ୮୦ ବର୍ଷର ଅଧିକ ବୟସ ହେଉଥିବା ଲୋକଙ୍କୁ ୩୫୦୦ ଟଙ୍କା ଭତ୍ତା ଦେବ ବୋଲି କହିଥିଲେ । ଏବେ ଏହାକୁ ନେଇ କିଛି କଥା କହିଛନ୍ତି ମହିଳା ମାନେ । ଏବେ ଗଣମାଧ୍ୟମରେ ମଣିଷମାନେ ଏହିସବୁ କଥା କହିଛନ୍ତି । 
Hg
ଏବେ ଏହି ବୃଦ୍ଧା ବୟସର ମହିଳାମାନେ ଏହି ଭତ୍ତା ଟଙ୍କାକୁ ନେଇ କିଛି କଥା କହିଛନ୍ତି । ସେମାନେ କହିଛନ୍ତି, ୮୦ ବର୍ଷର ଲୋକଙ୍କୁ ୩୫୦୦ ଟଙ୍କା ସରକାର ଦେଉଛି । ଆଉ ଏବେ ୬୦ ବର୍ଷର ଯେଉଁ ଲୋକମାନେ ଅଛନ୍ତି ସେମାନେ କିଛି କଥା ଦାବି କରିଛନ୍ତି । ଏହି ମହିଳା ଜଣକ କହିଛନ୍ତି ୮୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ୩୫୦୦ ଟଙ୍କା ଭତ୍ତା ମିଳୁଛି । ଆଉ ସେହିଭଳି ୬୦ ବର୍ଷର ଲୋକଙ୍କୁ ୩୦୦୦ ହଜାର ଟଙ୍କା ମିଳିବ ବୋଲି ସେମାନେ ଦାବି କରିଛନ୍ତି । ଏବେ ସେମାନେ ଏହି ଦାବି କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି ।
Bh
ଏବେ ସରକାର ୬୦ ବର୍ଷରୁ ୮୦ ବର୍ଷ ମଧ୍ୟରେ ଥିବା ଲୋକଙ୍କୁ ଅବହେଳିତ କରୁଛନ୍ତି । ସରକାର ଅନେକ ଯୋଜନା ଆଣିଛନ୍ତି ଯେମିତିକି ସୁଭଦ୍ରା ଯୋଜନା । ସୁଭଦ୍ରା ଯୋଜନାରେ ୨୧ ବର୍ଷରୁ ୬୦ ବର୍ଷ ମଧ୍ୟରେ ଥିବା ମହିଳାମାନେ ସୁଭଦ୍ରା ଯୋଜନା ପାଉଛନ୍ତି କିନ୍ତୁ ବିଜେପି ସରକାର ୬୦ ରୁ ୮୦ ବର୍ଷ ମଧ୍ୟରେ ଥିବା ଲୋକମାନଙ୍କୁ ଅବହେଳିତ କରୁଛନ୍ତି । ଏବେ କିଛି ମହିଳା ଯାହାଙ୍କ ବୟସ ୬୦ ବର୍ଷରୁ ଅଧିକ ଆଉ ୮୦ ବର୍ଷ ମଧ୍ୟରେ । ଏବେ ସେମାନେ କିଛି ଦାବି କରିଛନ୍ତି । ଏବେ ସେମାନେ ଦାବି କରିଛନ୍ତି କି ତାଙ୍କୁ ଭତ୍ତା ୩୦୦୦ ଟଙ୍କା ମିଳୁ । 
୮୦ ବର୍ଷରୁ ଅଧିକ ବୟସର ଲୋକମାନଙ୍କୁ ୩୫୦୦ ଟଙ୍କା ଭତ୍ତା ମିଳୁଛି ମାନେ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ୩୦୦୦ ଟଙ୍କା ଭତ୍ତା ମିଳିବା ଦରକାର । ସେମାନଙ୍କୁ ୧୦୦୦ ଟଙ୍କା ମିଳୁଛି । ଆଉ ଏହା ଠିକ୍ ନୁହେଁ । ସେହି ମହିଳା ଜଣକ କହିଛନ୍ତି ଏହା ଭୁଲ ହେଉଛି । ଜଣେ ୫ ବର୍ଷର ଛୁଆ ବି ଏହାକୁ ଭୁଲ ବୋଲି କହିବ । ଏବେ ସେମାନେ ୩୦୦୦ ଟଙ୍କା ଭତ୍ତା ମିଳିବାକୁ ନେଇ କହିଛନ୍ତି । ସରକାର ତାଙ୍କୁ ପର ବୋଲି ଭାବୁଛନ୍ତି ବୋଲି ସେମାନେ କହିଛନ୍ତି । ଏହାସହ ଆହୁରି ଅନେକ କଥା ଏହି ମହିଳାମାନେ କହିଛନ୍ତି ।

Around The Web