Movie prime

ଛତିଶଗଡ଼ ପୋଲିସକୁ ହଠାତ୍‌ ଧରିଦେଲେ ଓଡ଼ିଆ ଲୋକ ଜଣା ପଡ଼ିଗଲା ସବୁ ସତ ଆଉ ତାପରେ

 
Gg
ଛତିଶଗଡ଼ ଏ ପୋଲିସ କୁ ଘେରି ପକାଇଲେ ଓଡ଼ିଆ ଲୋକ। ଛତିଶଗଡ଼ ରୁ ଆସି ସିଧା ମହିଳାଙ୍କ ଘରେ ପଶି ଯାଇଥିଲା। ଓଡ଼ିଆ ଲୋକ ଧରି ସେହି ହିନ୍ଦୀ କହୁଥିବା ପୋଲିସ ବାବୁଙ୍କୁ ମଝି ରାସ୍ତାରେ ଘେରି ପକାଇ ଥିଲେ।ଏହି ଦୃଶ୍ୟ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ। ଦେଖିବାକୁ ମିଳିଥିଲା କି ସନ୍ଧ୍ୟା ମାଡ଼ି ଆସିଛି ଆଉ ଏହାରି ଭିତରେ ହିନ୍ଦୀ କହୁଥିବା କେତେଟା ପୋଲିସ ବାଲା ଙ୍କୁ ଓଡ଼ିଆ ଲୋକ ଘେରି ପକାଇଛନ୍ତି।
Fg
ସହ ସହ ଲୋକ ଗଦା ହୋଇଛନ୍ତି ଆଉ ହୋ ହାଲ୍ଲା ମଧ୍ୟ କରୁଛନ୍ତି। ଏହି ଦୃଶ୍ୟ ଏବେ ଯିଏବି ଦେଖୁଛି ସେ ଏବେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଉଛି। କାରଣ ଛତିଶଗଡ଼ ପୋଲିସ ଓଡିଶା ଭିତରେ ପଶି ଜଣେ ଓଡିଆ ସହ ଏଭଳି କିଛି କରୁଥିଲା ଯେଉଁଥି ପାଇଁ ଓଡ଼ିଆ ଲୋକ ଛତିଶଗଡ଼ ରୁ ଆସିଥିବା ପୋଲିସ ବାଲା ଙ୍କୁ ଧରି ପକାଇ ଥିଲେ। ସେଠାରେ ହିଁ ମଝି ରାସ୍ତାରେ ଛତିଶଗଡ଼ ପୋଲିସ କୁ ସେଠାରେ ହିଁ ଘେରି ପକାଇ ଥିଲେ।
Gv
ପରେ ଛତିଶଗଡ଼ ରୁ ଆସିଥିବା ପୋଲିସ ବାବୁଙ୍କ ସବୁ ସତ ମଧ୍ୟ ଜଣା ପଡ଼ି ଯାଇଥିଲା। ସୁଚନା ମୁତାବକ ବରଗଡ଼ର ରୁପେଶ ନାମକ ଏକ ବ୍ୟକ୍ତିଙ୍କ ବିରୁଦ୍ଧରେ ୧୭ ଲକ୍ଷ ଟଙ୍କା ର ଏକ ଚେକ୍ ବାଉନ୍ସ କେସ ରେ ପୋଲିସ କୁଆଡେ଼ ତାଙ୍କୁ ଗିରଫ କରିବା ପାଇଁ ଆସିଥିଲା। ଆଉ କାହାକୁ କିଛି ନ ଜଣାଇ ଲୋକାଲ ପୋଲିସ ଙ୍କୁ ନ ଜଣାଇ ସିଧା ଛତିଶଗଡ଼ ରୁ ଆସି ପୋଲିସ ତାଙ୍କର ଘରେ ପଶି ଯାଇଥିଲା। ଆଉ ଜଣେ ବୃଦ୍ଧ ମହିଳାଙ୍କୁ ଠେଲା ପେଲା କରିବା ସହ ,
ରୂପେଶ ଙ୍କୁ ଗିରଫ କରିବା ପାଇଁ ଚେଷ୍ଟା କରୁଥିଲା ହେଲେ ଏତିକି ବେଳେ ଛତିଶଗଡ଼ ରୁ ଆସିଥିବା ପୋଲିସ ମାନଙ୍କୁ ମଝି ରାସ୍ତାରେ ଘେରି ପକାଇ ଥିଲେ ଏତେ ସଂଖ୍ୟକ ଓଡ଼ିଆ ଲୋକ। ଆଉ କାହିଁକି ଏଭଳି ହଠାତ ଗିରଫ କରିବାକୁ ଆସିଛନ୍ତି ବୋଲି ଏହାକୁ ନେଇ ପ୍ରଶ୍ନ ପରେ ପ୍ରଶ୍ନ ମଧ୍ୟ କରି ଚାଲିଥିଲେ। ଆଉ ଏବେ ଏହାକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଆଉ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.