Movie prime

ଛାତ୍ରୀଙ୍କୁ ଏମିତି କଲେ ସାର୍ ଦୌଡ଼ି ଆସିଲେ ଅଭିଭାବକ

 
Bb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
Bh
ତେବେ ବନ୍ଧୁଗଣ ଆପଣମାନେ ଜାଣିଥିବେ ନାରୀ ନି-ର୍ଯା-ତ-ନାକୁ ନେଇ ଗୋଟିଏ ପରେ ଗୋଟିଏ ଲଜ୍ଜାଜନକ ଖବର ରାଜ୍ୟରେ ଦେଖିବାକୁ ମିଳୁଛି। ଘର ହେଉ କି ବାହାର, ଥାନା ହେଉ କି ସ୍କୁଲ ସବୁଠି ବୁଲୁଛନ୍ତି ଯୌ-ନ ପିପାପୁ। ପ୍ରତିଦିନ କେଉଁଠୁ ନା କେଉଁଠୁ ଆସୁଛି ସଭ୍ୟ ସମାଜକୁ ଦୋହଲାଇ ଦେବା ପରି ଘଟଣା । ଏବେ ରାଉରକେଲାରେ ଘଟିଛି ସେମିତି ଏକ ଘଟଣା । ସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ରୀ ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ହୋଇଛି।
Gg
ପ୍ଲାଣ୍ଟ ସାଇଟ ଥାନା ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲରୁ ଏମିତି ଅଭିଯୋଗ ଆସିଛି । ଜଣେ ଶିକ୍ଷକ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସ୍କୁଲ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଛି । ସେପଟେ ତୁରନ୍ତ ସ୍କୁଲ୍ ପକ୍ଷରୁ ଏକ ବୈଠକ କରି ଉକ୍ତ ଶିକ୍ଷକଙ୍କୁ ନିଲମ୍ବିତ କରିବା ସହିତ ପୋଲିସ୍ କୁ ଲିଖିତ ଅଭିଯୋଗ କରାଯାଇଛି। ଏବଂ ଅଭିଭାବକ ଓ ସ୍ଥାନୀୟ ଲୋକେ ସ୍କୁଲରେ ଆନ୍ଦୋଳନ କରିବା ସହ ଅଭିଯୁକ୍ତ ଶିକ୍ଷକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ।
ଖବର ପାଇବା ପରେ ବରିଷ୍ଠ ଅଧିକାରୀଙ୍କ ସହ ପ୍ଲାଣ୍ଟ ସାଇଟ ଥାନା ପୋଲିସ ପହଞ୍ଚି ତନାଘନା ଚଳାଇଛନ୍ତି । ସ୍କୁଲ ପରିସରରେ ଉତ୍ତେଜନା ଲଶଗି ରହିଥିବାରୁ ଫୋର୍ସ ମୁତୟନ ହୋଇଛନ୍ତି । ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୁକ୍ତ ଶିକ୍ଷକ ଜଣକ ଗତକାଲି ଠାରୁ ସ୍କୁଲ ଆସୁ ନଥିବା ବେଳେ ଶିକ୍ଷକଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯିବ ବୋଲି ସ୍କୁଲ ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବନ୍ଧୁଗଣ ବର୍ତମାନ ଏହି ଘଟଣା ଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.