Movie prime

ଛୋଟ ପିଲା ଉପରେ ଜଙ୍ଗଲୀ ଗୋଧିଆର ଆକ୍ରମଣ..ଗାଆଁ ଲୋକେ ଦେଖି ହେଲେ ଭୟଭୀତ

 
Gg
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ ।ଆପଣମାନେ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାର ର ଘଟଣା ଘଟୁଥିବାର ନିଶ୍ଚୟ ଭାବରେ ଦେଖିଥିବେ। ବହେରାଇଚ ରେ ଲୋକମାନେ ଭୟଭୀତ ହୋଇ ପଡିଛନ୍ତି।ସେଠାରେ ଗଧିଆ ଗୁଡ଼ିକ ଆତଙ୍କ ସୃଷ୍ଟି କରିଛନ୍ତି।ବର୍ତ୍ତମାନ ସୂଚନା ମିଳିଛି ଯେ ବହୁତ କଷ୍ଟ ରେ ପାଞ୍ଚ ଜଣ ଗଧିଆ କୁ ଆୟତ୍ତ କରାଯାଇଛି।
Vv
ଲୋକମାନେ ବର୍ତ୍ତମାନ ଭୟଭୀତ ହୋଇ ପଡିଛନ୍ତି।ଏବଂ କେହି ଘରୁ ମଧ୍ୟ ବାହାରୁ ନାହାଁନ୍ତି।କାରଣ ୬ ମାସ ଭିତରେ ୯ ଜଣଙ୍କର ଗଧିଆ ଜୀବନ ନେଇ ସାରିଲାଣି।ରାତି ହେଲେ ଲୋକମାନେ ଅଜଣା ଭୟ ରେ ରହୁଛନ୍ତି।ସବୁଠାରୁ ବଡ଼ କଥା ହେଉଛି ଯେ ଯେଉଁ ଗଧିଆ ଙ୍କ କଥା କୁହାଯାଇଛି ୩୫ ରୁ ଅଧିକ ଗଧିଆ ଗାଁ ରେ ଆତଙ୍କ ଖେଳାଇ ଛନ୍ତି। ବିଶେଷ କରି ଛୋଟ ପିଲାଙ୍କୁ ବେଶୀ ଟାର୍ଗେଟ କରୁଛନ୍ତି।ବର୍ତ୍ତମାନ ଏହାକୁ ନେଇ ଚିନ୍ତା ମଧ୍ୟ ବଢ଼ି ଯାଇଛି।
Bb
ମା କୋଳ ରେ ସୋଇଥିବା ତିନି ବର୍ଷର ଛୁଆ ରାତି ର ଅନ୍ଧାର ରେ ଗଧିଆ ଟାଣି ନେଇଛନ୍ତି।ଯାହାକି ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି।ଲୋକମାନେ ଏହାପରେ ଭୟଭୀତ ହୋଇ ପଡିଛନ୍ତି।ମଣିଷ ଖିଆ ଗଧିଆ ଙ୍କୁ ଗାଁ ଲୋକମାନେ ଖୋଜୁଛନ୍ତି।କିନ୍ତୁ କୌଣସି ପ୍ରକାର ପତ୍ତା ପାଉ ନାହାନ୍ତି।ତିନି ବର୍ଷର ଛୋଟ ଛୁଆ କୁ ଦୁଇ ହାତ କୁ ଗଧିଆ ଖାଇ ଦେଇଛନ୍ତି। ୟୁପି ରେ ଏଭଳି ଲୋମ ଟାଙ୍କୁରା ଘଟଣା ଘଟିଯାଇଛି।
ଯାହାକୁ ନେଇ ଚହଳ ମଧ୍ୟ ସୃଷ୍ଟି ହୋଇଛି।ଗାଁ ଲୋକ ମାନଙ୍କର ନିଦ ହଜାଇ ଦେଇଛି।ବର୍ତମାନ ଏହି ଘଟଣା ଟି ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ଏହି ଘଟଣା ଦେଖିବା ପରେ ଅନେକ କଥା ଆଲୋଚନା କରିବାରେ ଲାଗିଛନ୍ତି।ଏବଂ ଦର୍ଶକ ମାନେ ମଧ୍ୟ ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.