Movie prime

ଛୁଆକୁ ମାରି ଦେବାକୁ ଧମକ ଦେଇ ମାକୁ କଲେ ଗଣ ଦୁ-ଷ୍କ-ର୍ମ ଦେଖନ୍ତୁ ଘଟିଗଲା କେତେ ବଡ଼ ଲଜ୍ୟା ଜନକ ଘଟଣା

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରାଜଧାନୀ ସ୍ଥିତ ମୈତ୍ରୀବିହାର ଥାନା ଅଞ୍ଚଳରେ ଥିବା ଏକ ଫ୍ଲାଟରେ ଦୁଇ ଜଣ ଦୁର୍ବୃତ୍ତ ଲୁଟ୍ କରିବା ସହ ଘର ଭିତରେ ଏକୁଟିଆ ଥିବା ଜଣେ ମହିଳାଙ୍କୁ ଦୁ-ଷ୍କ-ର୍ମ କରିଥିବା ଅଭିଯୋଗ ହୋଇଛି। ରାଜଧାନୀ ଭୁ‌ବନେଶ୍ବରରେ ଏକ ଅଭବନୀୟ ଘଟଣା ଘଟିଛି। ଚୋରମାନେ ସମ୍ପତ୍ତି ଲୁଟିବାକୁ ଆସି ଜଣେ ମହିଳାଙ୍କୁ ଦୁ-ଷ୍କ-ର୍ମ କରିଥିବା ନେଇ ଚର୍ଚ୍ଚା ହେଉଛି। ଦୁଇଜଣ ଚୋର ଭୁବନେଶ୍ବରରେ ସବୁଠି ସୁରକ୍ଷିତ କୁହାଯାଉଥ‌ିବା ଆପାର୍ଟମେଣ୍ଟରେ ଚୋରି କରିବାକୁ ଆସି ମହିଳାଙ୍କ ସହ ଦୁ-ଷ୍କ-ର୍ମ କରିଛନ୍ତି। ସୁଯୋଗ ଦେଖି ସେମାନେ ମହିଳାଙ୍କୁ ଦୁ-ଷ୍କ-ର୍ମ କରିଥିଲେ। 
Gh
ଏହି ଘଟଣାରେ ପୋଲିସ ତଦନ୍ତ କରି ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି। ଉଭୟଙ୍କୁ ପୋଲିସ ଜେରା କରୁଛି। ତେବେ ଖବର ଲେଖା ହେବା ସୁଦ୍ଧା ଅଟକ ଅଭିଯୁକ୍ତଙ୍କ ନାଁ ପୋଲିସ ପକ୍ଷରୁ ସାର୍ବଜନୀନ କରାଯାଇନାହିଁ। ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା। ଏ ନେଇ ପୀଡ଼ିତା ମୈତ୍ରୀ ବିହାର ଥାନାରେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ସ୍ପେଶାଲ ସ୍କ୍ୱାଡ୍ ଟିମ୍ ସହ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ୍ କରିଥିଲା। 
Hh
ମିଳିଥିବା ସୂଚନା ଅନୁଯାୟୀ, "ପୀଡ଼ିତା ଜଣକ ୧୦ ଦିନ ତଳେ ନିଜ ଦୁଇ ବର୍ଷର କୁନି ଝିଅକୁ ନେଇ ଫ୍ଲାଟକୁ ଯାଇଥିଲେ। ସେ ନିକଟସ୍ଥ ଡାକ୍ତରଖାନାରେ କାମ କରନ୍ତି। ରବିବାର ବିଳମ୍ବିତ ରାତିରେ ଦୁଇ ଜଣ ଦୁର୍ବୃତ୍ତ ବାଉଁଶ ବାଡ଼ି ସାହାଯ୍ୟରେ ଫ୍ଲାଟ୍ ଭିତରକୁ ପଶିଥିବା ଅଭିଯୋଗ ହୋଇଛି। ଫ୍ଲାଟରୁ ମୂଲ୍ୟବାନ ଜିନିଷ ପତ୍ର ନେବା ପୂର୍ବରୁ ଦୁର୍ବୃତ୍ତମାନେ ମହିଳାଙ୍କୁ ଏକୁଟିଆ ଦେଖି ଦୁ-ଷ୍କ-ର୍ମ କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ପୀଡ଼ିତା ଭୟଭୀତ ହୋଇ ମୈତ୍ରୀ ବିହାର ଥାନାରେ ଅଭିଯୋଗ କରିବାକୁ ସମୟ ନେଇଥିଲେ। 
ପୋଲିସ କହିଛି ଯେ, "ରାତିରେ ଖାଇ ସାରିବା ପରେ ମହିଳା ଜଣଙ୍କ ତାଙ୍କ ଝିଅ ସହିତ ଶୋଇବାକୁ ଯାଇଥିଲେ। କିନ୍ତୁ ରାତି ପ୍ରାୟ ୨ଟା ବେଳେ ସେ ଉଠିଥିଲେ। ସେ କିଛି ସମୟ ବାଲକୋନିରେ ବସି ବାଥରୁମକୁ ଯାଇଥିଲେ। ସେ ବାହାରକୁ ବାହାରିବା ମାତ୍ରେ ଚୋରମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେମାନେ ପ୍ରଥମେ ଏକ ସୁନା କାନଫୁଲ ଓ ମୋବାଇଲ୍ ଫୋନ୍ ଲୁଟି ନେଇଥିଲେ। ଘରେ କୌଣସି ପୁରୁଷ ନଥିବା ଜାଣିବା ପରେ ଲୁଟେରାମାନେ ତାଙ୍କୁ ଯୌ-ନ ନି-ର୍ଯା-ତ-ନା ଦେବା ପରେ ମୂଲ୍ୟବାନ ଜିନିଷ ପତ୍ର ନେଇ ଚମ୍ପଟ ମାରିଥିଲେ ବୋଲି ମହିଳା ଜଣଙ୍କ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.