Movie prime

ମାସ ଆରମ୍ଭରୁ ଚାଷୀ ମାନଙ୍କୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜାଣନ୍ତୁ କଣ ଏହି ଉପହାରଟି

 
Bb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ବନ୍ଧୁଗଣ ଜୁଲାଇ ୩୧ ତାରିଖ ଆବେଦନ ଶେଷ ତାରିଖ ଅଟେ। ଯଦି ଆପଣ ଗତକାଲି ସୁଧା ଆପଣ ଫସଲ ବୀମା ଯୋଜନାରେ ଆବେଦନ କରି ନାହାନ୍ତି ତଥାପି ଚିନ୍ତା କରିବାର କୌଣସି କାରଣ ନାହିଁ। ଆପଣ ମାନେ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। 
Hh
ବନ୍ଧୁଗଣ ମାସ ଆରମ୍ଭରୁ ଚାଷୀଙ୍କୁ ବଡ ସରପ୍ରାଇଜ ଦେଲେ ସରକାର। ଚାଷୀ ମାନଙ୍କ ପାଇଁ ପୁଣି ଏକ ବଡ଼ ସୁଯୋଗ ନେଇ ଆସିଛନ୍ତି ସରକାର। ଆଉ ଚାଷୀ ମାନଙ୍କୁ ଦେଇଛନ୍ତି ଏକ ବଡ ଖୁସି ଖବର। ପ୍ରଧାନମନ୍ତ୍ରୀ ଫସଲ ବୀମାର ଆବେଦନ ଅବଧି ବୃଦ୍ଧି ଘୋଷଣା କଲେ କେନ୍ଦ୍ର ସରକାର। ତେବେ ଦେଖିବାକୁ ଗଲେ ଅଗଷ୍ଟ ମାସ ପ୍ରଥମରୁ କେତେକ ନିୟମ ବଦଳିବାର ଥିଲା। 
Hh
ଆଉ ସେଇଥିରେ ଆନ୍ତର୍ଭୁକ୍ତ ଥିଲା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା। ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଆବେଦନର ଶେଷ ତାରିଖ ହେଇଥିବା ବେଳେ ଅଗଷ୍ଟ ୧ ତାରିଖ ପରେ ଆଉ ଏହି ଯୋଜନାରେ ଆଉ କେହି ଆବେଦନ କରିପାରିନଥାନ୍ତେ। ଯାହାକୁ ନେଇ ସମୟ ସୀମା ଧାର୍ଯ୍ୟ କରାଯାଇଥିଲା। ମାତ୍ର ସେହି ସମୟ ସୀମାକୁ ବୃଦ୍ଧି କରିଛନ୍ତି ସରକାର। ଆସନ୍ତା ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଷୀ ଏହି ଯୋଜନାରେ ନିଜ ନାମ ପଞ୍ଜିକରଣ କରିପାରିବେ। 
ତେବେ ଚଳିତ ଖରିଫ୍ ଋତ ଚାଷ ପାଇଁ କଟପ୍ ମଧ୍ୟ ବୃଦ୍ଧି କରାଯାଇଛି। ସର୍ବାଧିକ ପଞ୍ଜିକରଣ ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ କେନ୍ଦ୍ର କୃଷି ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସମବାୟ ଆୟୋଗଙ୍କ ପାଖକୁ ଚିଠି ଲେଖାଯାଇଛି। ଆସନ୍ତା ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଷୀ ମାନେ ନାମ ପଞ୍ଜିକରଣ କରିବା ପାଇଁ ନେସନାଲ କର୍ପ ଇନ୍ସୁରାନ୍ସ କୋଟା ଖୋଲା ରହିବ ବୋଲି ସୂଚନା ଦିଆଯାଇଛି।