Movie prime

ପୁଣିଥରେ ଷଷ୍ଠଥର ପାଇଁ ସରକାର ଗଢିବେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ! ଦେଖନ୍ତୁ ଆସିଲା ବଡ଼ ଖବର

 
Bb
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ରାଜନୀତି ବିଷୟରେ ଅନେକ କିଛି ଜାଣିପାରିବେ । ରାଜନୀତିକୁ ନେଇ ଆସିଥିବା ଖବର ଆପଣମାନେ ଏହି ଭିଡିଓ ଦ୍ଵାରା ଜାଣିପାରିବେ । ଏବେ ଏଭଳି କିଛି ଖବର ଆସିଛି ।
Vg
ଏବେ ତ ସବୁଆଡେ ଭୋଟଦାନ ସରିଯାଇଛି । ଆଉ ଏକଜିଟ ପୋଲରେ ଆସିଯାଇଛି ଖବର । କେଉଁ ଦଳ ଜିତିବ ଏହାର ସଂକେତ ମିଳିଥାଏ । ଆପଣମାନେ ଏହି ଏକଜିଟ୍ ପୋଲରେ କଣ ସବୁ ଆସିଛି ତାହା ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ନବୀନଙ୍କ ଚିହ୍ନରେ ବାଜିଛି ମୋହର । ନବୀନ ପଟ୍ଟନାୟକଙ୍କୁ ମିଳିଯାଇଛି ଶାସନ କରିବାର ସ୍ଵୀକୃତି । ଷଷ୍ଠ ଥର ପାଇଁ ନବୀନ କରିବେ ସରକାର । ଓଡ଼ିଶା ଗଣମାଧ୍ୟମ ସକଳ ଏବଂ ପ୍ରଗତି ପ୍ରତି ବିଜେଡି ଜିତିଛି ବୋଲି ସ୍ପଷ୍ଟ ଜଣାପଡ଼ିଛି ।
Vv
୨୦୨୪ ମସିହା ନିର୍ବାଚନରେ ଓଡ଼ିଶାବାସୀ ପୁଣି ଥରେ ନବୀନ ପଟ୍ଟନାୟକଙ୍କ ଉପରେ ଆର୍ଶୀବାଦ ଓଜାଡ଼ି ଦେଇଛନ୍ତି । ଏବେ ଏହି ନିର୍ବାଚନକୁ ନେଇ ଆସିଛି ଖବର । ଭୋଟରମାନେ ନିଜ ପସନ୍ଦର ପ୍ରତିନିଧି ବାଛିଥାନ୍ତି । ଏବେ ନବୀନ ସରକାର ପୁଣି ଶାସନ କରିବାକୁ ନେଇ ଆସୁଥିବା ଖବର ଭିତରେ ଏଭଳି କିଛି ଖବର ଏବେ ସାମ୍ନାକୁ ଆସି ଅନେକ ଦଳ ଭିତରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି । ଏହି ବିଜେଡି ଦଳ ଜିତିଛି ବୋଲି ଖବର ଆସିଥିବା ବେଳେ ଏବେ ୪ ତାରିଖରେ ଏହା ସ୍ପଷ୍ଟ ହୋଇଯିବ ।
ଓଡ଼ିଶାରେ ମୋଦି ଶାସନ ଚାଲିବ ନାହିଁ ବୋଲି ଖବର ଆସିଛି । ଓଡ଼ିଶାରେ ୧୪୭ ବିଧାନସଭା ଆସନ ଥିବା ବେଳେ ବିଜେଡ଼ି ୧୧୭ଟି ଆସନ ପାଇଛି । ବୁଥ ବାହୁଡ଼ା ମତରେ ଏହି ସବୁ ସୂଚନା ମିଳିଛି । ଏଭଳି ଅନେକ ଖବର ଏବେ ବିଜେଡି, ବିଜେପି ଏବଂ କଂଗ୍ରେସକୁ ନେଇ ଆସିଛି । ସବୁ ପର୍ଯ୍ୟାୟର ଭୋଟ ଆଉ ସବୁ ପ୍ରକାରର ଖବର ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ବୁଥ ବାହୁଡ଼ା ମତରେ ବିଜେଡି ଭୋଟରେ ବାଜିମାତ କରିଛି । ଏହି ଭୋଟରେ ବିଜେଡି ଜିତି ଶାସନ କରିବ ବୋଲି ଏବେ ଖବର ଆସିଛି ।