Movie prime

ଚିତ୍କାର କଲେ ସ୍ତ୍ରୀ ଶୁଣିଲେନି ସ୍ୱାମୀ ଦେଖନ୍ତୁ ଦେଖୁ ଦେଖୁ ଘଟିଗଲା କେତେବଡ ଅଘଟଣ

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇବା ସହ ଏଭଳି କିଛି ଘଟଣା ବିଷୟରେ ଜାଣି ପାରୁଛନ୍ତି ଯାହା ଆପଣଙ୍କୁ ଅନେକ ଦୁଃଖ ଦେବ । ଆଜିକାଲି ଦୁନିଆରେ ଅନେକ ଲୋକ ପ୍ରେମ କରି ବିବାହ କରିଛନ୍ତି । ପ୍ରାୟ ସମସ୍ତେ ପ୍ରେମ ବିବାହ କରୁଛନ୍ତି । ଗୋଟେ ଝିଅ ଯେତେବେଳେ ପୁଅ ସହ ଘରୁ ଆସେ ସେତେବେଳେ ସେ ଅନେକ ବିଶ୍ୱାସ ଆଉ ଭରଷା କରିଥାଏ । ଆଉ ଯଦି ତାର ଭଲପାଇବା ହିଁ ତାସହ ଏଭଳି କରିବ ତାହେଲେ ଏହି ସମାଜ ଆଉ କାହାକୁ ବା ଦୋଷ ଦେବ ।
Bb
ଭଲପାଇ ବାହା ହୋଇଥିଲେ ପ୍ରେମିକ ଆଉ ପ୍ରେମିକା । ଭଲପାଇ ଘରୁ ଉଠାଇ ଆଣି ବାହା ହେଲା । ଉଭୟ ସ୍ବାମୀ ଆଉ ସ୍ତ୍ରୀ ମଧ୍ୟରେ ଝଗଡ଼ା ଲାଗିବାରୁ ସ୍ଵାମୀ ଜଣକ କରିଥିଲା ଏଭଳି କାମ ।ସ୍ଵାମୀ ଜଣକ ଆରିପାତିଆରେ ସ୍ତ୍ରୀର ବେକକୁ ଘୋରି ଦେଲା । ସ୍ତ୍ରୀ ଜଣକ ଚିତ୍କାର କରୁଥିଲା କିନ୍ତୁ ସ୍ଵାମୀ ଜଣକ ଶୁଣୁ ନଥିଲା ଆଉ ତାଙ୍କୁ ଛାଡ଼ୁ ନଥିଲା । ଯେଉଁ ହାତରେ ସ୍ଵାମୀ ଜଣକ ଭଗବାନଙ୍କୁ ସାକ୍ଷୀ ରଖି ସିନ୍ଦୂର ପିନ୍ଧାଇଥିଲେ ସେ ତାର ବେକ କାଟିଦେଲେ । ପ୍ରଥମେ ଏହି ନୃଶଂସ ସ୍ଵାମୀ ଜଣକ ବେକକୁ ଚିପି ମାରି ଦେଲା ।
Hh
ଆଉ ଏହାପରେ ଏହି ସ୍ତ୍ରୀ ଜଣକ ବେକକୁ ଆରି ପାତିଆରେ କାଟି ଦେଲା । ଯେପର୍ଯ୍ୟନ୍ତ ରକ୍ତ ବାହାରି ନଥିଲା ସେ ବେକକୁ ଘୋରି ଚାଲିଲା । ଆଉ ସ୍ଵାମୀ ଜଣକ ସ୍ତ୍ରୀର ରକ୍ତ ଦେଖି ମଧ୍ୟ ଆହୁରି କାଟି ଚାଲିଲା । ଏ କେମିତିକା ପ୍ରେମ ଆଉ କେମିତିକା ସଂପର୍କ । ଯେଉଁ ସ୍ଵାମୀ ମଥାରେ ସିନ୍ଦୂର ପିନ୍ଧାଇ ଥିଲା ସେ ଆଜି ତାର ଜୀବନ ନେଇଗଲା । ସ୍ଵାମୀ ସ୍ତ୍ରୀର ସମ୍ପର୍କକୁ ଭାଙ୍ଗି ଦେଲା ଏହି କାମ । ଏବେ ଏହି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ । ଯାଜପୁର ଜିଲ୍ଲାର ଏହି ମୃ-ତ ମହିଳାଙ୍କ ନାଁ ହେଉଛି ଦୀପାଞ୍ଜଳି ରାଉତ ।
ଆଉ ଏହି ଯୁବକ ଜଣକ ହେଉଛନ୍ତି ସତ୍ୟରଞ୍ଜନ ବେହେରା । କୁଆଖିଆ ଥାନା ଗୁଟଖା ଗାଁର ଏହି ଘଟଣା । ଏହି ଯୁବକ ଆଉ ଯୁବତୀ ପ୍ରେମ ବିବାହ କରିଥିଲେ । ସେମାନେ ତିନି ବର୍ଷ ହେଲା ବିବାହ କରିଥିଲେ । ସେମାନେ ଭଡାଘରେ ରହୁଥିଲେ । ଆଉ ଝିଅର ପରିବାର ଲୋକେ ତାଙ୍କୁ କଲ କରିବାରୁ ଅଭିଯୁକ୍ତ ଜଣକ ଝିଅ ଘରେ ନାହିଁ ବୋଲି କହିଥିଲେ । ଆଉ ଏହାପରେ ଏହି ଯୁବତୀ ଜଣଙ୍କର ପରିବାର ଲୋକ ତାଙ୍କ ଝିଅକୁ ହ-ତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି । ଏବେ ପୋଲିସ ରଞ୍ଜନକୁ ଗିରଫ କରିଛି ।