Movie prime

ମାଡ଼ି ଆସୁଛି ଭୟଙ୍କର ବାତ୍ୟା ଦେଖନ୍ତୁ ପ୍ରଭାବିତ ହେବେ ଏହିସବୁ ଜିଲ୍ଲା

 
Vg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଧିରେ ଧିରେ ବଦକିବାରେ ଲାଗିଛି ପାଣିପାଗ। ତୁହାକୁତୁହା ବର୍ଷା ସାଙ୍ଗକୁ ମାରିବ ବିଜୁଳି ଘଡଘଡି ଫଳରେ ଛିନଛତ୍ର ହେବ ଏହି ୧୮ଟି ଜିଲ୍ଲା। ଘଣ୍ଟାପ୍ରତି ୩୫ ରୁ ୪୫ କିମି ବେଗରେ ବହିବ ପବନ। ଏବେଠୁ ଭୟଭୀତ ହେଲେଣି ଓଡିଶାବାସି। ଆଗକୁ ଏଭଳି ପରିସ୍ଥିତି ସୃଷ୍ଟି ହେବ ଯେ ଘରୁ ବାହାରିବା କଷ୍ଟକର ହେଇଯିବ। ତେବେ ଏବେ ଠାରୁ ସମସ୍ତଙ୍କୁ ଚେତାବନୀ ଦିଆଗଲାଣି। ସେପଟେ ଲଘୁଚାପ ମାଡ଼ି ଆସୁଥିବା ବେଳେ ଏପଟେ ତାଣ୍ଡବ ରଚିବ ଲଘୁଚାପ। 
Bh
ବଜ୍ରପାତ ସାଙ୍ଗକୁ ପ୍ରବଳ ବର୍ଷା ଲାଗି ରହିବ। ପୁଣି ଆସୁଛି ଆଉ ଏକ ବଡ ଲଘୁଚାପ। ଯାହାକି ସମୁଦ୍ରରେ ବଳ ଗୋଟାଉଛି। ଆସନ୍ତା କାଲି ସୁଦ୍ଧା ନେଇପାରେ ଭୟଙ୍କର ରୂପ। ତେବେ ବାୟୁମଣ୍ଡଳରେ ଏକ ସେକ୍ଲୋନିକ ସର୍କୁଲେସନ୍ ସୃଷ୍ଟି ହେଇଛି। ଏହା ପ୍ରଭାବରେ ଆଗାମୀ ଦୁଇଦିନ ମଧ୍ୟରେ ଅର୍ଥାତ ୪ ତାରିଖ ସୁଧା ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହା ପ୍ରଭାବରେ ରାଜ୍ୟର ଏକାଧିକ ସ୍ଥାନରେ ବର୍ଷା ଆଶଙ୍କା ରହିଛି। 
Bb
ବର୍ତ୍ତମାନ ସୁଦ୍ଧା ବାତ୍ୟା ଆଶଙ୍କା ନଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଆଜି ବିଜୁଳି ଘଡଘଡି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାରିଂ ଜାରି କରାଯାଇଛି। ପାଣିପାଗ ବିଭାଗ ସୂଚନା ଅନୁସାରେ ଦକ୍ଷିଣପୂର୍ବ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେଇଛି। ଏହା କ୍ରମଶଃ ପଶ୍ଚିମଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଯାହା ପ୍ରଭାବରେ ୪ ତାରିଖ ବେଳକୁ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ନିକଟରେ ଏକ ଲଘୁଚାପ ସୃଷ୍ଟି ହେବ। 
ପାଣିପାଗ ବିଭାଗର ଆକଳନ ଅନୁସାରେ ୪ ତାରିଖ ପୂର୍ବାହ୍ନ ମଧ୍ୟରେ ଉପକୂଳ ଓଡିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଘଡଘଡି ବିଜୁଳି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି। ପରବର୍ତ୍ତୀ ତିନିଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ। ମାତ୍ର ୮ ତାରିଖ ବେଳକୁ ବଢିପାରେ ବର୍ଷାର ପରିମାଣ।ଲଘୁଚାପ ପ୍ରଭାବରେ ୪ ତାରିଖ ବେଳକୁ ରାଜ୍ୟରେ ବର୍ଷା ହୋଇପାରେ। ଦଶହରା ପୂର୍ବରୁ ରାଜ୍ୟରେ ବଡ଼ ବର୍ଷା ହେବାର ଆଶଙ୍କା ରହିଥିବା ବିଭାଗ ପକ୍ଷରୁ କୁହାଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.