Movie prime

ବାଛନ୍ତୁ ଗୋଟିଏ ହୃଦୟ ଆଉ ପାଆନ୍ତୁ ଆପଣଙ୍କ ହୃଦୟରେ ଥିବା ପ୍ରତ୍ୟେକ ପ୍ରଶ୍ନର ଉତ୍ତର

 
Hh
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆମ ଭାରତରେ ରହୁଥିବା ଅଧିକାଂଶ ବ୍ୟକ୍ତି ଜ୍ୟୋତିଷ ଶାସ୍ତ୍ର ଉପରେ ଅଧିକ ବିଶ୍ୱାସ ରଖିଥାଆନ୍ତି। ପୁଣି ଜୀବନର ଅଧିକାଂଶ ସମସ୍ୟା ମନୁଷ୍ୟ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଥିବା ଉପାୟ ଦ୍ୱାରା ସେମାନେ ସେମାନଙ୍କର ସମସ୍ୟାର ସମାଧାନ କରିଥାଆନ୍ତି।
Hh
ଏହା ବ୍ୟତୀତ ମନୁଷ୍ୟ ନିଜ ଭାଗ୍ୟର ଭବିଷ୍ୟ ବିଷୟରେ ଜାଣିବା ପାଇଁ ମଧ୍ୟ ଜ୍ୟୋତିଷ ଶାସ୍ତ୍ରର ସାହାରା ନେଇଥାଆନ୍ତି। ତେବେ ଆଠଟି ନମ୍ବର ମଧ୍ୟରୁ ବାଛନ୍ତୁ ଗୋଟିଏ ନମ୍ୱର ଆଉ ଜାଣନ୍ତୁ ଆପଣଙ୍କ ଭବିଷ୍ୟତରେ ଆଗକୁ କଣ ହେବାକୁ ଯାଉଛି।
୧:- ଯଦି ଆପଣ ପ୍ରଥମ ନମ୍ବରଟିକୁ ବାଛିଛନ୍ତି ତେବେ ଏଥର ଆପଣଙ୍କର ଖରାପ ସମୟ ଚାଲିଯିବ। ନୂଆ କିରଣ ଆପଣଙ୍କ ଜୀବନରେ ଆସୁଅଛି। ଆପଣଙ୍କର ଇଚ୍ଛା ମୁତାବକ କାର୍ଯ୍ୟ ହେବ। କିନ୍ତୁ ଅଳ୍ପ ବିଳମ୍ବ ହୋଇପାରେ। ଏଣିକି ଭଲ ସମୟ ଆସୁଛି। କନ୍ୟା ପୁତ୍ରଙ୍କ ପାଇଁ ଚିନ୍ତା କରନ୍ତୁନି। ଆପଣ ପୂର୍ବରୁ ଯାହାକୁ ସାହାର୍ଯ୍ୟ କରିଛନ୍ତି ସେ ଆପଣଙ୍କୁ ମନେ ପକାଉଛନ୍ତି।
Bb
୨:- ଯଦି ଆପଣ ଦ୍ଵିତୀୟ ନମ୍ବରଟିକୁ ବାଛିଛନ୍ତି ତେବେ ବର୍ତ୍ତମାନ ଆପଣଙ୍କୁ ବିଶ୍ରାମ ମିଳୁନି। ସବୁଆଡେ ଅସାନ୍ତି ଚାଲିଛି। ଧନ ରତ୍ନର ଅଭାବ ହେଉଛି। ମନ୍ଦ ଦଶାରୁ ଆପଣଙ୍କର ମାନସିକ ବିଭ୍ରାଟ ଘଟୁଛି। 
୩- ଯଦି ଆପଣ ତୃତୀୟ ନମ୍ବରଟିକୁ ବାଛିଛନ୍ତି ତେବେ ଆପଣଙ୍କର ଇଚ୍ଛା ପୁରଣ ହେବାକୁ ଯାଉଛି। ଭାଗ୍ୟନ୍ନୋତିରେ ଉନ୍ନତି ହେବ। ଖର୍ଚ୍ଚ ବିଶେଷ ହୋଇ ଆୟ କମ ହେଉଛି। ପୁତ୍ର, କନ୍ୟା, ସ୍ତ୍ରୀଙ୍କ ପାଇଁ ଶୁଭଫଳ ପ୍ରଦାନ କରିବ। 
୪:- ଆପଣ ଚତୁର୍ଥ ନମ୍ବରଟିକୁ ବାଛିଛନ୍ତି ତେବେ ପୁତ୍ର ଓ ସ୍ତ୍ରୀ କଷ୍ଟ ଭୋଗ କରିବେ। କିନ୍ତୁ ସନ୍ତାନଙ୍କର ଉନ୍ନତି ହେବ। ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ ହେବ। ଆପଣ ବ୍ୟସ୍ତତା ମଧ୍ୟରେ ଗତି କରୁଛନ୍ତି। 
୫:- ଯଦି ଆପଣ ପଞ୍ଚମ ନମ୍ବରଟିକୁ ବାଛିଛନ୍ତି ତେବେ ଆପଣଙ୍କ ରାଶିଚକ୍ରରେ ଗ୍ରହର ଦିଶା ଠିକ କରନ୍ତୁ। ସବୁଦିନ ଆପଣ ଧନ ଓ ପୁତ୍ର ଚିନ୍ତାରେ ରହୁଛନ୍ତି। ରାଜଭଙ୍ଗ ଯୋଗ ରହୁଛି। ପରାଜୟ ବରଣ କରିବେ। ଯିଏ ଆପଣଙ୍କୁ ହୃଦୟରୁ ଅଧିକ ଭଲ ପାଉଛନ୍ତି ସେ ଆପଣଙ୍କୁ ମାନେ ପକାଉଛି। 
୬:- ଯଦି ଆପଣ ଷଷ୍ଠ ନମ୍ବରଟିକୁ ବାଛିଛନ୍ତି ତେବେ ଆପଣ ଜୀବନରେ ଦୁଃଖରେ ଲାଗି ରହିଛି। ଆପଣଙ୍କର ୨ ବର୍ଷ ଅପେକ୍ଷା କରନ୍ତୁ। ସବୁ କିଛି ଠିକ ହେବ।
୭:- ଯଦି ଆପଣ ସପ୍ତମ ନମ୍ୱରଟିକୁ ବାଛିଛନ୍ତି ତେବେ ଆପଣଙ୍କ ଜୀବନସାଥି ଆପଣଙ୍କୁ ବହୁତ ଭଲ ପାଆନ୍ତି। କାରଣ ତାଙ୍କୁ ଆପଣଙ୍କ ଚାଲିଚଳନ ଓ ଆପଣଙ୍କ ସାହାଯ୍ୟ ମନୋଭାବ ବହୁତ୍ ଭଲ ଲାଗେ। ଆପଣଙ୍କ ସାହସୀ ମନୋଭାବ ମଧ୍ୟ ତାଙ୍କୁ ବହୁତ ଭଲ ଲାଗେ।
୮:- ଯଦି ଆପଣ ଅଷ୍ଟମ ନମ୍ବରଟିକୁ ବାଛିଛନ୍ତି ତେବେ ଆପଣ ବହୁତ ଶାନ୍ତ ସରଳ ସ୍ୱଭାବର ବ୍ୟକ୍ତି ଅଟନ୍ତି। ଏବଂ ସମସ୍ତଙ୍କ ସହିତ ଖୁବଶୀଘ୍ର ମଧ୍ୟ ମିଶି ଯାଆନ୍ତି। ଆପଣଙ୍କୁ ଆପଣଙ୍କ ଲାଇଫ ପାର୍ଟନର ବହୁତ ପସନ୍ଦ କରନ୍ତି। କାରଣ ତାଙ୍କୁ ଆପଣଙ୍କ ବିଶ୍ଵସ୍ତ ଭାବ ଓ ଦାୟିତ୍ଵ ଭାବ ବହୁତ ପସନ୍ଦ ହୋଇଥାଏ ଓ ତାଙ୍କ ପାଇଁ ଆପଣ ବହୁତ ଭଲ ଅଟନ୍ତି।