Movie prime

ବାଛନ୍ତୁ ଗୋଟିଏ ବାହାଘର ବେଦୀ ଆଉ ଜାଣନ୍ତୁ କେବେ ସରିବ ଆପଣଙ୍କ ଦୁଃଖ ସମୟ

 
Bb
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। ଏଥିପାଇଁ ଅନେକ ଲୋକ ଜ୍ୟୋତିଷ ମାନଙ୍କ ପରାମର୍ଶ ନେଇଥାନ୍ତି। ନିଜ ଭବିଷ୍ୟତ ସହିତ ଯୋଡିତ କଥା ମାନ ଜାଣିବା ପାଇଁ ଜ୍ୟୋତିଷ ଶାସ୍ତ୍ରର ଗଣନା କରିଥାନ୍ତି।
ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ବିକଳ୍ପ ମାଧ୍ୟମରେ ଆପଣଙ୍କ ଭବିଷ୍ୟତ ସହିତ ଯୋଡିତ କିଛି ଘଟଣା ଜାଣିପାରିବେ। ଏଥିପାଇଁ ଆପଣଙ୍କୁ ୩ଟି ନମ୍ବର ମଧ୍ୟରୁ ଗୋଟିଏ ନମ୍ବର ବାଛନ୍ତୁ ଆଉ ଜାଣନ୍ତୁ ଆପଣଙ୍କ ଭବିଷ୍ୟତ ବିଷୟରେ।
Bh
୧:- ଯଦି ଆପଣ ପ୍ରଥମ ସଂଖ୍ୟାଟିକୁ ବାଛିଛନ୍ତି ତେବେ, ବର୍ତ୍ତମାନ ଆପଣ ଆଉ ଦୁଃଖ ଭୋଗ କରିବେନି। ଆପଣ ଙ୍କର ବନ୍ଧୁଙ୍କ ସହ ସମ୍ପର୍କରେ ବାଧା ଆସୁଥିଲା ତାହା ଦୂର ହେବ। ବିବାଦରୁ ମୁକ୍ତି ମିଳିବ।
ଆପଣଙ୍କର ପ୍ରେମ ବିବାହ ହେବାକୁ ଯାଉଛି। ବହୁତ କଷ୍ଟରେ ସମସ୍ତଙ୍କୁ ବୁଝେଇବା ପରେ ହିଁ ଏହା ସମ୍ଭବ ହେବ। ଘର ପରିବାର ଲୋକ ସମସ୍ତେ ଆପଣଙ୍କ ସାଥ ଦେବେ। ଆପଣଙ୍କ ଜିଦି ସାମ୍ନାରେ ସମସ୍ତେ ମୁଣ୍ଡ ନୂଆଁଇବା ପାଇଁ ବାଧ୍ୟ ହେବେ।
Hh
୨:- ଆପଣ ଯଦି ଦ୍ୱିତୀୟ ସଂଖ୍ୟାଟିକୁ ବାଛିଛନ୍ତି ତେବେ, ଆପଣ ଅସାନ୍ତି ଭୋଗ କରୁଛନ୍ତି। ମାନସିକ ଚିନ୍ତା ଦୂର ହେବ। ଆପଣଙ୍କ ଜୀବ ଦଶା ମଧ୍ୟରେ ୨ ରୁ ୩ଟି ମନ୍ଦ ଦଶା ଭୋଗ ହେବ। ପଣ୍ଡିତଙ୍କ ଦ୍ଵାରା ଜାତକ ଦେଖାଇ ଏହାର ପ୍ରତିକାର କରନ୍ତୁ।
ଘର ପରିବାର ଲୋକ ଆପଣଙ୍କୁ ବିବାହ ନିମନ୍ତେ ଅନୁମତି ପ୍ରଦାନ କରିବେ ନାହିଁ। ତେଣୁ ଆପଣ ତାଙ୍କ ବିରୁଦ୍ଧରେ ଯାଇ ବାହାରେ ବିବାହ କରିବେ। ନିଜ ମନ ମୁତାବିକ ଆପଣ ନିଜ କାର୍ଯ୍ୟ କରିବେ। କୋର୍ଟ ମ୍ୟାରେଜ କରିବାର ବହୁତ ଯୋଗ ରହିଛି।
Hh
୩:- ଆପଣ ଯଦି ତୃତୀୟ ସଂଖ୍ୟାଟିକୁ ବାଛିଛନ୍ତି ତେବେ, ଆପଣ ଦେଖିବାକୁ ସୁନ୍ଦର, ଚତୁର ଓ ସମାଜରେ ଖ୍ଯାତି ସମ୍ପନ୍ନ ବ୍ୟକ୍ତି ଅଟନ୍ତି। ପରିବାର ତରଫରୁ ଦୁଃଖ ମିଳୁଛି। ଅପବ୍ୟୟ ଯାହା ଅଧିକ ହେଉଥିଲା ସେଥିରେ ସୁଧାର ଆସିବ। ଆପଣ ନିଜ ପସନ୍ଦରେ ହିଁ ବିବାହ କରିବେ।
ଆପଣ ଟିକେ ଦୁଃଖିତ ଏଥିପାଇଁ ରହିବେ କି ଆପଣ ଯାହାକୁ ନିଜ ଜୀବନରେ ଖୁସି ଦେବାକୁ ଚାହୁଁଛନ୍ତି ତାଙ୍କୁ ଆପଣ ଖୁସି ଦେଇପାରିଲେଣି। ଆପଣଙ୍କୁ ଲାଗିବ କି ନିଜ ଲୋକ ସାଥ ଦେଉଛନ୍ତି କିନ୍ତୁ ଖୁସି ନାହାନ୍ତି।