Movie prime

ବାଛନ୍ତୁ ୨ଟି ମଧ୍ୟରୁ ଗୋଟିଏ ବହି ଆଉ ପାଆନ୍ତୁ ଆପଣଙ୍କ ପ୍ରତ୍ୟେକ ପ୍ରଶ୍ନର ଉତ୍ତର

 
Vg
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। ଏଥିପାଇଁ ଅନେକ ଲୋକ ଜ୍ୟୋତିଷ ମାନଙ୍କ ପରାମର୍ଶ ନେଇଥାନ୍ତି। ନିଜ ଭବିଷ୍ୟତ ସହିତ ଯୋଡିତ କଥା ମାନ ଜାଣିବା ପାଇଁ ଜ୍ୟୋତିଷ ଶାସ୍ତ୍ରର ଗଣନା କରିଥାନ୍ତି। ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ବିକଳ୍ପ ମାଧ୍ୟମରେ ଆପଣଙ୍କ ଭବିଷ୍ୟତ ସହିତ ଯୋଡିତ କିଛି ଘଟଣା ଜାଣିପାରିବେ। ଏଥିପାଇଁ ଆପଣଙ୍କୁ ୨ଟି ନମ୍ବର ବା ବହି ମଧ୍ୟରୁ ଗୋଟିଏ ନମ୍ବର ବା ବହି ବାଛନ୍ତୁ ଆଉ ଜାଣନ୍ତୁ ଆପଣଙ୍କ ଭବିଷ୍ୟତ ବିଷୟରେ।
Vv
ଦର୍ଶକବନ୍ଧୁ ଆମ ଭାରତରେ ରହୁଥିବା ଅଧିକାଂଶ ବ୍ୟକ୍ତି ଜ୍ୟୋତିଷ ଶାସ୍ତ୍ର ଉପରେ ଅଧିକ ବିଶ୍ୱାସ ରଖିଥାଆନ୍ତି। ପୁଣି ଜୀବନର ଅଧିକାଂଶ ସମସ୍ୟା ମନୁଷ୍ୟ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଥିବା ଉପାୟ ଦ୍ୱାରା ସେମାନେ ସେମାନଙ୍କର ସମସ୍ୟାର ସମାଧାନ କରିଥାଆନ୍ତି। ଏହା ବ୍ୟତୀତ ମନୁଷ୍ୟ ନିଜ ଭାଗ୍ୟର ଭବିଷ୍ୟ ବିଷୟରେ ଜାଣିବା ପାଇଁ ମଧ୍ୟ ଜ୍ୟୋତିଷ ଶାସ୍ତ୍ରର ସାହାରା ନେଇଥାଆନ୍ତି। ତେବେ ଦୁଇଟି ବା ବହି ମଧ୍ୟରୁ ବାଛନ୍ତୁ ଗୋଟିଏ ବହି ବା ନମ୍ୱର ଆଉ ଜାଣନ୍ତୁ ଆପଣଙ୍କ ଭବିଷ୍ୟତରେ କଣ ହେବାକୁ ଯାଉଛି।
Cc
୧:- ଆପଣ ଯଦି ପ୍ରଥମ ପୁସ୍ତକଟିକୁ ବାଛିଛନ୍ତି ତେବେ ଆପଣଙ୍କ କାର୍ଯ୍ୟ ଶୁଭପ୍ରଦ ରହିବ ମନ୍ଦ ଦଶା ଖୁବ କମ ସମୟ ମଧ୍ୟରେ ଦୂର ହେବାକୁ ଯାଉଛି। ଆପଣ ଏକ ଭଲ ପଣ୍ଡିତ ଦେଖାଇ ରୌପ୍ୟ ମୁଦ୍ରିକା ଧାରଣ କରନ୍ତୁ। ଏହା ଆପଣଙ୍କ ପାଇଁ ଲାଭକାରୀ ରହିବ। ବର୍ତ୍ତମାନ ଆପଣ ଯେଉଁ କଥା ଲାଗି ବ୍ୟସ୍ତତାରେ ରହୁଛନ୍ତି ତାହାର ଶୀଘ୍ର ହିଁ ସମାଧାନ ହୋଇଯିବ। ଆପଣଙ୍କ ପାଖରେ ଏକ ଦୁର୍ଗୁଣ ରହିଅଛି ଆପଣ ଅଯଥା ଖର୍ଚ୍ଚ ବହୁତ କରନ୍ତି। ଏହି ଗୁଣକୁ ବଦଳାନ୍ତୁ ଦେଖିବେ ଜୀବନରେ ଆପଣ ଆଗକୁ ବଢ଼ି ପାରିବେ।
୨:- ଯଦି ଆପଣ ଦ୍ୱିତୀୟ ପୁସ୍ତକକୁ ପସନ୍ଦ କରିଛନ୍ତି ତେବେ ଆପଣ ଜଣେ ଧର୍ଯ୍ୟବାନ, ବିବେକବାନ ଓ ଜ୍ଞାନୀ ବ୍ୟକ୍ତି ଅଟନ୍ତି। ଯେଉଁ କ୍ଷେତ୍ରରେ ରହିଥାନ୍ତି ଉଚ୍ଚ ସ୍ଥିତିରେ ରହିଥାନ୍ତି। ପବିତ୍ର ସ୍ଵଭାବ ସମ୍ପନ୍ନ ବ୍ୟକ୍ତି ହୋଇଥିବାରୁ ଆପଣ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି। ଆପଣଙ୍କର ଛିଡିଛିଡା ସ୍ଵଭାବ କାରଣରୁ ଲୋକମାନେ ଆପଣଙ୍କ ଠାରୁ ଦୂରେଇ ଯାଇଥାନ୍ତି। କିନ୍ତୁ ଯେଉଁ ମାନେ ଆପଣଙ୍କୁ ସଠିକ ଭାବେ ବୁଝିଥାନ୍ତି ସେମାନେ କେବେ ବି ଆପଣଙ୍କୁ ଛାଡନ୍ତି ନାହିଁ।