Movie prime

ବାଛନ୍ତୁ ୨ଟି ମଧ୍ୟରୁ ଗୋଟିଏ ଆଉ ଜାଣନ୍ତୁ କେମିତି ରହିବ ଆପଣଙ୍କ ଆଗାମୀ ଦିନର ଭାଗ୍ୟ

 
Hh
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। ଏଥିପାଇଁ ଅନେକ ଲୋକ ଜ୍ୟୋତିଷ ମାନଙ୍କ ପରାମର୍ଶ ନେଇଥାନ୍ତି। ନିଜ ଭବିଷ୍ୟତ ସହିତ ଯୋଡିତ କଥା ମାନ ଜାଣିବା ପାଇଁ ଜ୍ୟୋତିଷ ଶାସ୍ତ୍ରର ଗଣନା କରିଥାନ୍ତି। ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ବିକଳ୍ପ ମାଧ୍ୟମରେ ଆପଣଙ୍କ ଭବିଷ୍ୟତ ସହିତ ଯୋଡିତ କିଛି ଘଟଣା ଜାଣିପାରିବେ। ଏଥିପାଇଁ ଆପଣଙ୍କୁ ୨ଟି ନମ୍ବର ବା ଚାବି ମଧ୍ୟରୁ ଗୋଟିଏ ବାଛନ୍ତୁ ନମ୍ବର ବା ଚାବି ଆଉ ଜାଣନ୍ତୁ ଆପଣଙ୍କ ଭବିଷ୍ୟତ ବିଷୟରେ।
Bb
ଦର୍ଶକବନ୍ଧୁ ଆମ ଭାରତରେ ରହୁଥିବା ଅଧିକାଂଶ ବ୍ୟକ୍ତି ଜ୍ୟୋତିଷ ଶାସ୍ତ୍ର ଉପରେ ଅଧିକ ବିଶ୍ୱାସ ରଖିଥାଆନ୍ତି। ପୁଣି ଜୀବନର ଅଧିକାଂଶ ସମସ୍ୟା ମନୁଷ୍ୟ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଥିବା ଉପାୟ ଦ୍ୱାରା ସେମାନେ ସେମାନଙ୍କର ସମସ୍ୟାର ସମାଧାନ କରିଥାଆନ୍ତି। ଏହା ବ୍ୟତୀତ ମନୁଷ୍ୟ ନିଜ ଭାଗ୍ୟର ଭବିଷ୍ୟ ବିଷୟରେ ଜାଣିବା ପାଇଁ ମଧ୍ୟ ଜ୍ୟୋତିଷ ଶାସ୍ତ୍ରର ସାହାରା ନେଇଥାଆନ୍ତି। ତେବେ ଦୁଇଟି ନମ୍ବର ବା ଚାବି ମଧ୍ୟରୁ ବାଛନ୍ତୁ ଗୋଟିଏ ନମ୍ୱର ବା ଚାବି ଆଉ ଜାଣନ୍ତୁ ଆପଣଙ୍କ ଭବିଷ୍ୟତରେ ଆଗକୁ କଣ ହେବାକୁ ଯାଉଛି।
Bb
୧:- ଆପଣ ଯଦି ପ୍ରଥମ ନମ୍ବରଟିକୁ ବାଛିଛନ୍ତି ତେବେ ଆପଣ ଜଣେ ହୃଦୟବାନ ବ୍ୟକ୍ତି ଅଟନ୍ତି। ଆପଣଙ୍କର ସରଳତାର ସୁଯୋଗ ସମସ୍ତେ ନେଉଛନ୍ତି। ଆପଣଙ୍କୁ କୌଣସି କାର୍ଯ୍ୟରେ ସଫଳତା ମିଳୁନାହିଁ। କିନ୍ତୁ ଏବେ ଆପଣଙ୍କ ପାଇଁ ଭଲ ସମୟ ଆସିଯାଇଛି। ଧନ ଜନିତ ସମସ୍ୟାର ସମାଧାନ ହେବାକୁ ଯାଉଛି। କାହାକୁ ନିଜର ଗୁପ୍ତ କଥା କୁହନ୍ତୁ ନାହିଁ। ଜାତକରେ ଗୋଟିଏ ଶୁଭଦଶାର ଭୋଗ ରହିଛି, ଯେଉଁ କାରଣରୁ ଅର୍ଥ, ମାନସମ୍ମାନ, ଯଶ ପ୍ରାପ୍ତି ହେବାର ଯୋଗ ରହିଛି। ଇଛା ଅନୁସାରେ ଆପଣଙ୍କୁ ଫଳ ପ୍ରାପ୍ତ ହେବ। ଆପଣ ସନ୍ଧ୍ୟା ସମୟରେ ଓମ୍ ନମଃ ଭଗବତେ ବାସୁଦେବାୟ ମନ୍ତ୍ର ଜପ କରନ୍ତୁ। ଏହି ମନ୍ତ୍ରକୁ ୧୧ ଥର ଜପ କରନ୍ତୁ। ଆପଣ ଦେଖିବେ ସବୁ ସମସ୍ୟାର ସମାଧାନ ହେଇଯିବ।
୨:- ଆପଣ ଯଦି ଦ୍ୱିତୀୟ ନମ୍ବର ଚାବିଟିକୁ ବାଛିଛନ୍ତି ତେବେ, ଆପଣ କାର୍ଯ୍ୟରେ ଅନେକ ଚେଷ୍ଟା କଲେ ମଧ୍ୟ ସଫଳ ପାଇ ପାରୁନାହାଁନ୍ତି। ଆପଣ ଅନେକ ଚିନ୍ତାରେ ଥିବା କାରଣରୁ ଦୁଃଖରେ ରହୁଛନ୍ତି। ଅଳସୁଆ ସ୍ବଭାବ କାରଣରୁ ଆପଣ ସବୁ କାର୍ଯ୍ୟକୁ ବିଳମ୍ବରେ କରୁଛନ୍ତି। ଆପଣଙ୍କର ଗ୍ରହଦଶା ରହିଛି ତେଣୁ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ। ବର୍ତ୍ତମାନ ସମୟରେ ଆପଣ ନାନା ପ୍ରକାର ସମସ୍ୟା ଦେଇ ଗତି କରୁଛନ୍ତି। ତେଣୁ ଚିନ୍ତା ନକରି ଧର୍ଯ୍ୟର ସହିତ ସମୟକୁ ଅପେକ୍ଷା କରନ୍ତୁ। ଆପଣ ବହୁତ୍ ଧର୍ଯ୍ୟବାନ ବ୍ୟକ୍ତି ଅଟନ୍ତି। ଆପଣ ଅଯଥାରେ ସମୟ ନଷ୍ଟ କରିବାକୁ ପସନ୍ଦ କରନ୍ତି ନାହିଁ। ଆପଣ ମହାଦେବଙ୍କୁ ସ୍ମରଣ କରନ୍ତୁ। ଏବଂ ପ୍ରତିଦିନ ୧୦୮ ଥର ଓମ୍ ନମଃ ଶିବାୟ ଜପ କରନ୍ତୁ। ଦେଖିବେ ଆପଣଙ୍କ ଜୀବନରେ ଯାହା ବି ସମସ୍ୟା ଅଛି ତାହା ଦୂରେଇ ଯିବ।