Movie prime

ବାଛନ୍ତୁ ୨ଟି ମଧ୍ୟରୁ ଗୋଟିଏ ଆଉ ଜାଣନ୍ତୁ ଆଗାମୀ ଦିନରେ କେମିତି ରହିବ ଆପଣଙ୍କ ଭବିଷ୍ୟତ

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜ୍ଯୋତିଷ ଅନୁସାରେ କୌଣସି ବ୍ୟକ୍ତିଙ୍କ ପସନ୍ଦ ଏବଂ ନାପସନ୍ଦରୁ ମଧ୍ୟ ତାଙ୍କ ବ୍ୟକ୍ତିତ୍ବ, ସ୍ଵଭାବ ଓ ଭବିଷ୍ୟତ ବିଷୟରେ ଅନେକ କିଛି ଜାଣିହୁଏ।
ତେବେ କିଛି ବ୍ୟକ୍ତି ଖୁବ କମ ସମୟରେ ଜୀବନରେ ସଫଳତା ହାସଲ କରିଥାନ୍ତି। କିନ୍ତୁ କିଛି କ୍ଷେତ୍ରରେ ଏହା ବିଫଳ ମଧ୍ୟ ହୋଇଥାଏ।ଅନ୍ୟ କ୍ଷେତ୍ରରେ କିଛି ବ୍ୟକ୍ତି ଭବିଷ୍ୟତର ଆକଳନ କରି ଲୋକ ମାନଙ୍କୁ ଧୋକା ମଧ୍ୟ ଦେଇଥାନ୍ତି।
Hh
ଆମେ ଆପଣ ମାନଙ୍କ ପାଇଁ ୨ ଟି ଚିତ୍ର ନେଇ ଆସିଛୁ।ଯାହାକୁ ଆପଣ ମାନେ ଚୟନ କରି ଜାଣି ପାରିବେ ଯେ ଆପଣଙ୍କ ଆଗାମୀ ଭବିଷ୍ୟତରେ କଣ ଘଟିବାକୁ ଯାଉଛି। ତେବେ ବାଛନ୍ତୁ ଗୋଟିଏ ଚିତ୍ର ଓ ଜାଣନ୍ତୁ ଆପଣଙ୍କ ଭବିଷ୍ୟତ ବିଷୟରେ ସଂପୂର୍ଣ୍ଣ ବିବରଣୀ।
ପ୍ରଥମ ଚିତ୍ର:- ଯଦି ଆପଣ ପ୍ରଥମ ପାରା ର ଚିତ୍ର ବାଛିଛନ୍ତି ତେବେ ଆପଣ କୌଣସି ଚିନ୍ତାରେ ଗ୍ରସ୍ତ ଅଛନ୍ତି। ସନ୍ତାନକୁ ନେଇ କଷ୍ଟ ଭୋଗୁଛନ୍ତି ମନ ମଧ୍ୟରେ ନାନା ଉଦ୍ବେଗ ଜାତ ହେଉଅଛି। ଯାହା ଭାବୁଛନ୍ତି ସେହି କାର୍ଯ୍ୟକୁ କରିପାରୁ ନାହାଁନ୍ତି। ଅନ୍ୟମାନଙ୍କ ଲାଗି ବିଶେଷ ଚିନ୍ତା ଆପଣ କରୁଛନ୍ତି, ପାରିବାରିକ ଅଶାନ୍ତି ବଢ଼ି ଚାଲିଛି ଆପଣଙ୍କ ମନ ବର୍ତ୍ତମାନ ଭଲ ନାହିଁ।
ଆପଣ ଗୋଟିଏ ସଇତାନ ମଣିଷର ହାବୁଡ଼ରେ ପଡ଼ି ଯାଇଛନ୍ତି। ମିତ୍ର ପରିଜନମାନେ ବର୍ତ୍ତମାନ ଦୂରେଇ ଯାଇଛନ୍ତି, ସମସ୍ତ ଲାଭ କର୍ମରେ କ୍ଷତି ମିଳୁଛି। ସ୍ତ୍ରୀଙ୍କ କଥା ମାନନ୍ତୁ ଆପଣଙ୍କ ପାଇଁ ଲାଭଦାୟକ ହେବ। ଚିନ୍ତା କରନ୍ତୁ ନାହିଁ ଶୁଭ ସମୟ ଆପଣଙ୍କର ଖୁବ୍ ନିକଟରେ ଯେଉଁଦିନ ଶୁଭ ସମୟ ଆରମ୍ଭ ହେବ ସେଦିନ ଆପଣଙ୍କ ପାଇଁ ଶନିବାର ହୋଇଥିବ।
Hh
ଦିତୀୟ ଚିତ୍ର:- ଯଦି ଆପଣ ଦିତୀୟ ନମ୍ବର ପାରା ଚୟନ କରିଛନ୍ତି ତେବେ ଜୀବନରେ ଆପଣଙ୍କ ସହ ଭଲ ସମ୍ପର୍କ ରଖିବାକୁ ଚାହୁଁଛନ୍ତି।
କିନ୍ତୁ ତାଙ୍କ ମନରେ ସନ୍ଦେହ ରହିଛି ଆପଣଙ୍କ ସମ୍ପର୍କ ଆପଣଙ୍କ ପାଇଁ ଭାଙ୍ଗି ଯାଉଛି। ସେ ଭାବୁଛନ୍ତି ଆପଣ ଏମିତି ମଣିଷ ଯିଏ ଦୁଇ ଦିନ ଭଲ ପାଉଛନ୍ତି ଆଉ ତା ପରେ ଝଗଡା କରୁଛନ୍ତି।
ଆପଣଙ୍କ ଉପରେ ସେ ଭରସା କରୁ ନାହାନ୍ତି। ଆପଣ ଜୀବନରେ ପ୍ରଗତି କରନ୍ତୁ ସଫଳତା ପାଆନ୍ତୁ ଏମିତି ସେ ଚାହୁଁଛନ୍ତି। ଆପଣଙ୍କୁ ମାନ ସମାନ ମିଳୁ। ତାଙ୍କ ମନରେ ଆପଣଙ୍କ ପାଇଁ ଖରାପ ବିଚାର ନାହି।