Movie prime

ବାଛନ୍ତୁ ୨ଟି ମଧ୍ୟରୁ ଗୋଟିଏ ଫୁଲ ଆଉ ଜାଣନ୍ତୁ ଆପଣଙ୍କ ଆଗାମୀ ଭବିଷ୍ୟତ ରହିବ କିପରି

 
Tg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ଦୁଇଟି ମନ୍ଦାର ଫୁଲ ଦେଖୁଛନ୍ତି ତା ମଧ୍ୟରୁ ବାଛନ୍ତୁ ଗୋଟିଏ ମନ୍ଦାର ଫୁଲ ବା ଗୋଟିଏ ସଂଖ୍ୟାକୁ ତାହା ହେଉଛି 1 ଏବଂ 2 ଆପଣ ଏହି ଦୁଇଟି ମଧ୍ୟରୁ ଯେକୌଣସି ଗୋଟିଏ ସଂଖ୍ୟା ବାଛି ପାରିବେ ଆପଣଙ୍କୁ ଯେଉଁ ସଂଖ୍ୟାଟି ଭଲ ଲାଗିଥିବ କିମ୍ବା ଦୁଇଟି ମନ୍ଦାର ଫୁଲ ମଧ୍ୟରୁ ଆପଣଙ୍କୁ ଯେଉଁ ମନ୍ଦାର ଫୁଲଟି ପସନ୍ଦ ଆସିଥିବ ସେହି ମନ୍ଦାର ଫୁଲଟିକୁ ବାଛନ୍ତୁ ଦେଖନ୍ତୁ ଆପଣଙ୍କ ଭାଗ୍ୟ ଚକ୍ର କଣ କହୁଛି। 
Gg
1- ହଳଦିଆ ମନ୍ଦାର ଫୁଲ ଯଦି ଆପଣ ବାଛିଛନ୍ତି ତେବେ ଆପଣଙ୍କ ପାଇଁ ଶୁଭ ସମୟ ଆସିଗଲାଣି । ପ୍ରାୟତଃ ଦୁଖର ସମୟ ଶେଷ ହୋଇଯାଇଛି । ସମୟ ସହ ବ୍ଯାକୁଳତା ଦୂର ହେବ। ଏସବୁ ଆପଣଙ୍କ ଜାତକର ମନ୍ଦ ଦଶା କାରଣରୁ ହେଉଥିଲା। ଏଥିପାଇଁ ଆପଣ ମନ୍ଦ ଫଳ ଭୋଗ କରିସାରିଲେଣି। ଆପଣଙ୍କର ଗୃହ ଉପକରଣ ନଷ୍ଟ ହୋଇଯାଉଛି। କିଛି କାରଣ ନ ଥାଇ ଆପଣ ବିପଦରେ ପଡ଼ୁଛନ୍ତି। ଦୋଷ ନ ଥାଇ ଲୋକ ଆପଣଙ୍କୁ ଦୋଷୀ ଭାବୁଛନ୍ତି। ଉଧାର କରିଥିଲେ ତାହା ସୁଝିବାରେ କଷ୍ଟ ହେଉଥିଲା।
Uh
2- ଯଦି ଆପଣ ନାଲି ମନ୍ଦାର ଚୟନ କରିଛନ୍ତି ତେବେ ବର୍ତ୍ତମାନ ଆପଣ ଙ୍କ ଜୀବନରୁ ପାପ ଫଳ ଦୂର ହୋଇ ଶୁଭ ଫଳ ଆସିଯାଇଛି। ଧର୍ମ ଭାବ ଜାଗୃତ ହେବ। ଆର୍ଥିକ ସମସ୍ୟାରେ ଉନ୍ନତି ଆସିବ। କେତୁଙ୍କ ପ୍ରଭାବରୁ ମାନସିକ ଅସାନ୍ତି, କୋଷ୍ଠ କାଠିନ୍ଯ ରୋଗରେ ପୀଡିତ ହୋଇଛନ୍ତି ତେବେ ଏହା ସବୁ ଦୂର ହେବ। ଆପଣଙ୍କର ଆଗକୁ ସମୟ ବହୁତ ଭଲ ଆସିଯିବ।
ଏଣିକି ଶାନ୍ତିରେ ବିଶ୍ରାମ କରିବେ। ଧନ ମିଳିବ ଏବଂ ଯେଉଁ କାର୍ଯ୍ୟ କରୁଛନ୍ତି ତାହା ଦେଖି ଚାହିଁ କରନ୍ତୁ। ଭାଗ୍ଯର ସହଯୋଗ ପାଇବରେ ବିଳମ୍ବ ହୋଇପାରେ। ବନ୍ଧୁଙ୍କ ସହାୟତାରେ ଆପଣ ଜୀବନରେ ପରିବର୍ତ୍ତନ ଆଣିବା ସହ ବିଶେ ଲାଭ ପାଇବେ। ବର୍ତ୍ତମାନ ଠାରୁ 7 ଦିନ ମଧ୍ୟରେ ଦେବାଦେବୀଙ୍କ ମନ୍ଦିରରେ ଦାରିଦ୍ରତାଙ୍କୁ ଖାଦ୍ୟ ପଦାର୍ଥ ଦାନ କରନ୍ତୁ।