Movie prime

ବାଛନ୍ତୁ ୨ଟି ମଧ୍ୟରୁ ଗୋଟିଏ ପତ୍ର ଆଉ ଜାଣନ୍ତୁ ଆପଣଙ୍କ ଆଗାମୀ ଭବିଷ୍ୟତ ରହିବ କିପରି

 
Vg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଆପଣଙ୍କ ପ୍ରିୟ ବ୍ୟକ୍ତିଙ୍କ ନାମ ନେଇ ଗୋଟିଏ ପତ୍ର ବାଛନ୍ତୁ । ଆଉ ଏହି ପତ୍ରରୁ ଆପଣମାନେ ତାଙ୍କ ନଜରରେ କେମିତିକା ବ୍ୟକ୍ତି ସେହି କଥା ଜାଣିପାରିବେ । ସେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି ଆପଣଙ୍କୁ କଣ କହୁଛନ୍ତି ଏହା ଆପଣମାନେ ଜାଣିପାରିବେ । ଆପଣମାନେ ଏହି ଦୁଇଟି ଫଟୋ ମଧ୍ୟରୁ ଗୋଟିଏ ଫଟୋ ବାଛନ୍ତୁ ।  Bb
ଆଉ ଏହି ଫଟୋ ମାଧ୍ୟମରେ ଅନେକ କିଛି କଥା ଜାଣିପାରନ୍ତୁ । ଆପଣ ଯାହାକୁ ଭଲ ପାଉଛନ୍ତି ସିଏ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି ତାହା ଜାଣିପାରିବେ । ଆପଣମାନେ ଏହି ଦୁଇଟି ପତ୍ର ଫଟୋ ମଧ୍ୟରୁ ଗୋଟିଏ ଫଟୋ ବାଛନ୍ତୁ ଆଉ ଅନେକ କଥା ଜାଣନ୍ତୁ । ଆପଣମାନେ ପ୍ରଥମ ପତ୍ର ବାଛିଥିଲେ ଆପଣ ଏବଂ ଆପଣଙ୍କ ଜୀବନସାଥି ମଧ୍ୟରେ ଝଗଡ଼ା ହୋଇଛି । ଆପଣଙ୍କ ଭିତରେ ଭଲପାଇବା ବହୁତ ଅଧିକ ଅଛି ଆଉ ସ୍ଵାଧୀନତା ନାହିଁ । ଆପଣ ଦୁଇଜଣ ମିଶିବାକୁ ଯାଉଛନ୍ତି । ଆଉ ବାହାର ଲୋକଙ୍କ କଥା ଶୁଣନ୍ତୁ ନାହିଁ ।
Vb
ବାହାର ଲୋକଙ୍କ କଥା ଶୁଣି ମନରେ ତିକ୍ତତା ଆସୁଛି । ଆପଣମାନେ ବାହାର ଲୋକଙ୍କ କଥା ଶୁଣନ୍ତୁ ନାହିଁ । ଆପଣ ଜଣେ ଭଲ ବ୍ୟକ୍ତି ଅଟନ୍ତି । ଆପଣ ଉପରୁ ବହୁତ ଟାଣ ଆଉ ଭିତରେ କୋମଳ । ଆପଣ ମୁହଁରେ ସବୁ କଥା କହି ଦେଉଛନ୍ତି । ଆପଣଙ୍କୁ ମିଛ କହିବା ପସନ୍ଦ ନୁହେଁ । ମିଛ କହି ସମ୍ପର୍କ ଆଗକୁ ବଢ଼ାନ୍ତୁ ନାହିଁ । ଏଭଳି ଅନେକ କଥା ଏହି ପ୍ରଥମ ପତ୍ର ବାଛିଥିବା ଲୋକମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଯଦି ଆପଣ ଦ୍ଵିତୀୟ ପତ୍ର ବାଛିଛନ୍ତି ତାହେଲେ ଆପଣ ଯାହାକୁ ଅଧିକ ଭଲ ପାଉଛନ୍ତି ତାଙ୍କ ସହିତ କିଛି ଝଗଡ଼ା ଥିଲେ ସମାଧାନ କରନ୍ତୁ ।
ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଆନ୍ତି । ଆଉ ଅଧିକ ସମସ୍ୟା ଅଛି ଆପଣଙ୍କ ଜୀବନରେ । ଆପଣମାନେ ଧ୍ୟାନ କରନ୍ତୁ, ଭଗବାନଙ୍କୁ ସ୍ମରଣ କରନ୍ତୁ । ନିଜ ଉପରେ ଧ୍ୟାନ ଦିଅନ୍ତୁ । ଅନ୍ୟମାନଙ୍କ କଥା ଶୁଣନ୍ତୁ ନାହିଁ । ଆପଣମାନେ ଅନ୍ୟ କଥା ଶୁଣି ଝଗଡ଼ା କରୁଛନ୍ତି । ସବୁ କଥା ଆପଣ ଭାବନ୍ତି, ଆପଣ ନିଜେ ନିଜକୁ କଷ୍ଟ ଦିଅନ୍ତି । ଆପଣ ଆପଣଙ୍କ ଜୀବନସାଥିଙ୍କୁ ନେଇ ଅନେକ କଥା ଭାବୁଛନ୍ତି । ଆପଣ ସବୁବେଳେ ଅନେକ କଥା ଭାବି ଦୁଃଖରେ ରହୁଛନ୍ତି । ଆପଣଙ୍କୁ ପରିବାର ସପୋର୍ଟ ମିଳୁନାହିଁ । ଆପଣ ସେଥିପାଇଁ ଦୁଃଖରେ ରହୁଛନ୍ତି । ଏହି ଭିଡିଓ ମାଧ୍ୟମରେ ଏଭଳି ଅନେକ କଥା ଆପଣମାନେ ଜାଣିପାରିବେ ।