Movie prime

ବାଛନ୍ତୁ ୩ଟି ମଧ୍ୟରୁ ଗୋଟିଏ ଆଉ ଜାଣନ୍ତୁ ଆପଣଙ୍କ ଆଗାମୀ ଦିନର ଥିବା ଭବିଷ୍ୟତ

 
Gg
ନମସ୍କାର ଦର୍ଶକବନ୍ଧୁ। ବନ୍ଧୁଗଣ ଆମ ଭାରତରେ ରହୁଥିବା ଅଧିକାଂଶ ବ୍ୟକ୍ତି ଜ୍ୟୋତିଷ ଶାସ୍ତ୍ର ଉପରେ ଅଧିକ ବିଶ୍ୱାସ ରଖିଥାଆନ୍ତି। ପୁଣି ଜୀବନର ଅଧିକାଂଶ ସମସ୍ୟା ମନୁଷ୍ୟ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଥିବା ଉପାୟ ଦ୍ୱାରା ସେମାନେ ସେମାନଙ୍କର ସମସ୍ୟାର ସମାଧାନ କରିଥାଆନ୍ତି। ଏହା ବ୍ୟତୀତ ମନୁଷ୍ୟ ନିଜ ଭାଗ୍ୟର ଭବିଷ୍ୟ ବିଷୟରେ ଜାଣିବା ପାଇଁ ମଧ୍ୟ ଜ୍ୟୋତିଷ ଶାସ୍ତ୍ରର ସାହାରା ନେଇଥାଆନ୍ତି। ତେବେ ତିନୋଟି ନମ୍ବର ମଧ୍ୟରୁ ବାଛନ୍ତୁ ଗୋଟିଏ ନମ୍ୱର ଆଉ ଜାଣନ୍ତୁ ଆପଣଙ୍କ ଭବିଷ୍ୟତରେ ଆଗକୁ କଣ ହେବାକୁ ଯାଉଛି।
Hh
୧- ଯଦି ଆପଣ ୧୧୧ ନମ୍ବରଟିକୁ ବାଛିଛନ୍ତି ତେବେ ଏହାର ଅର୍ଥ ବର୍ତ୍ତମାନ ଆପଣଙ୍କର ଅଧିକ ଖର୍ଚ୍ଚ ହେଉଛି। ଆପଣ ବ୍ୟସ୍ତ ଏବଂ ଉଦବେଗରେ ଥିବା ସହିତ ଆପଣଙ୍କୁ କୌଣସି କାର୍ଯ୍ୟରେ ସଫଳତା ମିଳୁନାହିଁ। କିନ୍ତୁ ଆପଣଙ୍କର ଭଲ ସମୟ ଆସି ଯାଇଛି। ସନ୍ତାନକୁ ନେଇ ଆପଣଙ୍କର ଏକ ଖବର ମିଳିବାକୁ ଯାଉଛି। ଧନ ଜନିତ ସବୁ ସମସ୍ୟାର ସମାଧାନ ହେବାକୁ ଯାଉଛି। ପୂର୍ବରୁ ଯେଉଁ ରୋଜଗାର କମ ଏବଂ ଖର୍ଚ୍ଚ ଅଧିକ ହେଉଥିଲା , ତାହା ଆଉ ରହିବ ନାହିଁ। କାହାକୁ ନିଜର ଗୁପ୍ତ କଥା କୁହନ୍ତୁ ନାହିଁ। ଋଣ ସୁଝିବାର ସମୟ ଆସି ଯାଇଛି।
Gg
୨- ଯଦି ଆପଣ ୬୬୬ ସଂଖ୍ୟାକୁ ବାଛିଛନ୍ତି ତେବେ ବର୍ତ୍ତମାନ ଆପଣଙ୍କର ସୁଖ ସମୃଦ୍ଧିର ସମୟ ଆସି ଯାଇଛି। ଜାତକରେ ଗୋଟିଏ ଶୁଭ ଦୋଷାର ଭୋଗ ରହିଛି। ଯେଉଁ କାରଣରୁ ଅର୍ଥ ମାନ ସମ୍ମାନ ଯଶ ପ୍ରାପ୍ତିର ଯୋଗ ରହିଛି। ଇଚ୍ଛା ଅନୁସାରେ ଆପଣଙ୍କୁ ଫଳ ନିହାତି ପ୍ରାପ୍ତ ହେବ। ଧୀରେ ଧୀରେ ଆପଣଙ୍କ ଜୀବନରେ ଶୁଭ ଫଳ ପ୍ରାପ୍ତ ହେବ। ସନ୍ଧ୍ୟା ସମୟରେ ” ଓଁ ନମଃ ଭାଗବତେ ବାସୁଦେବାୟ ” ମନ୍ତ୍ର ଜପ କରନ୍ତୁ। ଧନ , ମାନ , ସମ୍ମାନ ପ୍ରତ୍ୟେକ କ୍ଷେତ୍ରରେ ଲାଭ ହେବାକୁ ଯାଉଛି। 
Hh
୩- ଯଦି ଆପଣ ୯୯୯ ସଂଖ୍ୟାକୁ ବାଛିଛନ୍ତି ତେବେ ଆପଣ ଯେଉଁ କାମ କରୁଛନ୍ତି ସେଥିରେ ଅନେକ ଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ ସଫଳ ହେଉ ନାହିଁ। ଆପଣ ବର୍ତ୍ତମାନ ଅସ୍ଥିର ଚିନ୍ତାରେ ଥିବା କାରଣରୁ ଦୁଃଖରେ ରହୁଛନ୍ତି। ଅଳସୁଆ ସ୍ଵଭାବ କାରଣରୁ ଆପଣ ସବୁ କାର୍ଯ୍ୟକୁ ବିଳମ୍ବରେ କରୁଛନ୍ତି। ଏପରି ଭୁଲ ଆଦୋୖ କରନ୍ତୁ ନାହିଁ।
ନଚେତ ଜୀବନରେ ଆପଣ ଖୁବ ପଛକୁ ଚାଲିଯିବେ। ଗ୍ରହ ଦୋଷା ରହିଛି ତେଣୁ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ। ତେଣୁ ଚିନ୍ତିତ ନହୋଇ ନ୍ୟାୟ ଏବଂ ଧର୍ମ ମାର୍ଗରେ ଚାଲିବା ସହିତ ଭଗବାନଙ୍କୁ ଆରାଧନା କରନ୍ତୁ। ସବୁ ସମସ୍ୟା ଧୀରେ ଧୀରେ ଦୂର ହୋଇଯିବ।