Movie prime

ବାଛନ୍ତୁ ୩ଟି ମଧ୍ୟରୁ ଗୋଟିଏ ବହି ଆଉ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପ୍ରତି କଣ ଅଛି

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପ୍ରତେକ ବ୍ୟକ୍ତି ନିଜ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। ଏଥିପାଇଁ ଅନେକ ଲୋକ ଜ୍ୟୋତିଷ ମାନଙ୍କ ପରାମର୍ଶ ନେଇଥାନ୍ତି। ନିଜ ଭବିଷ୍ୟତ ସହିତ ଯୋଡିତ କଥା ମାନ ଜାଣିବା ପାଇଁ ଜ୍ୟୋତିଷ ଶାସ୍ତ୍ରର ଗଣନା କରିଥାନ୍ତି।
ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ବିକଳ୍ପ ମାଧ୍ୟମରେ ଆପଣଙ୍କ ଭବିଷ୍ୟତ ସହିତ ଯୋଡିତ କିଛି ଘଟଣା ଜାଣିପାରିବେ। ଏଥିପାଇଁ ଆପଣଙ୍କୁ ୩ଟି ନମ୍ବର ମଧ୍ୟରୁ ଗୋଟିଏ ନମ୍ବର ବାଛିବାକୁ ପଡିବ।
Gh
୧- ପ୍ରଥମ ନମ୍ବର : ଯଦି ଆପଣ ପ୍ରଥମ ନମ୍ବର ପସନ୍ଦ କରିଛନ୍ତି ତେବେ ଆପଣ ମାନସିକ ସ୍ତରରେ ବୁଦ୍ଧିମାନ ବ୍ୟକ୍ତି ହେବା ସହ ଷ୍ଟ୍ରଙ୍ଗ ଅଟନ୍ତି। ଆପଣ ଜଲ୍ଦି କାହା କଥାରେ ଆସନ୍ତି ନାହି କି ବିଶ୍ଵାସ କରନ୍ତି ନାହି। ଆପଣଙ୍କ ଭିତରେ ସନ୍ଦେହ ଅଧିକ ରହିଛି ଯାହା ପାଇଁ ସମ୍ପର୍କରେ ଫାଟ ଆସିଥାଏ।
ଆପଣଙ୍କ ବ୍ୟବହାର ଗୋଟେ କ୍ଷେତ୍ରରେ ଭଲ ଥିଲେ ବି ପଜେଟିଭ ଚିନ୍ତା କରୁଛନ୍ତି କିନ୍ତୁ ହେଉ ନାହି। ଆପଣ ଅନେକ ଥର ଭାବିଛନ୍ତି ଏସବୁ ନ କରିବା ପାଇଁ। ଆପଣ ବହୁତ ଭଲ ମଣିଷ ହେବା ସହ ଦୟାଳୁ ଅଟନ୍ତି। ନିଜ ବାଣୀରେ ମିଠାଶ ଆଣନ୍ତୁ।
Vh
୨- ଦ୍ଵିତୀୟ ନମ୍ବର : ଯେଉଁ ମାନେ ଦ୍ଵିତୀୟ ନମ୍ବର ଚୟନ କରିଛନ୍ତି ଆପଣ ସବୁବେଳେ ନିଜ ଅଭିଭାବକଙ୍କୁ ମହତ୍ଵ ଦେଇଥାନ୍ତି ଯାହା ସଂପୂର୍ଣ୍ଣ ଭଲ କଥା। ଆପଣଙ୍କ ମନ ମୁତାବକ କାମ ନ ହେଲେ ନେଗେଟିଭ ହୋଇଯାନ୍ତି ଫଳରେ ଆପଣଙ୍କୁ କାବୁ କରିବା ଅସମ୍ଭବ ଅଟେ।
ସେଥିପାଇଁ ଆପଣଙ୍କ ଆଗରେ ଯିଏ କେହି ଥିଲେ ବି ଆପଣ ଦେଖନ୍ତି ନାହି। ତେଣୁ ରାଗକୁ ନିୟନ୍ତ୍ରଣ ରଖନ୍ତୁ ନଚେତ ଭବିଷ୍ୟତ ପାଇଁ ହାନିକାରକ ଅଟେ। ତେଣୁ ମଙ୍ଗଳବାର ଦିନ ବ୍ରତ କରି ନାଲି ବସ୍ତୁ ଦାନ କରନ୍ତୁ। ଏହା ସହ ଆପଣ ଅଧିକ ଅଶାନ୍ତ ରହିଥାନ୍ତି। ନିଜର ଯୋଗ୍ୟତାକୁ ଚିହ୍ନଟ କରନ୍ତୁ।
Bb
୩- ତୃତୀୟ ନମ୍ବର : ଯଦି ଆପଣ ତୃତୀୟ ନମ୍ବର ଚୟନ କରିଛନ୍ତି ବହୁତ ଜଲ୍ଦି ଲୋକଙ୍କ କଥାରେ ଆସିବା, ପରିବାର ବିଷୟରେ କେହି କହିଲେ ରାଗିଯିବା ଏଭଳି ସ୍ଵଭାବ ଅଟେ ଆପଣଙ୍କର। ତେଣୁ ଏହାକୁ ପରିବର୍ତ୍ତନ କରନ୍ତୁ ଆଉ କଥା ବୁଝିବାକୁ ଚେଷ୍ଟା କରନ୍ତୁ ।
କାହାକୁ କିଛି କହିବା ଆଗରୁ ଭାବନ୍ତୁ। ଏଥିପାଇଁ ଆପଣ ଭୁଲ ସାବ୍ଯସ୍ତ ହୋଇଥାନ୍ତି କିନ୍ତୁ ଆପଣଙ୍କ ହୃଦୟ ସଫା ଅଟେ। କିଛି କଥା ଗୁପ୍ତ ରଖନ୍ତୁ ନିଜର ବ୍ୟକ୍ତିଗତ, ପରିବାର ଓ କ୍ଯାରିୟରକୁ ନେଇ। ଆପଣ ଫ୍ରୀ ବସିବାକୁ ପସନ୍ଦ କରିବେ କିନ୍ତୁ ଯେଉଁ କାମରେ ଆପଣଙ୍କର ଆଗ୍ରହ ନାହି ତାହା କରିବେ ନାହି।