Movie prime

ବାଛନ୍ତୁ ୩ଟି ମଧ୍ୟରୁ ଗୋଟିଏ ପ୍ରଜାପତି ଆଉ ଜାଣନ୍ତୁ ଆପଣଙ୍କ ଆଗାମୀ ଭାଗ୍ୟ ଭବିଷ୍ୟତ ରହିବ କେମିତି

 
Yy
ନମସ୍କାର ବନ୍ଧୁଗଣ। ଦର୍ଶକବନ୍ଧୁ ଆମ ଭାରତରେ ରହୁଥିବା ଅଧିକାଂଶ ବ୍ୟକ୍ତି ଜ୍ୟୋତିଷ ଶାସ୍ତ୍ର ଉପରେ ଅଧିକ ବିଶ୍ୱାସ ରଖିଥାଆନ୍ତି। ପୁଣି ଜୀବନର ଅଧିକାଂଶ ସମସ୍ୟା ମନୁଷ୍ୟ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଥିବା ଉପାୟ ଦ୍ୱାରା ସେମାନେ ସେମାନଙ୍କର ସମସ୍ୟାର ସମାଧାନ କରିଥାଆନ୍ତି। ଏହା ବ୍ୟତୀତ ମନୁଷ୍ୟ ନିଜ ଭାଗ୍ୟର ଭବିଷ୍ୟ ବିଷୟରେ ଜାଣିବା ପାଇଁ ମଧ୍ୟ ଜ୍ୟୋତିଷ ଶାସ୍ତ୍ରର ସାହାରା ନେଇଥାଆନ୍ତି। ତେବେ ତିନୋଟି ନମ୍ବର ବା ପ୍ରଜାପତି ମଧ୍ୟରୁ ବାଛନ୍ତୁ ଗୋଟିଏ ନମ୍ୱର ବା ପ୍ରଜାପତି ଆଉ ଜାଣନ୍ତୁ ଆପଣଙ୍କ ଭବିଷ୍ୟତରେ ଆଗକୁ କଣ ହେବାକୁ ଯାଉଛି।
Gh
ହଳଦିଆ ରଙ୍ଗ – ଆପଣ ଯଦି ହଳଦିଆ ରଙ୍ଗର ପ୍ରଜାପତିଟିକୁ ବାଛିଛନ୍ତି ତେବେ ବର୍ତ୍ତମାନ ଆପଣ ନାନା ବ୍ୟସ୍ତତାରେ ପଡ଼ି ଛଟପଟ ହେଉଛନ୍ତି। ମନରେ ନାନା ଉଦବେଗ ଜାତ ହେଉଛି। ଆପଣାର ଲୋକେ ପର ହେଇ ଯାଉଛନ୍ତି। ଆପଣଙ୍କ ଅତ୍ୟନ୍ତ ମନ୍ଦ ସମୟ ଚାଲୁଥିଲା। ସେହି ମନ୍ଦଦଶା କାରଣରୁ ଆପଣ ସର୍ବହରା ହୋଇ ଯାଇଥାଆନ୍ତେ ଈଶ୍ୱରଙ୍କ କୃପାରୁ ଅଳ୍ପକେ ବଞ୍ଚି ଯାଇଛନ୍ତି। ଖରାପ ଫଳ ପାଇବା ପୂର୍ବରୁ ଆପଣଙ୍କ ଶୁଭ ସମୟ ଆସିଯାଇଛି। ସନ୍ତାନ ମାନଙ୍କ ତରଫରୁ ଖୁସି ମିଳିବାକୁ ଯାଉଛି।
Gg
ନୀଳ ରଙ୍ଗ – ଆପଣ ଯଦି ନୀଳ ରଙ୍ଗର ପ୍ରଜାପତିଟିକୁ ବାଛିଛନ୍ତି ତେବେ ଆପଣଙ୍କ ସନ୍ତାନକୁ ନେଇ ବହୁତ ଚିନ୍ତାରେ ଥିଲେ। ବହୁ ଭାଗ୍ୟଦୋୟ ବଳରେ ଭାଗ୍ୟର ଅବନୀତି ହେଇଛି। ବହୁ ଧନ ବ୍ୟୟ ଲୋକ ସମ୍ପର୍କ ହାନି ,ଯନ୍ତ୍ରଣା ,ଦୁଃଖ ଦୈନତା ,ସନ୍ତାନ ମାନଙ୍କ ଦୁଃଖ ,ବିଷମ ଚିନ୍ତା ପିତା ମାତାଙ୍କ ବିରୋଧ ଭାଷାକୁ ଆପଣ ସହ୍ୟ କରି ଆସୁଛନ୍ତି। ତେବେ ଆଗାମୀ ଏକ ସପ୍ତାହ ପରେ ଆପଣଙ୍କ ଶୁଭ ସମୟ ଆସିଯିବ। ଈଶ୍ୱରଙ୍କ କୃପାରୁ ଆପଣଙ୍କ ସମସ୍ତ ଦୁଃଖ ଦୂର ହେବାକୁ ଯାଉଛି ଓ ପଦ ପଦବୀରେ ଯଶ ଲାଭ କରିବେ। 
Bb
ନାଲି ରଙ୍ଗ – ଆପଣ ଯଦି ଏହି ରଙ୍ଗର ପ୍ରଜାପତିଟିକୁ ବାଛିଛନ୍ତି ତେବେ ବର୍ତ୍ତମାନ ଆପଣଙ୍କ ଜୀବନରେ ଦେଖୁ ଲାଗି ରହିଥିଲ। ଏହାସବୁ ମନ୍ଦଦଶା କାରଣରୁ ହେଉଥିଲା। ଲାଭବାନ ଅବଶ୍ୟ ହେବେ ଆୟରେ କରି ଋଣ ବଢ଼ି ଯାଉଥିଲା ଏବେ ତାର ବିପରୀତ ଫଳ ପାଇବେ।
ଅର୍ଥାତ ଋଣ ସବୁ ଦୂର ହେବ ଏବଂ ଆୟରେ ବୃଦ୍ଧି ହେବ। ସନ୍ତାନ ଚିନ୍ତାରେ ଆଉ ଭୋଗିବାକୁ ପଡିବ ନାହିଁ। ଏବେ ଆପଣଙ୍କ ଭଲ ସମୟ ଆସିଯାଇଛି। ସମସ୍ତ କାର୍ଯ୍ୟରେ ସୁଫଳ ଦେଖିବାକୁ ମିଳିବ।