Movie prime

ବାଛନ୍ତୁ ୩ଟି ମଧ୍ୟରୁ ଗୋଟିଏ କଳସ ଆଉ ଜାଣନ୍ତୁ କେମିତି ରହିବ ଆପଣଙ୍କ ଆଗାମୀ ଭବିଷ୍ୟତ ରହିବ କିପରି

 
Fg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭାରତରେ ବହୁତ ବ୍ୟକ୍ତି ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ୱାସ ରଖିଥାନ୍ତି। ଏବଂ ନିଜ ସମସ୍ୟାର ସମାଧାନ ପାଇଁ ଏହି ଜ୍ୟୋତିଷ ଶାସ୍ତ୍ର ର ଉପଯୋଗ କରିଥାନ୍ତି। ଏହା ସହିତ ଲୋକମାନେ ନିଜ ଭବିଷ୍ୟତ ସହିତ ଜଡ଼ିତ ଘଟଣା ମାନଙ୍କ ସହିତ ଜଡିତ କଥା ମାନଙ୍କୁ ଜାଣିବା ପାଇଁ ଜ୍ୟୋତିଷ ଶାସ୍ତ୍ର ର ସାହାରା ନେଇଥାନ୍ତି। ବନ୍ଧୁଗଣ, ଏହି ତିନୋଟି କଳସ ମଧ୍ୟରୁ ଗୋଟିଏ ବାଛନ୍ତୁ ଏବଂ ଜାଣନ୍ତୁ ନିଜର ଭବିଷ୍ୟତ ସହିତ ଜଡ଼ିତ କିଛି ଗୁପ୍ତ ରହସ୍ୟ। ଏବଂ ଏପରି କିଛି କଥା ଜାଣିବେ ଯାହା ଆପଣଙ୍କ ଭବିଷ୍ୟକୁ ସୁଦୃଢ କରିବ। ତେବେ ଆସନ୍ତୁ ଜାଣିବା ଭବିଷ୍ୟତ ବିଷୟରେ।
Gg
୧:- ଯଦି ଆପଣ ପ୍ରଥମ କିମ୍ବା ନୀଳ ରଙ୍ଗର କଳସ କୁ ବାଛିଛନ୍ତି ତେବେ ଜାଣି ନିଅନ୍ତୁ ଯେ ଆପଣଙ୍କର ଲମ୍ବା ସମୟ ଧରି ବହୁତ ସମସ୍ୟା ଲାଗି ରହିଛି। ଜୀବନରେ ଚାଲୁଥିବା ଉଚ୍ଚ ନୀଚ କାରଣରୁ ପ୍ରାୟତଃ ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ନ ଦେଉଥିବାର ଅନୁଭବ ହେଉଛି। ଆପଣଙ୍କ ଚିନ୍ତାରେ ଓ ମାନସିକ ସ୍ତର ରେ କିଛି ପରିବର୍ତ୍ତନ ଆସୁଅଛି। ଆପଣ ବହୁତ ଗମ୍ଭୀର ସ୍ୱଭାବର ବ୍ୟକ୍ତି ଅଟନ୍ତି। ଆପଣ ବେଶୀ ସମୟ ନଷ୍ଟ କରିବାକୁ ପସନ୍ଦ କରନ୍ତି ନାହିଁ । କ୍ୟାରିଅର କୁ ନେଇ ସର୍ବଦା ଅଗ୍ରସର ହୋଇଥାନ୍ତି। ଆପଣ କିଛି ନିର୍ଣ୍ଣୟ ନେବା ପୂର୍ବରୁ ଦ୍ଵନ୍ଦ ରେ ରହିଥାନ୍ତି।
Vg
୨:- ଯଦି ଆପଣ ଦ୍ଵିତୀୟ କଳସ ଟିକୁ କିମ୍ବା ହଳଦିଆ ରଙ୍ଗ ବାଛିଛନ୍ତି ତେବେ ଜାଣି ନିଅନ୍ତୁ କି ଆପଣ ବହୁତ ଧର୍ଯ୍ୟବାନ ଓ ବିବେକବାନ ବ୍ୟକ୍ତି ଅଟନ୍ତି। ଯେଉଁ କ୍ଷେତ୍ରରେ ଆପଣ ରହିଥାନ୍ତି ସର୍ବଦା ଉଚ୍ଚ ପଦବୀରେ ରହିଥାନ୍ତି। କିନ୍ତୁ ଆପଣ କ୍ରୋଧ ଓ ଚିଡ ଚିଡ଼ ସ୍ୱଭାବର ହୋଇଥାନ୍ତି। ଟିକେ ଟିକେ କଥାରେ ଆପଣ ରାଗି ଯିବା ଭଳି ଗୁଣ ଆପଣଙ୍କର ରହିଥାଏ। ଏହି ଗୁଣ କାରଣ ରୁ ପ୍ରାୟ ଲୋକ ଆପଣଙ୍କୁ ଭୁଲ ବୁଝି ଥାଆନ୍ତି। ଯେଉଁ ଲୋକମାନେ ଆପଣଙ୍କୁ ସଠିକ ଭାବରେ ଜାଣିଛନ୍ତି ସେମାନେ ଆପଣଙ୍କୁ କେବେବି ତ୍ୟାଗ କରନ୍ତି ନାହିଁ। ଏହା ସହିତ ଆପଣ ବହୁତ ଉତ୍ତମ ସ୍ୱଭାବର ହୋଇଥାନ୍ତି।
Vb
୩:- ଯଦି ଆପଣ ଲାଲି ରଙ୍ଗର କଳସ ଟିକୁ ବାଛିଛନ୍ତି ତେବେ ଜାଣି ନିଅନ୍ତୁ କି ଆପଣ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି। ଏବଂ ସମସ୍ତଙ୍କ ମନମୋହି ନେବା ବାଲା ବ୍ୟକ୍ତି ଅଟନ୍ତି। ଆପଣଙ୍କ ସହିତ ଯିଏ ଥରୁଟିଏ ବି ମିଶିଥାନ୍ତି ସେ କେବେବି ଆପଣଙ୍କୁ ଭୁଲି ପାରନ୍ତି ନାହିଁ। ଆପଣ ଅଧିକ ଗପିବାକୁ ପସନ୍ଦ କରୁଥାନ୍ତି।
ଏବଂ ଯାହା ସହିତ ମଧ୍ୟ ରୁହନ୍ତି ଖୁସିରେ ରହିଥାନ୍ତି। କେବେ କେବେ ଆପଣ ଠକାମୀ ର ଶିକାର ମଧ୍ୟ ହୋଇଥାନ୍ତି। ଏହା ସହିତ ଆପଣ ଭିତରେ କଠିନ ରୁ କଠିନ ପରିସ୍ଥିତି କୁ ସହଜରେ ନେବା କଳା ଆଗରୁ ହିଁ ରହିଥାଏ।