Movie prime

ବାଛନ୍ତୁ ୩ଟି ମଧ୍ୟରୁ ଗୋଟିଏ ହାତୀ ଆଉ ଜାଣନ୍ତୁ କେମିତି ରହିବ ଆପଣଙ୍କ ଆଗାମୀ ଦିନରେ ଭବିଷ୍ୟତ

 
Gh
ନମସ୍କାର ଦର୍ଶକବନ୍ଧୁ। ବନ୍ଧୁଗଣ ଆମ ଭାରତରେ ରହୁଥିବା ଅଧିକାଂଶ ବ୍ୟକ୍ତି ଜ୍ୟୋତିଷ ଶାସ୍ତ୍ର ଉପରେ ଅଧିକ ବିଶ୍ୱାସ ରଖିଥାଆନ୍ତି। ପୁଣି ଜୀବନର ଅଧିକାଂଶ ସମସ୍ୟା ମନୁଷ୍ୟ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଥିବା ଉପାୟ ଦ୍ୱାରା ସେମାନେ ସେମାନଙ୍କର ସମସ୍ୟାର ସମାଧାନ କରିଥାଆନ୍ତି। ଏହା ବ୍ୟତୀତ ମନୁଷ୍ୟ ନିଜ ଭାଗ୍ୟର ଭବିଷ୍ୟ ବିଷୟରେ ଜାଣିବା ପାଇଁ ମଧ୍ୟ ଜ୍ୟୋତିଷ ଶାସ୍ତ୍ରର ସାହାରା ନେଇଥାଆନ୍ତି। ତେବେ ବାଛନ୍ତୁ ୩ଟି ନମ୍ବର ବା ହାତୀ ମଧ୍ୟରୁ ଗୋଟିଏ ନମ୍ୱର ବା ହାତୀ ଆଉ ଜାଣନ୍ତୁ ଆପଣଙ୍କ ଭବିଷ୍ୟତରେ ଆଗକୁ କଣ ହେବାକୁ ଯାଉଛି।
Gh
୧:- ନୀଳ ରଙ୍ଗର ହାତୀ- ଆପଣ ଯଦି ନୀଳ ରଙ୍ଗର ହାତୀଟିକୁ ବାଛିଛନ୍ତି ତେବେ, ବର୍ତ୍ତମାନ ଆପଣଙ୍କର ସବୁକିଛି ସୌଭାଗ୍ୟର ପରିଣତ ହେବାକୁ ଯାଉଛି। ବର୍ତ୍ତମାନ ଆପଣଙ୍କ ଜାତକରେ ଶୁଭଦଶା ଘଟିବାକୁ ଯାଉଛି। ଯାହାଦ୍ବାରା ଆପଣଙ୍କର ଧନ,ଯଶ, ମାନସମ୍ମାନର ବୃଦ୍ଧି ହେବ। ଆପଣଙ୍କର ଇଚ୍ଛା ଅନୁଯାଇ ଫଳପ୍ରାପ୍ତି ହେବ। ଏହା ପୂର୍ବରୁ ଆପଣ ଅନେକ ଦୁଃଖକଷ୍ଟ ଭୋଗ କରୁଥିଲେ। ଆପଣଙ୍କର ଗୁପ୍ତ ଶତ୍ରୁ ବୃଦ୍ଧି ହେଉଥିଲେ। ଅଯଥାରେ ଅନେକ ଅପବେୟ ମଧ୍ୟ ହେଉଥିଲା। ମାନସିକ ଅସ୍ଥିରତା ମଧ୍ୟ ଲାଗି ରହିଥିଲା। ଆପଣ ହାତୀକୁ ଦେଖିବାକୁ ପାଉଥିଲେ ତାକୁ କଦଳୀ ଖାଇବାକୁ ଦିଅନ୍ତି ଦେଖିବେ ସମସ୍ତ ସମସ୍ୟା ଦୂର ହେଇଯିବ।
Bb
୨:- ଲାଲି ରଙ୍ଗର ହାତୀ- ଯଦି ଆପଣ ଲାଲି ରଙ୍ଗର ହାତୀଟିକୁ ବାଛିଛନ୍ତି ତେବେ, ଆପଣ ପୂର୍ବରୁ ଯେଉଁ ମନ୍ଦଦଶା ପାଇଁ ପାପ ଫଳ ଭୋଗ କରୁଥିଲେ ତାହା ଏବେ କଟିଯିବ। ଶୁଭଫଳ ପ୍ରାପ୍ତ ହେବ। ଏହିବର୍ଷ ଆପଣଙ୍କ ଜାତକରେ ଶୁଭଫଳ ହେତୁ ଧନ,ଯଶ,ମାନସମ୍ମାନର ବୃଦ୍ଧି ହେବ। ଆର୍ଥିକ ସମସ୍ୟାରେ ସୁଧାର ଆସିବ। ଏବଂ ସମୟ ଆପଣଙ୍କ ପାଇଁ ଦ୍ୱିତୀୟ ରାଜଯୋଗର ଫଳ ପ୍ରଦାନ କରିବ। ଦ୍ବାଦଶ ଗ୍ରହକୁ ଜଣେ ଜ୍ଞାନୀ ପଣ୍ଡିତଙ୍କ ଦ୍ୱାରା ଚିହ୍ନଟ କରାଇ ନିଅନ୍ତୁ। ଯେଉଁ ଚାରୋଟି ଗ୍ରହ ଆପଣଙ୍କୁ ହଇରାଣ କରୁଛନ୍ତି ସେମାନଙ୍କର ପ୍ରତିକାର ବ୍ୟବସ୍ଥା ମଧ୍ୟ କରାଇ ନିଅନ୍ତୁ। ଗ୍ରହ ରତ୍ନ ମଧ୍ୟ ଧାରଣ କରନ୍ତୁ।
Hh
୩:- ହଳଦୀଆ ରଙ୍ଗର ହାତୀ- ଯଦି ଆପଣ ହଳଦୀଆ ରଙ୍ଗର ହାତୀଟିକୁ ବାଛିଛନ୍ତି ତେବେ ଆପଣଙ୍କ ଶୁଭ କର୍ମରେ ବାଧା ଚାଲିଛି। ଧନ ହାନି ମଧ୍ୟ ହେଉଛି। ଯେଉଁଥିପାଇଁ କି ଆପଣ ଦୁଃଖିତ ଅଛନ୍ତି। ପାରିବାରିକ ଦୁଃଖ ମଧ୍ୟ ବଢ଼ିବାକୁ ଲାଗିଛି। ଆପଣଙ୍କର ବର୍ତ୍ତମାନ ସମୟ ଜମା ଭଲ ନାହିଁ।
ମାନସିକ ଭାରସାମ୍ୟ ମଧ୍ୟ ହରାଇ ବସିଛନ୍ତି। ତେବେ ଏଥିପାଇଁ ଆପଣ ଦାନଧର୍ମ କରନ୍ତୁ। ବ୍ରାହ୍ମଣଙ୍କୁ ଡକାଇ ନବଗ୍ରହ ହୋମଟିଏ କରନ୍ତୁ ଦେଖିବେ ଧିରେ ଧିରେ ଦୁଃଖ ଦୂରେଇ ଯିବ ଏବଂ ସୁଖ ସମୃଦ୍ଧି ପ୍ରାପ୍ତ ହେବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.