Movie prime

ବାଛନ୍ତୁ ୩ଟି ମଧ୍ୟରୁ ଗୋଟିଏ ମାଛ ଆଉ ଜାଣନ୍ତୁ କେମିତି ରହିବ ଆପଣଙ୍କ ଆଗାମୀ ଭାଗ୍ୟ ଭବିଷ୍ୟତ

 
Gg
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। ଏଥିପାଇଁ ଅନେକ ଲୋକ ଜ୍ୟୋତିଷ ମାନଙ୍କ ପରାମର୍ଶ ନେଇଥାନ୍ତି। ନିଜ ଭବିଷ୍ୟତ ସହିତ ଯୋଡିତ କଥା ମାନ ଜାଣିବା ପାଇଁ ଜ୍ୟୋତିଷ ଶାସ୍ତ୍ରର ଗଣନା କରିଥାନ୍ତି। ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ବିକଳ୍ପ ମାଧ୍ୟମରେ ଆପଣଙ୍କ ଭବିଷ୍ୟତ ସହିତ ଯୋଡିତ କିଛି ଘଟଣା ଜାଣିପାରିବେ। ଏଥିପାଇଁ ଆପଣଙ୍କୁ ୩ଟି ନମ୍ବର ବା ମାଛ ମଧ୍ୟରୁ ବାଛନ୍ତୁ ଗୋଟିଏ ନମ୍ବର ବା ମାଛ ଆଉ ଜାଣନ୍ତୁ ଆପଣଙ୍କ ଭବିଷ୍ୟତ ବିଷୟରେ।
Gh
ନୀଳ ରଙ୍ଗ – ଆପଣ ଯଦି ନୀଳ ରଙ୍ଗର ମାଛଟିକୁ ବାଛିଛନ୍ତି ତେବେ ଜାଣନ୍ତୁ ଆପଣଙ୍କ ନିମନ୍ତେ ବର୍ତ୍ତମାନ ବହୁତ ଶୁଭ ସମୟ ଆସିଯାଇଛି। ସବୁ ଦୁଃଖ ଧୀରେ ଧୀରେ ଦୂର ହେବାର ଲାଗିଛି। ସମସ୍ତ ବ୍ୟାକୁଳତା ଏବେ ଦୂର ହେବାକୁ ଯାଉଛି। ଏସବୁ ଆପଣଙ୍କ ଜାତକର ମନ୍ଦ ଦଶା ପ୍ରଭାବରୁ ହେଉଥିଲା ଏଥି ଯୋଗୁଁ ଆପଣ ବହୁତ ମନ୍ଦ ଫଳ ଭୋଗ କରିଛନ୍ତି। ରୋଗରେ ପଡ଼ି ଆପଣ ବହୁତ ଅର୍ଥ ବ୍ୟୟ କରି ସାରିଛନ୍ତି। ଆଗାମୀ ସମୟରେ ଆପଣ ସବୁ କାର୍ଯ୍ୟରେ ସଫଳତା ପାଇବେ।
Gh
ହଳଦିଆ ରଙ୍ଗ – ଆପଣ ଯଦି ହଳଦିଆ ରଙ୍ଗର ମାଛଟିକୁ ବାଛିଛନ୍ତି ତେବେ, ବର୍ତ୍ତମାନ ଆପଣଙ୍କ ଜୀବନରେ ପାପ ଫଳ ମାନ ଦୂର ହୋଇ ଶୁଭ ଫଳର ଆଗମନର ହେବାକୁ ଯାଇଛି। ପଣ୍ଡିତଙ୍କୁ କୋସ୍ଟି ଦେଖାଇ ଦିଅନ୍ତୁ ଦେଖିବେ କୋସ୍ଟିରେ ଚନ୍ଦ୍ର ବଳ,ରବି ପାପ, ଶତ୍ରୁ ସହ କବଳିତ ରାହୁ ବୃହସ୍ପତିଙ୍କୁ ଖଣ୍ଡନ କରୁଅଛି। ତାର ନିରାକରଣ କରିବା ନିମନ୍ତେ ରୂପା ମୁଦ୍ରାରେ ମୁକ୍ତା ଧାରଣ କରନ୍ତୁ। ଆପଣଙ୍କ ଜୀବନରେ ବିଳମ୍ବରେ ହେଉ ପଛେ କିନ୍ତୁ ନିଶ୍ଚିନ୍ତ ଶୁଭଫଳ ପ୍ରାପ୍ତ ହେବ। ନିକଟରେ ବନ୍ଧୁଙ୍କ ସାହାଯ୍ୟରେ ଆସିବେ। 
Bh
ନାଲି ରଙ୍ଗ – ଯଦି ଆପଣ ନାଲି ରଙ୍ଗର ମାଛଟିକୁ ବାଛିଛନ୍ତି ତେବେ ଆପଣ ବର୍ତ୍ତମାନ ବହୁତ ଚିନ୍ତାମଗ୍ନ ଅବସ୍ଥାରେ ଅଛନ୍ତି। ଆପଣଙ୍କ ବର୍ତ୍ତମାନ ବିଶ୍ୱରେ ଈଶ୍ୱରଙ୍କର ଶକ୍ତି ଅଛି ବୋଲି ବିଶ୍ୱାସ ହେଉ ନାହିଁ। ପିତା ମାତା ଆପଣଙ୍କ ପ୍ରଥମ ଦାୟିତ୍ୱ ଆପଣ ତାହା ବିଶ୍ୱାସ କରନ୍ତି ନାହିଁ।
ଜୀବନରେ ଆପଣଙ୍କୁ ସମସ୍ତ ସୁଖ ସୁବିଧା ମିଳିବ କୌଣସି ଏକ କାର୍ଯ୍ୟରେ ବିଶେଷ ଶୁଭ ଫଳ ପାଇବେ। ଆପଣଙ୍କ ସମସ୍ତ ଗୃହ ଉପକରଣ ନଷ୍ଟ ହୋଇଯାଇଛି ଆପଣ ବର୍ତ୍ତମାନ ନିଜ ଇଷ୍ଟ ଦେବଙ୍କ ପୂଜାର ବ୍ୟବସ୍ଥା କରନ୍ତୁ।