Movie prime

ବାଛନ୍ତୁ ୩ଟି ମଧ୍ୟରୁ ଗୋଟିଏ ଫୁଲ ଆଉ ଜାଣନ୍ତୁ ଆପଣଙ୍କ ଆଗାମୀ ଭବିଷ୍ୟତ ରହିବ କିପରି

 
Bb
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। ଏଥିପାଇଁ ଅନେକ ଲୋକ ଜ୍ୟୋତିଷ ମାନଙ୍କ ପରାମର୍ଶ ନେଇଥାନ୍ତି। ନିଜ ଭବିଷ୍ୟତ ସହିତ ଯୋଡିତ କଥା ମାନ ଜାଣିବା ପାଇଁ ଜ୍ୟୋତିଷ ଶାସ୍ତ୍ରର ଗଣନା କରିଥାନ୍ତି। ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ବିକଳ୍ପ ମାଧ୍ୟମରେ ଆପଣଙ୍କ ଭବିଷ୍ୟତ ସହିତ ଯୋଡିତ କିଛି ଘଟଣା ଜାଣିପାରିବେ। ଏଥିପାଇଁ ଆପଣଙ୍କୁ ୩ଟି ନମ୍ବର ବା ଫୁଲ ମଧ୍ୟରୁ ବାଛନ୍ତୁ ଗୋଟିଏ ନମ୍ବର ବା ଫୁଲ ଆଉ ଜାଣନ୍ତୁ ଆପଣଙ୍କ ଭବିଷ୍ୟତ ବିଷୟରେ।
Bh
୧:- ଆପଣ ଯଦି ନୀଳ ରଙ୍ଗର ଫୁଲଟିକୁ ବାଛିଛନ୍ତି ତେବେ, ଆପଣ ଜଣେ ଆଶାବାଦୀ ଏବଂ ସର୍ବଦା ଖୁସିରେ ରହିବା ଭଳି ବ୍ୟକ୍ତି ଅଟନ୍ତି। ଆପଣ ଜଣେ ସ୍ଵାଭିମାନୀ ସ୍ୱଭାବର ବ୍ୟକ୍ତି ଅଟନ୍ତି। କିନ୍ତୁ ଆପଣ ଅନ୍ୟ କାହାଠୁ ସାହାର୍ଯ୍ୟ ନେବାକୁ ପସନ୍ଦ କରନ୍ତି ନାହିଁ। ଏହା ସହିତ ଆପଣ ଆପଣଙ୍କର ପାର୍ଟନରଙ୍କ ପ୍ରତି ସର୍ବଦା ବିଶ୍ବାସୀ ରହିଥାନ୍ତି। ଆପଣ ସଚ୍ଚୋଟ ଏବଂ ଜିଦ୍ ସ୍ୱଭାବର ମଧ୍ୟ ହେଇଥାଇପାରନ୍ତି। ଆପଣଙ୍କୁ କେବଳ ନିଜର କାମ ଉପରେ ଧ୍ୟାନ ଦେବାକୁ ପସନ୍ଦ ଆସିଥାଏ। ଅନ୍ୟ କାହା କଥାରେ ମୁଣ୍ଡ ପୁରେଇବାକୁ ପସନ୍ଦ କରନ୍ତି ନାହିଁ। ଆପଣ ଅଯଥାରେ ଖର୍ଚ୍ଚ କରିବାକୁ ପସନ୍ଦ କରନ୍ତି ନାହିଁ।
Gh
୨:- ଆପଣ ଯଦି ଲାଳି ରଙ୍ଗର ଫୁଲଟିକୁ ବାଛିଛନ୍ତି ତେବେ, ଲାଲି ଗୋଲାପ ପ୍ରେମର ପ୍ରତୀକ ଅଟେ। ଆପଣ ଜଣେ ମେଳାପି ବ୍ୟକ୍ତି ଅଟନ୍ତି। କାହା ସହିତ ବି ଖୁବଶୀଘ୍ର ମିଶି ଯାଇଥାନ୍ତି। ଆପଣ ଅଳ୍ପ କ୍ରୋଧୀ ସ୍ୱଭାବର ବି ହେଇପାରନ୍ତି। ଆପଣ ଆପଣଙ୍କର ଜୀବନସାଥୀଙ୍କ ଠାରୁ ସବୁବେଳେ ସଚ୍ଚୋଟତାର ଆଶା ରଖିଥାନ୍ତି। ମିଛ ଆପଣଙ୍କୁ ପସନ୍ଦ ନୁହେଁ। ଆପଣଙ୍କର ହୃଦୟ କୋମଳ ସ୍ୱଭାବର ହେଇଥାଏ। ଏପରି ବ୍ୟକ୍ତି ପ୍ରାୟତଃ ରୋମାଣ୍ଟିକ ସ୍ୱଭାବର ହେଇଥାଏନ୍ତି। ଆପଣଙ୍କ ବିବାହ ଜୀବନ ବହୁତ ଭଲରେ କଟିଥାଏ। 
Hh
୩:- ଆପଣ ଯଦି ହଳଦୀଆ ରଙ୍ଗର ଫୁଲଟିକୁ ବାଛିଛନ୍ତି ତେବେ, ହଳଦିଆ ରଙ୍ଗର ଫୁଲକୁ ଫ୍ରେଣ୍ଡସିପର ପ୍ରତୀକ ବୋଲି ମାନା ଯାଏ। ଆପଣ ସର୍ବଦା ନିଜକୁ ଖୁସି ରଖିବା ସହିତ ଅନ୍ୟକୁ ଖୁସି ରଖିବାକୁ ମଧ୍ୟ ପସନ୍ଦ କରିଥାନ୍ତି। ଆପଣ ଅନ୍ୟକୁ ସର୍ବଦା ସାହାର୍ଯ୍ୟ କରିବାକୁ ପସନ୍ଦ କରିଥାନ୍ତି। ଏପରି ବ୍ୟକ୍ତି କାହା ସହିତ ବି ଅତି ସହଜରେ ମିତ୍ରତା କରିପାରିଥାଆନ୍ତି।
ପ୍ରାୟତଃ ଏହି ବ୍ୟକ୍ତି ଧାର୍ମିକ ସ୍ୱଭାବର ବ୍ୟକ୍ତି ହେଇଥାନ୍ତି। କାହା ବିଷୟରେ ଖରାପ ଚିନ୍ତା କରିବା ସେମାନଙ୍କୁ ପସନ୍ଦ ହେଇନଥାଏ। ଏଭଳି ବ୍ୟକ୍ତି ସମାଜର ଯେଉଁ କ୍ଷେତ୍ରରେ ବି ରହିଥାନ୍ତି ସେମାନେ ପ୍ରତ୍ୟେକ କ୍ଷେତ୍ରରେ ଉଚ୍ଚ ସ୍ଥାନରେ ରହିଥାନ୍ତି।