Movie prime

ବାଛନ୍ତୁ ୩ଟି ମଧ୍ୟରୁ ଗୋଟିଏ ଶଙ୍ଖ ଆଉ ଜାଣନ୍ତୁ କେମିତି ରହିବ ଆପଣଙ୍କ ଆଗାମୀ ଦିନର ଭବିଷ୍ୟତ

 
Hy
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏହି ଦୁନିଆରେ ସମସ୍ତଙ୍କର ପସନ୍ଦ ଓ ନାପସନ୍ଦ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ। ଏହା ସହିତ ସମସ୍ତଙ୍କର ବିଚାରଧାରା ଓ ସ୍ଵଭାବ ବି ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ।
ତେବେ ଆପଣଙ୍କୁ ଏଠାରେ ଶଙ୍ଖ ଉପରେ ୧, ୨ ଓ ୩ ଏହିଭଳି ୩ଟି ସଂଖ୍ୟା ଦିଆ ଯାଇଛି। ତେବେ ଏହି ସଂଖ୍ୟା ମାନଙ୍କ ମଧ୍ୟରୁ କୌଣସି ନମ୍ବର ଆପଣ ବାଛିକି ରଖନ୍ତୁ। ଆପଣ ଭାବୁଥିବା ବ୍ୟକ୍ତିଙ୍କ ମନରେ ଆପଣଙ୍କ ପାଇଁ କଣ ରହିଛି। 
Yy
1- ଆପଣ ପ୍ରଥମ ଶଙ୍ଖ ଟିକୁ ବାଛିଛନ୍ତି ତେବେ ଜାଣନ୍ତୁ ଏହା ଆପଣଙ୍କ ଭବିଷ୍ୟତ ବିଷୟରେ କଣ କହୁଛି। ଆପଣ ଯଦି ଗତ କଥାକୁ ଭୁଲି ଯାଆନ୍ତି ତାହେଲେ ଆପଣଙ୍କ ଭାଗ୍ୟ ଚକ୍ରରେ ପୁନଶ୍ଚ ରବି ଗ୍ରହ ବଳବାନ ହୋଇ ଉଠିବେ ଏଣିକି ବୁଝି ବିଚାରି କାର୍ଯ୍ୟ କରନ୍ତୁ କୌଣସି କାର୍ଯ୍ୟକୁ ବୁଝି ବିଚାରି କାର୍ଯ୍ୟ
କରନ୍ତୁ ନାହିଁ ଆପଣଙ୍କର ଏହି ଗୋଟିଏ ଗୁଣ ବହୁତ ଖରାପ ରହିଥାଏ କି ଆପଣ ଯେଉଁ ବୁ ନିଷ୍ପତି ନେଇଥାଆନ୍ତି ତାହାକୁ ବହୁତ ଶୀଘ୍ର ତାର ସହିତ କରିଥାଆନ୍ତି ଅଧିକ ବୁଦ୍ଧି ଲଗାଇ ନଥାନ୍ତି ଏଭଳି ତରବରିଆ ନିଷ୍ପତି ନେଇ ଆପଣ ବହୁତ ହଇରାଣ ହୋଇଛନ୍ତି। 
Yy
2- ଆପଣ ଯଦି ଦ୍ଵିତୀୟ ନମ୍ବର ଶଙ୍ଖ ଟିକୁ ବାଛିଛନ୍ତି ତେବେ ଜାଣନ୍ତୁ ତାହା କଣ କହୁଛି। ଆପଣଙ୍କ ଭବିଷ୍ୟତ ବିଷୟରେ ଏବେ ଆପଣ ଭାଗ୍ୟବାନ ଆପଣଙ୍କ ଅସୁବିଧାର ସମାଧାନ ହେବାର ବାର ଆସି ଯାଇଛି ଗୃହରେ। ମଙ୍ଗଳ କାର୍ଯ୍ୟ ସମ୍ପନ୍ନ ହେବ ସନ୍ତାନ ସୁଖ ଭୋଗ କରିବେ ଆପଣଙ୍କ ସ୍ତ୍ରୀ ଆଉ
ଆପଣଙ୍କ ବିମୁଖ ହେବେ ନାହିଁ ଆପଣଙ୍କୁ ହଇରାଣ କରୁଥିବା ଲୋକେ ଏବେ ଆପଣଙ୍କ ଠାରୁ ଦୂରେଇ ଯିବେ ଆପଣ ମୋଟା ମୋଟି ଭାବରେ ଶାସନ କର୍ତ୍ତା ଆପଣ ଆପଣଙ୍କ ମନ୍ଦ ଦଶାର ଶାସିତ ହେବାର ଫଳ ପାଇବେ ନାହିଁ ବହୁତ ଦିନରୁ ଆପଣଙ୍କର ସନ୍ତାନ ଚିନ୍ତା ଥିଲା ଆଗାମୀ ଏକ ସପ୍ତାହ ପରେ ଆପଣଙ୍କ ଶୁଭ ସମୟ ଭୋଗ ହେବ ଆପଣ ଆଉ ଚିନ୍ତା କରନ୍ତୁ ନାହିଁ ।
Yy
3- ଆପଣ ତୃତୀୟ ଶଙ୍ଖ କୁ ଯଦି ଚୟନ କରିଛନ୍ତି ତେବେ ବର୍ତ୍ତମାନ ଆପଣ ଚିନ୍ତାରେ ଅଛନ୍ତି। ସନ୍ତାନ କୁ ନେଇ ଚିନ୍ତା ରେ ଅଛନ୍ତି। ମନ ମଧ୍ୟରେ ନାନା ଉଦବେଗ ଜାତ ହେଉଛି। ଯାହା ଭାବୁଛନ୍ତି ସେହି କାମ କରିପାରୁ ନାହାନ୍ତି।
ଅନ୍ୟ ପାଇଁ ଚିନ୍ତା କରୁଛନ୍ତି। ଆସା ଅନୁଯାୟୀ ଫଳ ମିଳୁ ନାହିଁ। ପରିବାର ଅସାନ୍ତି ଓ ଗୃହ ଶାନ୍ତିରେ ବ୍ୟତିକ୍ରମ ଘଟୁଛି। ଏହି ସମୟକୁ ଆପଣ ଯିବାକୁ ଦିଅନ୍ତୁ। ଆଉ ଏକ ବର୍ଷ ଆପଣ ଧନୀ ହୋଇ ପାରନ୍ତି। ଆପଣ ସର୍ବଦା ହନୁମାନ ଚାଳିଶା ପାଠ କରନ୍ତୁ।