ବାଛନ୍ତୁ ୪ଟି ଗ୍ଲାସ୍ ମଧ୍ୟରୁ ଗୋଟିଏ ଆଉ ଜାଣନ୍ତୁ ଆପଣଙ୍କ ଆଗାମୀ ଭବିଷ୍ୟତ ରହିବ କିପରି
Aug 4, 2024, 18:56 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଖବର ଦେଖିଥିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ କିଛି ଖବର ଜାଣିବା ସହ ଏଭଳି କିଛି କଥା ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣମାନେ ଏହି ଭିଡିଓ ମଧ୍ୟମରେ ଚାରୋଟି ସଂଖ୍ୟା ଭିତରୁ ଗୋଟିଏ ବାଛି ଆପଣମାନେ ଯାହା ମନ କଥା ଜାଣିବାକୁ ଚାହୁଁଛନ୍ତି ତାହା ଜାଣିପାରିବେ । ଆପଣମାନେ ଏହି ଚାରୋଟି ସଂଖ୍ୟା ଭିତରୁ ଗୋଟିଏ ବାଛି ଜାଣିପାରିବେ ।
ପ୍ରଥମ ସଂଖ୍ୟା -୧ - ଆପଣମାନେ ଯଦି ୧ ସଂଖ୍ୟାକୁ ଭାବିଥିବେ ତାହେଲେ ଆପଣ ଜାଣି ରଖନ୍ତୁ ଆପଣ ଯାହା ଭାବିଥିବେ ଅର୍ଥାତ୍ ଯାହାକୁ ନେଇ ଏହି ସଂଖ୍ୟା ଭାବିଥିବେ । ସେ ଆପଣଙ୍କ ବିଷୟରେ ଭାବନ୍ତି କି ଆପଣଙ୍କ ବିଷୟରେ ଅନେକ କଥା ଭାବନ୍ତି । ସେ ଭାବନ୍ତି ଆପଣ ଆପଣଙ୍କ କ୍ୟାରିଅରକୁ ନେଇ ଚିନ୍ତାରେ ଅଛନ୍ତି । ଆପଣ ଆପଣଙ୍କ କ୍ୟାରିଅରକୁ ନେଇ ସିରିଏସ ଅଛନ୍ତି । କିନ୍ତୁ ଏବେ ଆପଣ ସେଥିପ୍ରତି ଟିକେ ଅବହେଳା କରୁଛନ୍ତି । ଆପଣ ଜଣେ ଏଭଳି ଲୋକ ଯିଏ ଅଧିକ ପରିଶ୍ରମ କରନ୍ତି । ଆପଣ ଅଧିକ ପରିଶ୍ରମ କରିଲେ ଭଲ ବ୍ୟକ୍ତି ହୋଇପାରିବେ ।
ଦ୍ଵିତୀୟ ସଂଖ୍ୟା -୨- ଯଦି ଆପଣ ୨ ସଂଖ୍ୟାକୁ ବାଛିଛନ୍ତି ତାହେଲେ ଆପଣ ଯେଉଁ ବ୍ୟକ୍ତିଙ୍କ ନାମ ନେଇ ଏହି କଥା ଭାବିଛନ୍ତି ସେ ଆପଣଙ୍କ ବିଷୟରେ ଭାବୁଛନ୍ତି ଆପଣଙ୍କ ସହିତ ବନ୍ଧୁତା କରିବା ଏତେ ସହଜ ନୁହେଁ । କାରଣ ଆପଣ ଏତେ ଶୀଘ୍ର କାହା ସହିତ ମିଶି ପାରନ୍ତି ନାହିଁ । କୌଣସି କାମ କରିବା ପୂର୍ବରୁ ଆପଣ ବହୁତ ଭାବି ଚିନ୍ତି ଏହି କାମ କରିଥାନ୍ତି । ଆପଣ ଯାହାର କଥା ଜାଣିବା ପାଇଁ ତୃତୀୟ ସଂଖ୍ୟା ୩ ବାଛିଛନ୍ତି ସେହି ବ୍ୟକ୍ତି ଆପଣଙ୍କ ବିଷୟରେ ଭାବୁଥାନ୍ତି ।
ଆପଣ ଜଣେ ଏଭଳି ଲୋକ ଯିଏ ବହୁତ କାମରେ ଦ୍ବନ୍ଦରେ ରହିଥାନ୍ତି । ଆଖି ବନ୍ଦ କରି କାହାକୁ ବିଶ୍ବାସ କରିପାରିବେ ନାହିଁ । ମନରେ ଅନେକ କଥା ଥାଏ କିନ୍ତୁ ସେ କହିପାରନ୍ତି ନାହିଁ । ଆପଣ ଯାହାର ମନର କଥା ଜାଣିବା ପାଇଁ ଚତୁର୍ଥ ସଂଖ୍ୟା ୪ ଭାବିଛନ୍ତି । ଆପଣଙ୍କ ଅତୀତ ଯାହା ହୋଇଛି କିନ୍ତୁ ଆପଣ ଆପଣଙ୍କ ବର୍ତ୍ତମାନ ଭଲରେ କଟାଇବେ । ଆପଣଙ୍କ ଜୀବନରେ ଏମିତି ପରିସ୍ଥିତି ଆସିଛି ଯାହା ଆପଣଙ୍କୁ ଦୁଃଖ ଦେଇଛି । ଏଭଳି ଏହି ସଂଖ୍ୟା ଗୁଡିକରେ ଏହି ସବୁ ଆପଣମାନେ ଜାଣିପାରିବେ ।