Movie prime

ବାଛନ୍ତୁ ୫ଟି ମଧ୍ୟରୁ ଗୋଟିଏ ଦୀପ ଆଉ ଜାଣନ୍ତୁ ଆପଣଙ୍କ ଆଗାମୀ ଦିନର ଭବିଷ୍ୟତ ରହିବ କିପରି

 
Gg

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। ଏଥିପାଇଁ ଅନେକ ଲୋକ ଜ୍ୟୋତିଷ ମାନଙ୍କ ପରାମର୍ଶ ନେଇଥାନ୍ତି। ନିଜ ଭବିଷ୍ୟତ ସହିତ ଯୋଡିତ କଥାମାନ ଜାଣିବା ପାଇଁ ଜ୍ୟୋତିଷ ଶାସ୍ତ୍ରର ଗଣନା କରିଥାନ୍ତି। ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ବିକଳ୍ପ ମାଧ୍ୟମରେ ଆପଣଙ୍କ ଭବିଷ୍ୟତ ସହିତ ଯୋଡିତ କିଛି ଘଟଣା ଜଣାଇବୁ। ଏଥିପାଇଁ ଆପଣଙ୍କୁ ୩ଟି ନମ୍ବର ବା ଦୀପ ମଧ୍ୟରୁ ବାଛନ୍ତୁ ଗୋଟିଏ ନମ୍ବର ବା ଦୀପ ଆଉ ଜାଣନ୍ତୁ ଆପଣଙ୍କ ଭବିଷ୍ୟତ ବିଷୟରେ।
Gg
୧:- ଆପଣ ଯଦି ପ୍ରଥମ ନମ୍ବରଟିକୁ ବାଛିଛନ୍ତି ତେବେ ଆପଣ ଜଣେ ମଜବୁତ୍ ସ୍ୱଭାବର ବ୍ୟକ୍ତି ଅଟନ୍ତି। ଭିତରେ ଆପଣ ଯେତେ ଦୁଃଖରେ ଥିଲେ ମଧ୍ୟ ବାହାରେ ଖୁସି ରହିବାକୁ ଚେଷ୍ଟା କରିଥାନ୍ତି। ଆପଣ ସବୁବେଳେ ସତ କହିବାକୁ ପସନ୍ଦ କରିଥାନ୍ତି। ଆପଣ ଆଗରେ ଗୋଟେ କଥା କି ପଛରେ ଗୋଟେ କଥା କୁହନ୍ତି ନାହିଁ। ସବୁବେଳେ ମୁହଁରେ ହିଁ କହି ଥାଆନ୍ତି। 
Vb
୨:- ଆପଣ ଯଦି ଦ୍ୱିତୀୟ ନମ୍ବର ଦୀପଟିକୁ ବାଛିଛନ୍ତି ତେବେ, ଆପଣଙ୍କ ସ୍ବଭାବ ବହୁତ ଭଲ ଏବଂ ଆପଣ ବିଶ୍ଵାସର ପାତ୍ର ହେଇଥାନ୍ତି। ଆପଣଙ୍କର କଥା ହେବାର ଶୈଳୀ ଏତେ ଆକର୍ଷଣୀୟ ହେଇଥାଏ ଯେ ଲୋକଙ୍କୁ ନିଜ କଥାରେ ହିଁ ଖୁସି କରି ଦେଇଥାନ୍ତି। ଏହା ସହିତ ଆପଣ ସବୁବେଳେ ନୂଆ ଜିନିଷ କରିବା ପାଇଁ ଚେଷ୍ଟା କରିଥାନ୍ତି।
୩:- ଯଦି ଆପଣ ତୃତୀୟ ନମ୍ବର ଦୀପଟିକୁ ବାଛିଛନ୍ତି ତେବେ, ଆପଣ ସ୍ବଭାବ ବହୁତ୍ ଭାବପ୍ରବଣ ଅଟେ। ଆପଣ ଲୋକଙ୍କୁ ସବୁବେଳେ ସାହାର୍ଯ୍ୟ କରନ୍ତି। ଏବଂ ଆପଣ ସ୍ଵତନ୍ତ୍ରତାକୁ ବହୁତ ଭଲ ପାଆନ୍ତି। ଆପଣଙ୍କୁ କାହାର ଅନ୍ତର୍ଗତ କାମ କରିବାକୁ ପସନ୍ଦ ନୁହେଁ। ଆପଣ ନିଜର ସ୍ଵତନ୍ତ୍ର ପରିଚୟ ତିଆରି କରିବାକୁ ଚେଷ୍ଟା କରନ୍ତି।
୪:- ଆପଣ ଯଦି ଚତୁର୍ଥ ନମ୍ବରଟିକୁ ବାଛିଛନ୍ତି ତେବେ, ଆପଣ ଅଲଗା ଦୁନିଆରେ ରହିବାକୁ ପସନ୍ଦ କରିଥାନ୍ତି। ଆପଣ ନିଜ କର୍ମକୁ ଅଧିକ ଭଲ ପାଆନ୍ତି। ଏବଂ କର୍ମକୁ ସବୁବେଳେ ପ୍ରାଧାନ୍ୟତା ଦେଇଥାନ୍ତି। ଆପଣ ଜଣେ ଦୟାଳୁ ସ୍ୱଭାବର ବ୍ୟକ୍ତି ଅଟନ୍ତି। ଏବଂ ଆପଣଙ୍କର ଏହି ଦୟାଳୁ ସ୍ବଭାବ ସମସ୍ତଙ୍କ ମନରେ ଆପଣଙ୍କ ପ୍ରତି ଭଲ ପାଇବା ଜାଗ୍ରତ ହେଇଥାଏ। 
୫:- ଆପଣ ଯଦି ପଞ୍ଚମ ନମ୍ବର ଦୀପଟିକୁ ବାଛିଛନ୍ତି ତେବେ, ଆପଣ ନିଜ ଜୀବନକୁ ଆନନ୍ଦରେ ବଞ୍ଚିବା ପାଇଁ ପସନ୍ଦ କରିଥାନ୍ତି। ଆପଣ ବହୁତ ଶାନ୍ତ ସ୍ୱଭାବର ବ୍ୟକ୍ତି ଅଟନ୍ତି। କିନ୍ତୁ କିଛି କଥାକୁ ନେଇ ବେଶୀ ରାଗି ମଧ୍ୟ ଯାଇଥାନ୍ତି। ନିଜ ପରିବାରକୁ ଆପଣ ବହୁତ ଭଲ ପାଆନ୍ତି। ଏବଂ ତାଙ୍କୁ ସବୁବେଳେ ଖୁସିରେ ରଖିବା ପାଇଁ ଚେଷ୍ଟା କରିଥାନ୍ତି।