Movie prime

ଦୁଇଟି ମଧ୍ୟରୁ ବାଛନ୍ତୁ ଗୋଟିଏ ବହି ଆଉ ଜାଣନ୍ତୁ ଆପଣଙ୍କ ଭାଗ୍ୟରେ କଣ ଅଛି

 
Hh
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। ଏଥିପାଇଁ ଅନେକ ଲୋକ ଜ୍ୟୋତିଷ ମାନଙ୍କ ପରାମର୍ଶ ନେଇଥାନ୍ତି। ନିଜ ଭବିଷ୍ୟତ ସହିତ ଯୋଡିତ କଥା ମାନ ଜାଣିବା ପାଇଁ ଜ୍ୟୋତିଷ ଶାସ୍ତ୍ରର ଗଣନା କରିଥାନ୍ତି। ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ବିକଳ୍ପ ମାଧ୍ୟମରେ ଆପଣଙ୍କ ଭବିଷ୍ୟତ ସହିତ ଯୋଡିତ କିଛି ଘଟଣା ଜାଣିପାରିବେ। ଏଥିପାଇଁ ଆପଣଙ୍କୁ ୨ଟି ନମ୍ବର ବା ବହି ମଧ୍ୟରୁ ବାଛନ୍ତୁ ଗୋଟିଏ ନମ୍ବର ବହି ଆଉ ଜାଣନ୍ତୁ ଆପଣଙ୍କ ଭବିଷ୍ୟତ ବିଷୟରେ।
Yy
ଦର୍ଶକବନ୍ଧୁ ଆମ ଭାରତରେ ରହୁଥିବା ଅଧିକାଂଶ ବ୍ୟକ୍ତି ଜ୍ୟୋତିଷ ଶାସ୍ତ୍ର ଉପରେ ଅଧିକ ବିଶ୍ୱାସ ରଖିଥାଆନ୍ତି। ପୁଣି ଜୀବନର ଅଧିକାଂଶ ସମସ୍ୟା ମନୁଷ୍ୟ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଥିବା ଉପାୟ ଦ୍ୱାରା ସେମାନେ ସେମାନଙ୍କର ସମସ୍ୟାର ସମାଧାନ କରିଥାଆନ୍ତି। ଏହା ବ୍ୟତୀତ ମନୁଷ୍ୟ ନିଜ ଭାଗ୍ୟର ଭବିଷ୍ୟ ବିଷୟରେ ଜାଣିବା ପାଇଁ ମଧ୍ୟ ଜ୍ୟୋତିଷ ଶାସ୍ତ୍ରର ସାହାରା ନେଇଥାଆନ୍ତି। ତେବେ ଦୁଇଟି ନମ୍ବର ବା ବହି ମଧ୍ୟରୁ ବାଛନ୍ତୁ ଗୋଟିଏ ନମ୍ୱର ବା ବହି ଆଉ ଜାଣନ୍ତୁ ଆପଣଙ୍କ ଭବିଷ୍ୟତରେ ଆଗକୁ କଣ ହେବାକୁ ଯାଉଛି।
Hh
୧:- ଆପଣ ଯଦି ପ୍ରଥମ ବହିଟିକୁ ବାଛିଛନ୍ତି ତେବେ ଆପଣଙ୍କ ଜାତକର ମନ୍ଦ ଦଶା ପ୍ରଭାବରୁ ଅନେକ ଅସୁବିଧା ହେଉଥିଲା ସେଥିପାଇଁ ଆପଣ ବହୁ ମନ୍ଦ ଫଳ ଭୋଗ କରି ସାରିଲେଣି। ରୋଗରେ ପଡ଼ି ବହୁ ଅର୍ଥ ବ୍ୟୟ କରି ସାରିଲେଣି। କାରଣ ନଥାଇ ଆପଣ ବିପଦରେ ପଡ଼ି ଯାଉଛନ୍ତି। ସମ୍ମାନ ହରାଇ ଆପଣ ବଡ଼ ଦୁଶ୍ଚିନ୍ତାରେ ପଡ଼ିଛନ୍ତି। ଦୋଷ ନଥାଇ ଲୋକ ଆପଣଙ୍କୁ ଦୋଷୀ କରୁଛନ୍ତି। ଭୁଲ ନଥାଇ ସାଙ୍ଗ ମାନେ ଆପଣଙ୍କ ଠାରୁ ଦୂରେଇ ଯାଉଛନ୍ତି। ବର୍ତ୍ତମାନ ଆପଣଙ୍କ ଜୀବନରେ ସବୁକିଛି ଠିକ୍ ହୋଇଯିବ ଆଗକୁ ସମୟ ଆପଣଙ୍କ ପାଇଁ ବହୁତ ଭଲ ଆସୁଅଛି। ଆପଣ ନିଜ ଇଷ୍ଟ ଭଗବାନଙ୍କ ସ୍ମରଣ କରନ୍ତୁ।
୨:- ଆପଣ ଯଦି ଦ୍ୱିତୀୟ ବହିଟିକୁ ବାଛିଛନ୍ତି ତେବେ ଆପଣଙ୍କ ଜୀବନରେ ପାପଫଳ ମାନ ଦୂର ହୋଇ ଶୁଭଫଳର ଆଗମନ ହେବାର ସମୟ ଆସିଯାଇଛି। ବର୍ତ୍ତମାନ ଯେଉଁ ବ୍ୟୟ ଭାର ଭୋଗ କରୁଛନ୍ତି ତାହା ସମୟାନୁକ୍ରମେ କମିଯିବ। ଆପଣ କୋଷ୍ଟ କାଠିନ ରୋଗରେ ପୀଡିତ ହୋଇ ଚିନ୍ତିତ ଅଛନ୍ତି। ଦୁଷ୍ଟଗ୍ରହ ମାନେ ଆପଣଙ୍କ ଜାତକରେ ଥାଇ ଆପଣଙ୍କୁ ବହୁତ କଷ୍ଟ ଭୋଗୁଛନ୍ତି। ଆପଣଙ୍କ ଆୟ ଠାରୁ ବ୍ୟୟ ଅଧିକ ହେଉଛି। ଆପଣ ଯେଉଁ କାର୍ଯ୍ୟରେ ହାତ ଦେଉଥିଲେ ତାହା ସଫଳତା ହେଉନଥିଲା। ଏହି ସପ୍ତାହ ଭିତରେ ଆପଣଙ୍କ ସମୟ ବହୁତ ଭଲ ହେବାକୁ ଯାଉଛି।